Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2588 Started: October 1, 2010 Back to Vote Screen
ARCHIVE
May 2022
M T W T F S S
     
 1
2345678
9101112131415
16171819202122
23242526272829
3031  

Achievements - Rourkela News

Pages: Prev 1 2 ...5 6 7 ...9 10 Next
RSP team made a clean sweep in State Cycling Championship

RSP team made a clean sweep in State Cycling Championship

Date : 30 Dec, 2010

The cycling team of Rourkela Steel Plant (RSP) has done Rourkela proud by making a clean sweep at the State Cycling Championship organized at Jatani, Khurda on 25th and 26th December.

0 comments | Continued

ରାଜ୍ୟସ୍ତରୀୟ କୁଇଜ୍‌ରେ ଦୀପିକା ସ୍କୁଲ ଛାତ୍ର ପ୍ରଥମ

Date : 20 Dec, 2010

ଭୁବନେଶ୍ବରସ୍ଥିତ ଲୋହିଆ ଭବନଠାରେ ଅନୁଷ୍ଠିତ ଭାରତ କୋ ଜାନୋ ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାରେ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ସ୍ବସ୍ତିକ ଆଚାର୍ଯ୍ୟ ଓ ପିୟୁଷ ପାଢୀଙ୍କ ଯୋଡି ପ୍ରଥମ ସ୍ଥାନ ଅଧିକାର କରି ସ୍କୁଲ ତଥା ସମଗ୍ର ଇସ୍ପାତ ସହର ପାଇଁ ଗୌରବ ଆଣିଦେଇଛନ୍ତି୤

0 comments | Continued

RSP bags Greentech Environment Excellence Gold Award for 7th consecutive year

Date : 18 Dec, 2010

The efforts of Rourkela Steel Plant (RSP) on the environment
management front have been consistently winning accolades and awards.

0 comments | Continued
ରାଉରକେଲାର ପ୍ରକାଶକ ରାଜଧାନୀ ପୁସ୍ତକ ମେଳାରେ ସମ୍ମାନିତ

ରାଉରକେଲାର ପ୍ରକାଶକ ରାଜଧାନୀ ପୁସ୍ତକ ମେଳାରେ ସମ୍ମାନିତ

Date : 13 Dec, 2010

ଚଳିତ ମାସ ୧ ତାରିଖରୁ ଭୁବନେଶ୍ବରଠାରେ ଆୟୋଜିତ ଏକାଦଶ ରାଜଧାନୀ ପୁସ୍ତକ ମେଳା ଇତିମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି୤

0 comments | Continued
ଝୁମ୍ ଓଡିଶା ଝୁମ୍: ମାଧୁରୀ ଓ ରାଜଲକ୍ଷ୍ମୀ ଯୋଡି ରାଉରକେଲା ପାଇଁ ଗୌରବ ଆଣିଲେ

ଝୁମ୍ ଓଡିଶା ଝୁମ୍: ମାଧୁରୀ ଓ ରାଜଲକ୍ଷ୍ମୀ ଯୋଡି ରାଉରକେଲା ପାଇଁ ଗୌରବ ଆଣିଲେ

Date : 9 Dec, 2010

ଓଡିଆ ଟିଭି ଚ୍ୟାନେଲ୍ ତରଙ୍ଗ ପକ୍ଷରୁ ପ୍ରସାରିତ ନୃତ୍ୟଭିତ୍ତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଝୁମ୍ ଓଡିଶା ଝୁମ୍ (ଜୁନିଅର) ରେ ରାଉରକେଲା ଝିଅ ମାଧୁରୀ ଓ ରାଜଲକ୍ଷ୍ମୀ ବିଜେତା ହୋଇ ଇସ୍ପାତ ସହର ପାଇଁ ଗୌରବ ଆଣିଛନ୍ତି୤

0 comments | Continued
RSP Maintains Growth in Production During April-Nov’ 10

RSP Maintains Growth in Production During April-Nov’ 10

Date : 2 Dec, 2010

Archived; click post to view.Excerpt: Rourkela : Rourkela Steel Plant (RSP), a unit of Steel Authority of India Limited continued its growth momentum with an impressive performance during November 2010 as well as April to November of the current financial year. During November 2010, the steel plant registered output of 2,00,029 tonnes of Hot Metal [...]

0 comments | Continued

ଶିଶୁରୋଗ ବିଶେଷଜ୍ଞ ଡା.ଆର୍‌.ଏନ୍‌.ପ୍ରଧାନ ସମ୍ମାନିତ

Date : 25 Nov, 2010

ରାଉରକେଲାର ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆର୍‌.ଏନ୍‌. ପ୍ରଧାନ ପୂର୍ବ ଭରତର ଶ୍ରେଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ସମ୍ମାନିତ ହୋଇଛନ୍ତି୤

0 comments | Continued

ରାଜ୍ୟ ଶିଶୁ ମହୋତ୍ସବରେ ରାଉରକେଲାର ସିପ୍ରା ଦାଶ ସଙ୍ଗୀତରେ ପ୍ରଥମ

Date : 24 Nov, 2010

ନିକଟରେ ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ରାଉରକେଲା କୁମାରୀ ସିପ୍ରା ଦାଶ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି୤

0 comments | Continued

ଦିଲ୍ଲୀପ ଭୁଇଙ୍କୁ ଏନ୍‌ସିସି ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର

Date : 23 Nov, 2010

ଉଦିତ୍‌ନଗର ସରକାରୀ ଉଚ୍ଚବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ଭୁଇଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଏନ୍‌ସିସି ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି୤

0 comments | Continued

ରାଜ୍ୟକୁ ଗୌରବାନ୍ବିତ କଲେ ଓଡ଼ିଆ ଝିଅ ପ୍ରମିଳା ଓ ପ୍ରତିମା

Date : 22 Nov, 2010

ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛନ୍ତି ଦୁଇ ଓଡ଼ିଆ ଝିଅ ପ୍ରମିଳା ପ୍ରଭା ମିଞ୍ଜ ଓ ପ୍ରତିମା ପୁହାଣ୤

0 comments | Continued
Pages: Prev 1 2 ...5 6 7 ...9 10 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg