Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
March 2017
M T W T F S S
« Dec    
 12345
6789101112
13141516171819
20212223242526
2728293031  

Achievements - Rourkela News

Pages: 1 2 3 4 ...9 10 Next

ସୁନ୍ଦରଗଡ଼ ଜିଲ୍ଲାର ଲଳିତା ଖଣ୍ଡା ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର

Date : 5 Sep, 2014

ସୁନ୍ଦରଗଡ଼ ସହରର ଉପକଣ୍ଠରେ ଅବସ୍ଥିତ ଗରିଆମାଲ୍‌ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତା ଖଣ୍ଡା ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ମାନପତ୍ର ଓ ନଗଦ ଅର୍ଥ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତି।

0 comments | Continued
ରାଷ୍ଟ୍ରାୟତ୍ତ ଉଦ୍ୟୋୟ ଆର୍‌ଇସିପିଡିସିଏଲ୍‌ ପକ୍ଷରୁ ବିପିୟୁଟିର ୧୧ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ

ରାଷ୍ଟ୍ରାୟତ୍ତ ଉଦ୍ୟୋୟ ଆର୍‌ଇସିପିଡିସିଏଲ୍‌ ପକ୍ଷରୁ ବିପିୟୁଟିର ୧୧ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ

Date : 1 Mar, 2014

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ସ୍ଥାପନା ହେବାର ୧୧ବର୍ଷ ପରେ ଏହା ଅଧିନସ୍ଥ ବିଭିନ୍ନ ସରକାରୀ ମହାବିଦ୍ୟାଳୟର ୧୧ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆର୍‌ଇସିପିଡିଏସ୍‌ଏଲ୍‌ ପକ୍ଷରୁ ମେଧାବୃତ୍ତି ପ୍ରଦାନ କରାଯାଇଛି୤

0 comments | Continued

ଜାତୀୟ ନାଟକ ପ୍ରତିଯୋଗିତାରେ ଉଦିତନଗର ଉଚ୍ଚବିଦ୍ୟାଳୟର ସାଫଲ୍ୟ

Date : 14 Dec, 2013

ଜାତୀୟ ଶିକ୍ଷା ପ୍ରଶିକ୍ଷଣ ଓ ଗବେଷଣା ପରିଷଦ(ଏନ୍‌ସିଇଆର୍‌ଟି) ଦ୍ବାରା ଆୟୋଜିତ ଜାତୀୟ ନାଟକ (ରୋଲ୍‌ ପ୍ଲେ) ପ୍ରତିଯୋଗିତା-୨୦୧୩ ନୂଆଦିଲ୍ଲୀରେ ଉଦ୍‌ଯାପିତ ହୋଇଯାଇଛି୤

0 comments | Continued

ସର୍ବଭାରତୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ରାଉରକେଲାର ହର୍ଷିତା ଚାରୀଙ୍କ ପ୍ରଥମ ସ୍ଥାନ ହାସଲ

Date : 6 Dec, 2013

ଶ୍ରୀରାମଚନ୍ଦ୍ର ମିଶନ୍‌ ଏବଂ ଭାରତ ଓ ଭୁଟାନ ପାଇଁ ଜାତିସଂଘ ସୂଚନା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା-୨୦୧୩ରେ ରାଉରକେଲାର ହର୍ଷିତା ଚାରୀଙ୍କ ପ୍ରବନ୍ଧ ସର୍ବୋଚ୍ଚ ସ୍ଥାନ ହାସଲ କରିଛି୤

0 comments | Continued
ଜାତୀୟ ବିଜ୍ଞାନ ସମ୍ମିଳନୀରେ ରାଉରକେଲା ଛାତ୍ରୀ ଅଲିଭା ମିଶ୍ର ପ୍ରଥମ

ଜାତୀୟ ବିଜ୍ଞାନ ସମ୍ମିଳନୀରେ ରାଉରକେଲା ଛାତ୍ରୀ ଅଲିଭା ମିଶ୍ର ପ୍ରଥମ

Date : 17 Oct, 2013

ସ୍ଥାନୀୟ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଅଲିଭା ମିଶ୍ର ଜାତୀୟ ବିଜ୍ଞାନ ସମ୍ମିଳନୀରେ ଚଳିତ ବର୍ଷ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି୤

1 comment | Continued

ରାଉରକେଲାର ଶିକ୍ଷୟିତ୍ରୀ ଶ୍ରାବଣୀ ପୁରୀଙ୍କୁ ରାଷ୍ଟ୍ରପତି ପୁରସ୍କାର

Date : 6 Sep, 2013

ଗତକାଲି ଜାତୀୟ ଗୁରୁଦିବସ ବା ଶିକ୍ଷକ ଦିବସ ପାଳନ ଅବସରରେ ଦେଶର ବିଭିନ୍ନ ରାଜ୍ୟର ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି୤

0 comments | Continued
ମହିଳା ବିଶ୍ବକପ୍‌ ହକିରେ ବ୍ରୋଞ୍ଚ୍‌ ପଦକ ପାଇ ଫେରିଥିବା ୪ ଖେଳାଳିଙ୍କୁ ବିପୁଳ ସମ୍ବର୍ଦ୍ଧନା

ମହିଳା ବିଶ୍ବକପ୍‌ ହକିରେ ବ୍ରୋଞ୍ଚ୍‌ ପଦକ ପାଇ ଫେରିଥିବା ୪ ଖେଳାଳିଙ୍କୁ ବିପୁଳ ସମ୍ବର୍ଦ୍ଧନା

Date : 9 Aug, 2013

ଚଳିତ ମାସ ୪ ତାରିଖରେ ଜୁନିୟର୍‌ ମହିଳା ହକି ବିଶ୍ବକପ୍‌ରେ ୪ଜଣ ଓଡ଼ିଆ ଖେଳାଳି ଖେଳିଥିଲେ୤

0 comments | Continued
ଜୁନିୟର୍‌ ବିଶ୍ବକପ୍‌ ହକିରେ ଓଡ଼ିଆ ଖେଳାଳିଙ୍କ ସଫଳତା

ଜୁନିୟର୍‌ ବିଶ୍ବକପ୍‌ ହକିରେ ଓଡ଼ିଆ ଖେଳାଳିଙ୍କ ସଫଳତା

Date : 5 Aug, 2013

ଅଗଷ୍ଟ ମାସ ୪ ତାରିଖରେ ଜର୍ମାନୀର ମୋଞ୍ଚେଗ୍ଲାଣ୍ଡ୍‌ବାକ୍‌ଠାରେ ଅନୁଷ୍ଠିତ କନିଷ୍ଠ ମହିଳା ହକି ବିଶ୍ବକପ୍‌ରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ରେ ପ୍ରବେଶ କରିବା ସହିତ ତୃତୀୟ ସ୍ଥାନ ହାସଲ କରି ଇତିହାସ ରଚନା କରିଛି୤

0 comments | Continued

RSP to felicitate outstanding students of Rourkela

Date : 12 Jul, 2013

Like every year, this year also Rourkela Steel Plant is going to felicitate students who have performed outstandingly in the Secondary and Higher Secondary School Examinations.

0 comments | Continued
ତୃତୀୟ ହକି ଇଣ୍ଡିଆ ସବ୍‌ଜୁନିଅର ଜାତୀୟ ହକି ଚମ୍ପିଅନସିପ୍‌ରେ ବିଜୟୀ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା

ତୃତୀୟ ହକି ଇଣ୍ଡିଆ ସବ୍‌ଜୁନିଅର ଜାତୀୟ ହକି ଚମ୍ପିଅନସିପ୍‌ରେ ବିଜୟୀ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା

Date : 30 May, 2013

ଭୋପାଳଠାରେ ଚଳିତ ମାସ ଅନୁଷ୍ଠିତ ଜାତୀୟ ସବ୍‌ ଜୁନିୟର୍‌ ହକି ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ଦଳ ବିଜୟୀ ହୋଇ ଫେରିବା ପରେ ଖେଳାଳିମାନଙ୍କୁ ରାଉରକେଲାରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି୤

0 comments | Continued
Pages: 1 2 3 4 ...9 10 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg