Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Partly Cloudy, 43 C

Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27

Full Forecast at Yahoo! Weather
ARCHIVE
January 2012
M T W T F S S
« Dec   Feb »
 1
2345678
9101112131415
16171819202122
23242526272829
3031  

Archive for January, 2012

Pages: 1 2 3 4 ...9 10 Next

ଦ୍ବାଦଶ ଯୋଜନା ପାଇଁ ଆବଶ୍ୟକତା ଅନୁଯାୟୀ ଚିଠା ପ୍ରସ୍ତୁତ କରିବା ପାଇଁ ପ୍ରତ୍ୟେକ ପ୍ରଶାସନିକ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ

Date : 31 Jan, 2012

ଦ୍ବାଦଶ ଯୋଜନା କାଳରେ କେଉଁ ବିଭାଗ କେଉଁ କେଉଁ ଆବଶ୍ୟକତା ଭିତ୍ତିକ କାର୍ଯ୍ୟ କରିବାକୁ ଆଗ୍ରହୀ ତାହାର ନିର୍ଦ୍ଧାରଣ କରିବା ସହିତ ସେ ସଂକ୍ରାନ୍ତରେ ଚିଠା ପ୍ରସ୍ତୁତ କରିବାକୁ ରାଜ୍ୟରେ ପ୍ରତ୍ୟେକ ପ୍ରଶାସନିକ ବିଭାଗର ସଚିବମାନଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି୤

0 comments | Continued

ଭୁବନେଶ୍ବର ଏମ୍‌ସରେ ନାମଲେଖା ଆସନ୍ତା ଅଗଷ୍ଟରୁ ହେବ: ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବ ପାଞ୍ଚଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ

Date : 31 Jan, 2012

ଭୁବନେଶ୍ବର ଉପକଣ୍ଠ ସିଜୁଆ ଠାରେ ନିର୍ମାଣାଧିନ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍‌ସ) ଓଡ଼ିଶା ଶାଖାର ଆଗାମୀ ଅଗଷ୍ଟ ମାସରେ ନାମଲେଖା ଆରମ୍ଭ ହେବ ବୋଲି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ପି.କେ. ପ୍ରଧାନ ସୂଚନା ଦେଇଛନ୍ତି୤

1 comment | Continued

ନିର୍ମାଣାଧୀନ ପ୍ରକଳ୍ପ ବାବଦରେ ବିଶ୍ବ ବ୍ୟାଙ୍କ ପ୍ରତିନିଧି ଦଳର ସମୀକ୍ଷା

Date : 31 Jan, 2012

ଓଡ଼ିଶାରେ ବିଶ୍ବ ବ୍ୟାଙ୍କ ସହାୟତାରେ ଯେଉଁ ସବୁ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ଅଛି, ସେଗୁଡ଼ିକର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ବିଶ୍ବ ବ୍ୟାଙ୍କର ଭାରତ ବ୍ୟାପାର ଯୁଗ୍ମ ସଚିବ ବେଣୁ ରାଜାମଣି ଏବଂ ଉପଦେଷ୍ଟା ହୁବାର୍ଟ ନୋଭେ ଜୋଶୋରାଣ୍ଡ ଭୁବନେଶ୍ବର ଗସ୍ତ କରୁଛନ୍ତି୤

0 comments | Continued
ରାଉରକେଲା ଶିକ୍ଷା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା ଶିକ୍ଷା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

Date : 30 Jan, 2012

ନିଷ୍ଠା ଓ ଅଧ୍ୟବସାୟ ଆଗକୁ ବଢ଼ିବାକୁ ରାସ୍ତା ଦେଖାଏ୤ ଶିକ୍ଷା ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁଠି ଏହି ଧାରା ପ୍ରଚଳିତ ହୋଇ ଆସିଛି୤

0 comments | Continued

ରାଜ୍ୟରେ ଯୁକ୍ତଦୁଇ ପାଠ୍ୟକ୍ରମକୁ ସିବିଏସ୍ଇ ସମକକ୍ଷ କରିବା ପାଇଁ ଯୋଜନା

Date : 30 Jan, 2012

ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ସଫଳତାର ହାର ବୃଦ୍ଧି କରିବା ପାଇଁ ଯୁକ୍ତଦୁଇ ସ୍ତରର ପ୍ରଚଳିତ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଇ ଏହାକୁ ସିବିଏସ୍‌ଇ ସମକକ୍ଷ କରାଯିବ୤

2 comments | Continued

ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ରାଉରକେଲା ଶାଖା ଉଦ୍‌ଘାଟିତ

Date : 30 Jan, 2012

ଦେଶର ଅନ୍ୟତମ ଜାତୀୟକରଣ ବ୍ୟାଙ୍କ୍‌ ଭାବେ ପରିଚିତ ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ରାଉରକେଲା ଶାଖା ଆଜିଠାରୁ କାର୍ଯ୍ୟାରମ୍ଭ କରିଛି୤

0 comments | Continued

ରାଜ୍ୟର ୬ଟି ସହରର ବସ୍ତି ବିକାଶ ପାଇଁ ଯୋଜନା

Date : 30 Jan, 2012

ରାଜ୍ୟର ୬ଟି ସହର ପାଇଁ ଆରମ୍ଭ ହୋଇଥିବା ବସ୍ତି ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବ୤

0 comments | Continued

ଓଜେଇଇ ଆବେଦନ ପତ୍ର ବିକ୍ରୀ ଫେବୃୟାରୀ ୧୦ରୁ ଆରମ୍ଭ

Date : 28 Jan, 2012

ରାଜ୍ୟରେ ବୈଷୟିକ ଓ ମେଡିକାଲ୍‌ ଆଦି ପାଠ୍ୟକ୍ରମ ପାଇଁ ଆବେଦନ ପତ୍ର ବିକ୍ରୀ ଆସନ୍ତା ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହେବ ବୋଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି୤

0 comments | Continued

ବୁଝାମଣା କରି ଆଇଟିସି କରୁ ନଥିବା ଶିଳ୍ପ ସଂସ୍ଥାଙ୍କୁ ତାଗିଦ

Date : 28 Jan, 2012

ରାଜ୍ୟ ସରକାରଙ୍କ ସହିତ ବୁଝାମଣା (ଏମ‍୍‌ଓୟୁ) କରି ଶିଳ୍ପ ତାଲିମ କେନ୍ଦ୍ର (ଆଇଟିସି) ସ୍ଥାପନ କରି ନଥିବା ସଂସ୍ଥାଗୁଡିକୁ ଆଗାମୀ ଜୁନ୍‌ ମାସ ସୁଦ୍ଧା ନାମ ଲେଖାର ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି୤

0 comments | Continued

ଜବର ଦଖଲ ଉଚ୍ଛେଦ ବ୍ୟବସ୍ଥାକୁ ବଳିଷ୍ଠ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

Date : 28 Jan, 2012

ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇଥିବା ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବିଡିଏ ଓ ବିଏମ‍୍‌ସିରେ ପୃଥକ୍‌ ବ୍ୟବସ୍ଥା ପ୍ରଚଳନ କରାଯିବ୤

0 comments | Continued
Pages: 1 2 3 4 ...9 10 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg