- No events to show[ More Details ]
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | |||
5 | 6 | 7 | 8 | 9 | 10 | 11 |
12 | 13 | 14 | 15 | 16 | 17 | 18 |
19 | 20 | 21 | 22 | 23 | 24 | 25 |
26 | 27 | 28 | 29 | 30 |
Achievements - Rourkela News
ସୁନ୍ଦରଗଡ଼ ଜିଲ୍ଲାର ଲଳିତା ଖଣ୍ଡା ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର
Date : 5 Sep, 2014
ସୁନ୍ଦରଗଡ଼ ସହରର ଉପକଣ୍ଠରେ ଅବସ୍ଥିତ ଗରିଆମାଲ୍ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତା ଖଣ୍ଡା ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ମାନପତ୍ର ଓ ନଗଦ ଅର୍ଥ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତି।

ରାଷ୍ଟ୍ରାୟତ୍ତ ଉଦ୍ୟୋୟ ଆର୍ଇସିପିଡିସିଏଲ୍ ପକ୍ଷରୁ ବିପିୟୁଟିର ୧୧ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ
Date : 1 Mar, 2014
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ସ୍ଥାପନା ହେବାର ୧୧ବର୍ଷ ପରେ ଏହା ଅଧିନସ୍ଥ ବିଭିନ୍ନ ସରକାରୀ ମହାବିଦ୍ୟାଳୟର ୧୧ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆର୍ଇସିପିଡିଏସ୍ଏଲ୍ ପକ୍ଷରୁ ମେଧାବୃତ୍ତି ପ୍ରଦାନ କରାଯାଇଛି
ଜାତୀୟ ନାଟକ ପ୍ରତିଯୋଗିତାରେ ଉଦିତନଗର ଉଚ୍ଚବିଦ୍ୟାଳୟର ସାଫଲ୍ୟ
Date : 14 Dec, 2013
ଜାତୀୟ ଶିକ୍ଷା ପ୍ରଶିକ୍ଷଣ ଓ ଗବେଷଣା ପରିଷଦ(ଏନ୍ସିଇଆର୍ଟି) ଦ୍ବାରା ଆୟୋଜିତ ଜାତୀୟ ନାଟକ (ରୋଲ୍ ପ୍ଲେ) ପ୍ରତିଯୋଗିତା-୨୦୧୩ ନୂଆଦିଲ୍ଲୀରେ ଉଦ୍ଯାପିତ ହୋଇଯାଇଛି
ସର୍ବଭାରତୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ରାଉରକେଲାର ହର୍ଷିତା ଚାରୀଙ୍କ ପ୍ରଥମ ସ୍ଥାନ ହାସଲ
Date : 6 Dec, 2013
ଶ୍ରୀରାମଚନ୍ଦ୍ର ମିଶନ୍ ଏବଂ ଭାରତ ଓ ଭୁଟାନ ପାଇଁ ଜାତିସଂଘ ସୂଚନା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା-୨୦୧୩ରେ ରାଉରକେଲାର ହର୍ଷିତା ଚାରୀଙ୍କ ପ୍ରବନ୍ଧ ସର୍ବୋଚ୍ଚ ସ୍ଥାନ ହାସଲ କରିଛି

ଜାତୀୟ ବିଜ୍ଞାନ ସମ୍ମିଳନୀରେ ରାଉରକେଲା ଛାତ୍ରୀ ଅଲିଭା ମିଶ୍ର ପ୍ରଥମ
Date : 17 Oct, 2013
ସ୍ଥାନୀୟ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଅଲିଭା ମିଶ୍ର ଜାତୀୟ ବିଜ୍ଞାନ ସମ୍ମିଳନୀରେ ଚଳିତ ବର୍ଷ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି
ରାଉରକେଲାର ଶିକ୍ଷୟିତ୍ରୀ ଶ୍ରାବଣୀ ପୁରୀଙ୍କୁ ରାଷ୍ଟ୍ରପତି ପୁରସ୍କାର
Date : 6 Sep, 2013
ଗତକାଲି ଜାତୀୟ ଗୁରୁଦିବସ ବା ଶିକ୍ଷକ ଦିବସ ପାଳନ ଅବସରରେ ଦେଶର ବିଭିନ୍ନ ରାଜ୍ୟର ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି

ମହିଳା ବିଶ୍ବକପ୍ ହକିରେ ବ୍ରୋଞ୍ଚ୍ ପଦକ ପାଇ ଫେରିଥିବା ୪ ଖେଳାଳିଙ୍କୁ ବିପୁଳ ସମ୍ବର୍ଦ୍ଧନା
Date : 9 Aug, 2013
ଚଳିତ ମାସ ୪ ତାରିଖରେ ଜୁନିୟର୍ ମହିଳା ହକି ବିଶ୍ବକପ୍ରେ ୪ଜଣ ଓଡ଼ିଆ ଖେଳାଳି ଖେଳିଥିଲେ

ଜୁନିୟର୍ ବିଶ୍ବକପ୍ ହକିରେ ଓଡ଼ିଆ ଖେଳାଳିଙ୍କ ସଫଳତା
Date : 5 Aug, 2013
ଅଗଷ୍ଟ ମାସ ୪ ତାରିଖରେ ଜର୍ମାନୀର ମୋଞ୍ଚେଗ୍ଲାଣ୍ଡ୍ବାକ୍ଠାରେ ଅନୁଷ୍ଠିତ କନିଷ୍ଠ ମହିଳା ହକି ବିଶ୍ବକପ୍ରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍ରେ ପ୍ରବେଶ କରିବା ସହିତ ତୃତୀୟ ସ୍ଥାନ ହାସଲ କରି ଇତିହାସ ରଚନା କରିଛି
RSP to felicitate outstanding students of Rourkela
Date : 12 Jul, 2013
Like every year, this year also Rourkela Steel Plant is going to felicitate students who have performed outstandingly in the Secondary and Higher Secondary School Examinations.
0 comments | Continued
ତୃତୀୟ ହକି ଇଣ୍ଡିଆ ସବ୍ଜୁନିଅର ଜାତୀୟ ହକି ଚମ୍ପିଅନସିପ୍ରେ ବିଜୟୀ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା
Date : 30 May, 2013
ଭୋପାଳଠାରେ ଚଳିତ ମାସ ଅନୁଷ୍ଠିତ ଜାତୀୟ ସବ୍ ଜୁନିୟର୍ ହକି ଚମ୍ପିଆନ୍ସିପ୍ରେ ଓଡ଼ିଶା ଦଳ ବିଜୟୀ ହୋଇ ଫେରିବା ପରେ ଖେଳାଳିମାନଙ୍କୁ ରାଉରକେଲାରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି