Upcoming Events
- No events to show[ More Details ]
Latest Business Listing
Classified AD
Important Link
At 5:30 pm IST

Current Tempature
Thunderstorm, 17 C
Forecast:
Sat - Showers. High: 26 Low: 15
Sun - Showers. High: 26 Low: 13
Full Forecast at Yahoo! Weather
ଇତି ମଧ୍ୟରେ ଘଟଣା ବହୁଳ ୨୦୧୧ ବର୍ଷ ଶେଷ ହୋଇଛି ଏହି ବର୍ଷ ଇସ୍ପାତ ସହର ରାଉରକେଲା ପାଇଁ ମିଶ୍ରିତ ଫଳ ଆଣିଦେଇଛି ଗୋଟିଏ ପଟେ ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲାବେଳେ ଅନ୍ୟ ପକ୍ଷରେ ରାଜନୈତିକ ଇଚ୍ଛାଶକ୍ତି ଏବଂ ସରକାରୀ ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ବିକାଶ ପ୍ରକ୍ରିୟାର ସୁଫଳ ମିଳିନାହିଁ ୫୦ ଦଶକରେ ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ରାଉରକେଲାରେ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧିନରେ ଇସ୍ପାତ କାରଖାନା ସ୍ଥାପନା ପରେ ଏହି ସହର ସମଗ୍ର ଦେଶ ଏବଂ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କଲା ସମୟ କ୍ରମେ ଏହି ସହରର ବିକାଶ ପ୍ରକ୍ରିୟା ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ଏବଂ ପୌରପାଳିକା ହାତରେ ନ୍ୟସ୍ତ ହେଲା
[ + Read more ] 3 CommentsToday's News - Rourkela
Top News - Rest of Odisha
RKL Discussion Forum
| Latest topics being discussed | Author |
|---|
LATEST ARTICLES
- କାଳି ଝିଅ ସବୁ ଜାଣେ
- ପୁଅରେ, ତୁ ବାପା ହେଲେ ଜାଣିବୁ
- ପୂଜା ନା ସଜା ?
- ସାମାଜିକ ବିକାଶ ସହିତ ବ୍ୟକ୍ତିର ବିକାଶ ପାଇଁ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ
- ୧୦ ଦିନ ବ୍ୟାପୀ ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ
LATEST MUSIC
Cultural Programme on Republic Day
What Readers Say ?
-
But some of the people want development. So it's people choice now. Can anyone talk with Jual Oram on Division ...
Dillip | More -
But at Rourkela the system is totally different . Here all the leaders are belong from outside. They were ...
MIHIR | More -
BJP has promised Baleshwar a railway division if it captures Zilla Parishad in the upcoming elections
Dillip | More -
A city smaller than Rourkela, both by area and population like Mangalore can have municipal corporation, international airport and heavily ...
Dillip | More -
I belong to chhend and i was happy after the installation of traffic signal but it has been a complete ...
Rakesh goswami | More






