Upcoming Events
- No events to show[ More Details ]
Latest Business Listing
Classified AD
Important Link
At 2:31 pm IST

Current Tempature
Partly Cloudy, 43 C
Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27
Full Forecast at Yahoo! Weather
February 22nd, 2012
ରାଉରକେଲା ଦେଇ ଆଉ ଦୁଇଟି ନୂତନ ଟ୍ରେନର ଚଳାଚଳ ଆରମ୍ଭ
Date : 22 Feb, 2012
କେନ୍ଦ୍ର ରେଳମନ୍ତ୍ରୀଙ୍କ ଦ୍ବାରା ୨୦୧୧-୧୨ ବର୍ଷ ପାଇଁ ଘୋଷିତ ରେଳ ବଜେଟ୍ର ସୂଚନା ମୁତାବକ ରାଉରକେଲା ଦେଇ ଆଉ ଦୁଇଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି
ଜମି ଜବରଦଖଲ ପାଇଁ କ୍ଷେତ୍ର କର୍ମଚାରୀ ଉତ୍ତରଦାୟୀ ରହିବେ
Date : 22 Feb, 2012
ରାଜଧାନୀରେ ସରକାରୀ ଜମି ଜବରଦଖଲ ରୋକିବା ପାଇଁ କ୍ଷେତ୍ର କର୍ମଚାରୀମାନଙ୍କୁ ଉତ୍ତରଦାୟୀ କରାଯିବ
ରାଜ୍ୟରେ ପ୍ରାକୃତିକ ପରିବେଶ ଉଦ୍ବେଗଜନକ: ଭୂତଳ ଜଳସ୍ତର ହ୍ରାସ
Date : 22 Feb, 2012
ସମ୍ପ୍ରତି ରାଜ୍ୟର କେତେକ ସ୍ଥାନରେ ଦିନର ତାପମାତ୍ରା ବୃଦ୍ଧି ପାଇଛି
ଦେଶରେ ନୂତନ ସବୁଜ ବିପ୍ଳବ ସୃଷ୍ଟି ସିଆର୍ଆର୍ଆଇର ଲକ୍ଷ୍ୟ
Date : 22 Feb, 2012
ଦ୍ବିତୀୟ ସବୁଜ ବିପ୍ଳବ ଲକ୍ଷ୍ୟରେ କେନ୍ଦ୍ରୀୟ ଧାନ ଅନୁସନ୍ଧାନ ସଂସ୍ଥାନ ତଥା ଆଇସିଏଆର୍ ବର୍ତ୍ତମାନ ଭାରତର ପୂର୍ବାଞ୍ଚଳ ରାଜ୍ୟମାନଙ୍କର କୃଷକ ଓ କୃଷି କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ବ ଦେଉଛି






