- No events to show[ More Details ]

Current Tempature
Forecast:
Mon - Clear. High: 29 Low: 14
Tue - Sunny. High: 32 Low: 14
Full Forecast at Yahoo! Weather
Achievements - Rourkela News
କବି ସୁଧାଂଶୁ ଅଶୋକ ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ମନୋନୀତ
Date : 18 Feb, 2011
ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଅଞ୍ଚଳର ବାସିନ୍ଦା ତଥା ସୁପରିଚିତ କବି ସୁଧାଂଶୁ ଅଶୋକ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସାଧାରଣ ପରିଷଦର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି
ଲଳିତା ପଣ୍ଡା ଆଣିଲେ ରାଉରକେଲା ପାଇଁ ଗୌରବ
Date : 18 Feb, 2011
ରାଉରକେଲାବାସୀଙ୍କ ସକାଶେ ଆଉ ଏକ ଗର୍ବ ଓ ଗୌରବର ଆଣିଛନ୍ତି ଲଳିତା ଏଲଏସ୍ ପଣ୍ଡା କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ଅନନ୍ୟ ଯୋଜନା ‘ଇନ୍ସପାୟାର୍’ (ଇନୋଭେସନ୍ ଇନ୍ ସାଇନ୍ସ ପର୍ସୁଇଟ୍ ଫର୍ ଇନ୍ସପାୟାର୍ଡ଼ ରିସର୍ଚ୍ଚ) ପକ୍ଷରୁ ପାଞ୍ଚବର୍ଷିଆ ଫେଲୋସିପ୍ ସକାଶେ ଲଳିତାଙ୍କୁ ମନୋନୀତ କରାଯାଇଛି
ଦର୍ଶକଙ୍କୁ ବିମୋହିତ କଲା ଶିଶୁପ୍ରତିଭାଙ୍କ ଆକର୍ଷଣୀୟ ବାଲୁକା କଳା
Date : 17 Feb, 2011
ପ୍ରତ୍ୟେକ ବର୍ଷ ଭଳି ରାଜଗାଙ୍ଗପୁର ମହୋତ୍ସବ-‘ଝରଝରା’ ଇତିମଧ୍ୟରେ ସମାପ୍ତ ହୋଇଯାଇଛି
ପୁଣି ରାଜ୍ୟ ପାଇଁ ଗୌରବ ଆଣିଲେ ପ୍ରମିଳା
Date : 16 Feb, 2011
ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା ୩୪ ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ସୁନ୍ଦରଗଡ ଜିଲ୍ଲାର ପ୍ରମିଳା ପ୍ରଭା ମିଞ୍ଜ୍ ପୁଣି ଗୌରବ ଆଣି ଦେଇଛନ୍ତି
ଆଇଜିଏଚ୍ରେ କିଡ୍ନି ରୋଗ ସମ୍ପର୍କିତ ନୂତନ ଚିକିତ୍ସା ପଦ୍ଧତିର ଶୁଭାରମ୍ଭ
Date : 12 Feb, 2011
ସ୍ଥାନୀୟ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍(ଆଇଜିଏଚ୍)ପରିସରରେ କିଡ୍ନି ରୋଗ ସମ୍ବନ୍ଧୀୟ ନୂତନ ଚିକିତ୍ସା ପଦ୍ଧତି ପେରିଟୋନିଆଲ ଡାଏଲିସିସ୍(ପିଡି) ପ୍ରୋଟୋକଲର ଉଦ୍ଘାଟନ ହୋଇଯାଇଛି
ସର୍ବଭାରତୀୟ ଉତ୍କର୍ଷତା ତାଲିକାର ଦ୍ବାଦଶ ସ୍ଥାନରେ ରାଉରକେଲା ଏନ୍ଆଇଟି
Date : 8 Feb, 2011
ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନଆଇଟି) ସର୍ବଭାରତୀୟ ସ୍ତରରେ ପ୍ରସ୍ତୁତ ଉତ୍କର୍ଷତା ତାଲିକାରେ ସାମିଲ ହୋଇ ଅନ୍ୟ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି
ଜାତୀୟ ପ୍ରତିଯୋଗିତାରେ ସେଲ୍ ହକି ଏକାଡେମୀ ଦଳର ଆଉ ଏକ ସଫଳତା
Date : 1 Feb, 2011
ସମଗ୍ର ଦେଶର ହକି ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲାର ହକି ଖେଳାଳୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଷ୍ଟ୍ରୀୟ ଇସ୍ପାତ ପ୍ରାଧିକରଣ ଲି.(ସେଲ୍)ପକ୍ଷରୁ ରାଉରକେଲାରେ ପ୍ରତିଷ୍ଠା ହୋଇଛି ଏକ ମାତ୍ର ସେଲ୍ ହକି ଏକାଡେମୀ
ରାଜ୍ୟରୁ ଏକମାତ୍ର ସିବିଆଇ ଅଧିକାରୀ ରାଷ୍ଟ୍ରପତି ପଦକ ପାଇଲେ
Date : 27 Jan, 2011
୬୨ତମ ଜନରାଜ୍ୟ ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ସମଗ୍ର ଦେଶରେ ୧୬ ଜଣ ସିବିଆଇ ଅଧିକାରୀଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି
RSP bags 12 prizes in All India Rose Show and Rose Convention
Date : 19 Jan, 2011
The Horticulture Department of Rourkela Steel Plant(RSP) won laurels by bagging 12 prizes in various categories of the All India Rose Show and Rose Convention held at Amravati (Maharashtra) from 14th to 16th January, 2011.
0 comments | Continuedଜାତୀୟ ହକି ପ୍ରତିଯୋଗିତାରେ ରାଉରକେଲା ସେଲ୍ ହକି ଏକାଡେମୀ ଚମ୍ପିଆନ
Date : 14 Jan, 2011
ସମ୍ମାନଜନକ ମହାରାଜା ବି.ପି.ସିଂହ ସ୍ମାରକୀ ସର୍ବଭାରତୀୟ ହକି ପ୍ରତିଯୋଗିତାରେ ରାଉରକେଲାସ୍ଥିତ ସେଲ୍ ହକି ଏକାଡେମୀ ଦଳ ବିଜୟୀ ହୋଇଛି






