Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2588 Started: October 1, 2010 Back to Vote Screen
ARCHIVE
May 2022
M T W T F S S
     
 1
2345678
9101112131415
16171819202122
23242526272829
3031  

Achievements - Rourkela News

Pages: Prev 1 2 ...6 7 8 9 10 Next
ରାଉରକେଲାର ବିଶ୍ବନାଥ ଟୁଡୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ

ରାଉରକେଲାର ବିଶ୍ବନାଥ ଟୁଡୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ

Date : 20 Nov, 2010

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଥମଥର ପାଇଁ ଦେଶର ୨୪ଟି ଭାଷାରେ ଉଲ୍ଲେଖନୀୟ କୃତୀ ନିମନ୍ତେ ବାଲ୍ ପୁରସ୍କାର ପ୍ରଦାନ କରାଯାଇଛି୤

1 comment | Continued

ରାଜ୍ୟସ୍ତରୀୟ ସ୍ବତନ୍ତ୍ର ଉତ୍ସବରେ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ଓ କେନ୍ଦ୍ର ସମବାୟ ବ୍ୟାଙ୍କ୍ ପୁରସ୍କୃତ

Date : 20 Nov, 2010

ରାଉରକେଲା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍ ଓ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ‌ବ୍ୟାଙ୍କ୍କୁ ୨୦୦୯-୧୦ ବର୍ଷ ପାଇଁ ରାଜ୍ୟର ଶ୍ରେଷ୍ଠ ସମବାୟ ବ୍ୟାଙ୍କ୍‌ର ମାନ୍ୟତା ମିଳିଛି୤

0 comments | Continued

ବିର୍ସା ମୁଣ୍ଡା ବିଦ୍ୟାଳୟର ଆଉ ଏକ କିର୍ତ୍ତିମାନ ସ୍ଥାପନ

Date : 18 Nov, 2010

ପାନପୋଷସ୍ଥିତ ବିର୍ସା ମୁଣ୍ଡା ଉଚ୍ଚ ବିଦ୍ୟାଳୟ ସର୍ବଭାରତୀୟ ଜୁନିଅର୍ ନେହେରୁ କପ୍ ହାତେଇବା ସହ ପୁଣି ଏକ କିର୍ତ୍ତିମାନ ପ୍ରତିଷ୍ଠା କରିଛି୤

0 comments | Continued

ରାଜ୍ୟସ୍ତରୀୟ ଶିଶୁମେଳାରେ ଉଦିତନଗର ସରକାରୀ ବିଦ୍ୟାଳୟ ପ୍ରଥମ

Date : 17 Nov, 2010

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମେଳାରେ ସ୍ଥାନୀୟ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନେ କୃତୀତ୍ବ ଅର୍ଜନ କରିଛନ୍ତି୤

0 comments | Continued

ସେଲ୍‌ ପ୍ଲାଣ୍ଟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଆର୍‌ଏସ୍‌ପି ଦଳ ଚମ୍ପିଆନ୍‌

Date : 16 Nov, 2010

ଗତ ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗର ବର୍ଣ୍ଣପୁରରେ ଅନୁଷ୍ଠିତ ସେଲ୍ ପ୍ଲାଣ୍ଟସ୍ତରୀୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ରାଉରକେଲା ଇସ୍ପାତ କାରଖାନା ଦଳ ଚମ୍ପିଆନ ହୋଇଛି୤

0 comments | Continued
ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ନଚ୍‌ଲେ ୱେ ରେ ରାଉରକେଲା ଝିଅ ତେଜସ୍ବିନୀଙ୍କ କମାଲ୍

ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ନଚ୍‌ଲେ ୱେ ରେ ରାଉରକେଲା ଝିଅ ତେଜସ୍ବିନୀଙ୍କ କମାଲ୍

Date : 15 Nov, 2010

ଜାତୀୟସ୍ତରର ଟିଭି ଚ୍ୟାନେଲ୍ ଏନ୍‌ଡିଟିଭି ଇମାଜିନର ଲୋକପ୍ରିୟ ନୃତ୍ୟଭିତ୍ତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ନଚ୍‌ଲେ ୱେ ର ଫାଇନାଲ୍‌ରେ ରାଉରକେଲାର ତେଜସ୍ବିନୀ ସଫଳତା ଅର୍ଜନ କରିଛନ୍ତି୤

0 comments | Continued

ସର୍ବଭାରତୀୟ ନେହେରୁ କପ୍‌ ହକିରେ ବିର୍ସାମୁଣ୍ଡା ଦଳ ବିଜୟୀ

Date : 6 Nov, 2010

ଇସ୍ପାତ ସହରର କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସିର ଖବର୤ ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ବିର୍ସା ମୁଣ୍ଡା ବିଦ୍ୟାଳୟର ସବ୍‌ଜୁନିୟର ହକିଦଳ୤

1 comment | Continued
RSP Achieves  All  Time Best Production during April – October 2010.

RSP Achieves All Time Best Production during April – October 2010.

Date : 2 Nov, 2010

: Rourkela Steel Plant (RSP), a unit of Steel Authority of India Limited continued its growth momentum with outstanding performance during October 2010 as well as April to October of the current financial year.

0 comments | Continued
ଜାତୀୟ ଦୌଡକୁଦ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ କୃତିତ୍ବ

ଜାତୀୟ ଦୌଡକୁଦ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ କୃତିତ୍ବ

Date : 1 Nov, 2010

ଜାମ୍‌ସେଦ୍‌ପୁରସ୍ଥିତ ଜେଆର୍‌ଡି ଟାଟା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ସର୍ବ ଭାରତୀୟ ଆଇଏସ୍‌ସି ଦୌଡକୁଦ ପ୍ରତିଯୋଗିତାରେ ରାଉରକେଲା, ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର ଶାଶ୍ବତ ବିଶି ଉଲ୍ଲେଖନୀୟ ସଫଳତା ଅର୍ଜନ କରି ସହରକୁ ଗୌରବାନ୍ବିତ କରିଛନ୍ତି୤

0 comments | Continued
Technology and experienced doctor saves life of  a 9 yr old boy

Technology and experienced doctor saves life of a 9 yr old boy

Date : 28 Oct, 2010

A nine year old child of Bhadrak district, who was in serious discomfort, after aspirating an oval shaped lower detachable part of a dot pen, got a respite, after a critical bronchoscopy here at Ispat General Hospital (IGH).

0 comments | Continued
Pages: Prev 1 2 ...6 7 8 9 10 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg