Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Sunny, 32 C

Forecast:
Mon - Clear. High: 29 Low: 14
Tue - Sunny. High: 32 Low: 14

Full Forecast at Yahoo! Weather
ARCHIVE
February 2012
M T W T F S S
« Jan    
 12345
6789101112
13141516171819
20212223242526
272829  

Achievements - Rourkela News

Pages: Prev 1 2 3 4 ...7 8 Next
Utkal Ranjan bags laurels for Steel City

Utkal Ranjan bags laurels for Steel City

Date : 1 Jun, 2011

Utkal Ranjan Sahoo, son of Mr. P.K.Sahoo, Senior Technician of Sports Section, Rourkela Steel Plant (RSP) has brought glory for the state and country by winning one silver and two bronze medals at the Asian Youth Chess Championship held at Subic (Philippines) from 14th to 22nd May.

0 comments | Continued
+ ୨ ବାଣିଜ୍ୟର ପ୍ରଥମ ୨୦ ଜଣଙ୍କ ମଧ୍ୟରେ ରାଉରକେଲାର ୩ ଛାତ୍ରଛାତ୍ରୀ

+ ୨ ବାଣିଜ୍ୟର ପ୍ରଥମ ୨୦ ଜଣଙ୍କ ମଧ୍ୟରେ ରାଉରକେଲାର ୩ ଛାତ୍ରଛାତ୍ରୀ

Date : 30 May, 2011

ଆଜି ସମଗ୍ର ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ + ୨ କଳା, ବାଣିଜ୍ୟ,ବିଜ୍ଞାନ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି୤

0 comments | Continued
ଶିକ୍ଷକ ଦିଲିପ ଭୁଇ ଆନ୍ତର୍ଜାତୀୟ କୋହିନୂର ସମ୍ମାନରେ ସମ୍ମାନିତ

ଶିକ୍ଷକ ଦିଲିପ ଭୁଇ ଆନ୍ତର୍ଜାତୀୟ କୋହିନୂର ସମ୍ମାନରେ ସମ୍ମାନିତ

Date : 28 May, 2011

ସ୍ଥାନୀୟ ଉଦିତ୍‌ନଗର ସରକାରୀ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଲିପ କୁମାର ଭୁଇ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ଏକ ସମାରୋହରେ ଆନ୍ତର୍ଜାତିକ କୋହିନୂର ସମ୍ମାନରେ ସମ୍ମାନିତ ହୋଇଛନ୍ତି୤

0 comments | Continued
ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ର ଛାତ୍ରଙ୍କ ବାଜିମାତ୍

ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ର ଛାତ୍ରଙ୍କ ବାଜିମାତ୍

Date : 25 May, 2011

ଇସ୍ପାତ ସହର ଦିଲ୍ଲୀ ପବ୍ଲିକ୍ ସ୍କୁଲର ଛାତ୍ର ନବୀନ ଚଣ୍ଡକ ଆଜି ପ୍ରକାଶିତ ସର୍ବଭାରତୀୟ ଆଇଆଇଟି ଯୁଗ୍ମପ୍ରବେଶିକା ପରୀକ୍ଷା ଫଳରେ ସମଗ୍ର ରାଜ୍ୟରେ ପ୍ରଥମ ହେବା ସହ ସର୍ବଭାରତୀୟ ସ୍ତରରେ ୮୮ତମ ସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି୤

1 comment | Continued
ଆଇଜିଏଚ୍‌ର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଅଭିଜ୍ଞ ଚିକିତ୍ସକଙ୍କ ଯୋଗୁଁ ଦେଢ ବର୍ଷର ଶିଶୁ ନବ ଜୀବନ ପାଇଲା

ଆଇଜିଏଚ୍‌ର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଅଭିଜ୍ଞ ଚିକିତ୍ସକଙ୍କ ଯୋଗୁଁ ଦେଢ ବର୍ଷର ଶିଶୁ ନବ ଜୀବନ ପାଇଲା

Date : 18 Apr, 2011

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ (ଆଇଜିଏଚ୍)ର ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଏବଂ ଦକ୍ଷ ତଥା ଅଭିଜ୍ଞ ଡାକ୍ତରଙ୍କ ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏକ ଦେଢ ବର୍ଷର ଶିଶୁ ନବ ଜୀବନ ଫେରିପାଇଛି୤

1 comment | Continued

ହୋଲ୍‌ଡ଼ିଂ ଟ୍ୟାକ୍ସ ଆଦାୟରେ ରାଉରକେଲା ପୌରପାଳିକାର ସର୍ବକାଳୀନ ରେକର୍ଡ଼

Date : 9 Apr, 2011

ବିଗତ ଆର୍ଥିକ ବର୍ଷରେ ହୋଲ୍‌ଡ଼ିଂ ଟିକସ ଆଦାୟ କ୍ଷେତ୍ରରେ ରାଉରକେଲା ପୌରପାଳିକା ରେକର୍ଡ଼ ସୃଷ୍ଟି କରିଛି୤

0 comments | Continued
RSP receives PSU Excellence Award in International Trade Fair

RSP receives PSU Excellence Award in International Trade Fair

Date : 15 Mar, 2011

Rourkela Steel Plant(RSP) has received the PSU Excellence Award in the MSME International Trade Fair -2011 held at IDCO Exhibition Ground, Unit-III, Bhubaneswar from 5th to 11th March,2011.

0 comments | Continued

ଜାତୀୟ ସ୍ତରର ମେଧା ପରୀକ୍ଷାରେ ରାଉରକେଲାର ଛାତ୍ର ପ୍ରଥମ

Date : 12 Mar, 2011

ୟୁନିଫାଏଡ୍ କାଉନସିଲ୍ ନାମକ ଏକ ଘରୋଇ ସଂସ୍ଥା ଦ୍ବାରା ଅନୁଷ୍ଠିତ ଏକ ଜାତୀୟ ସ୍ତରର ବଜ୍ଞାନ ମେଧା ଅନ୍ବେଷଣ ପ୍ରତିଯୋଗିତାରେ ରାଉରକେଲାର ଛାତ୍ର ପ୍ରଥମ ହୋଇଛନ୍ତି୤

0 comments | Continued
ସେଲ୍‌କୁ ସାଇନିଂ ଷ୍ଟାର୍‌ ସିଏସ୍‌ଆର ପୁରସ୍କାର

ସେଲ୍‌କୁ ସାଇନିଂ ଷ୍ଟାର୍‌ ସିଏସ୍‌ଆର ପୁରସ୍କାର

Date : 22 Feb, 2011

ଭାରତୀୟ ଇସ୍ପାତ ପ୍ରାଧିକରଣ ସଂସ୍ଥା(ସେଲ୍‌), ଲୌହ ଏବଂ ଇସ୍ପାତ ଉଦ୍ୟୋଗ ବର୍ଗରେ ପ୍ରଥମ ୱକ୍‌ହାର୍ଡ଼ଟ୍‌ ସାଇନିଂ ଷ୍ଟାର୍‌ ସିଏସ୍‌ଆର୍‌ ପୁରସ୍କାର ଲାଭ କରିଛି୤

0 comments | Continued

Best ever show of RSP employees in PM’s Shram Award

Date : 22 Feb, 2011

RSP employees have rewritten the record books by bagging awards in three categories of the prestigious Prime Minister’s Shram awards for the year 2009.

0 comments | Continued
Pages: Prev 1 2 3 4 ...7 8 Next
Cultural Program by School Children
Back to Top
POWERED AT
Join us at
  • facebook
  • twitter
  • Myspace
  • Digg