- No events to show[ More Details ]
M | T | W | T | F | S | S |
---|---|---|---|---|---|---|
1 | ||||||
2 | 3 | 4 | 5 | 6 | 7 | 8 |
9 | 10 | 11 | 12 | 13 | 14 | 15 |
16 | 17 | 18 | 19 | 20 | 21 | 22 |
23 | 24 | 25 | 26 | 27 | 28 | 29 |
30 | 31 |
Achievements - Rourkela News

ରାଉରକେଲାର ବିଶ୍ବନାଥ ଟୁଡୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ
Date : 20 Nov, 2010
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଥମଥର ପାଇଁ ଦେଶର ୨୪ଟି ଭାଷାରେ ଉଲ୍ଲେଖନୀୟ କୃତୀ ନିମନ୍ତେ ବାଲ୍ ପୁରସ୍କାର ପ୍ରଦାନ କରାଯାଇଛି
ରାଜ୍ୟସ୍ତରୀୟ ସ୍ବତନ୍ତ୍ର ଉତ୍ସବରେ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ ଓ କେନ୍ଦ୍ର ସମବାୟ ବ୍ୟାଙ୍କ୍ ପୁରସ୍କୃତ
Date : 20 Nov, 2010
ରାଉରକେଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ ଓ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍କୁ ୨୦୦୯-୧୦ ବର୍ଷ ପାଇଁ ରାଜ୍ୟର ଶ୍ରେଷ୍ଠ ସମବାୟ ବ୍ୟାଙ୍କ୍ର ମାନ୍ୟତା ମିଳିଛି
ବିର୍ସା ମୁଣ୍ଡା ବିଦ୍ୟାଳୟର ଆଉ ଏକ କିର୍ତ୍ତିମାନ ସ୍ଥାପନ
Date : 18 Nov, 2010
ପାନପୋଷସ୍ଥିତ ବିର୍ସା ମୁଣ୍ଡା ଉଚ୍ଚ ବିଦ୍ୟାଳୟ ସର୍ବଭାରତୀୟ ଜୁନିଅର୍ ନେହେରୁ କପ୍ ହାତେଇବା ସହ ପୁଣି ଏକ କିର୍ତ୍ତିମାନ ପ୍ରତିଷ୍ଠା କରିଛି
ରାଜ୍ୟସ୍ତରୀୟ ଶିଶୁମେଳାରେ ଉଦିତନଗର ସରକାରୀ ବିଦ୍ୟାଳୟ ପ୍ରଥମ
Date : 17 Nov, 2010
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମେଳାରେ ସ୍ଥାନୀୟ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନେ କୃତୀତ୍ବ ଅର୍ଜନ କରିଛନ୍ତି
ସେଲ୍ ପ୍ଲାଣ୍ଟ ଫୁଟ୍ବଲ୍ ପ୍ରତିଯୋଗିତାରେ ଆର୍ଏସ୍ପି ଦଳ ଚମ୍ପିଆନ୍
Date : 16 Nov, 2010
ଗତ ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗର ବର୍ଣ୍ଣପୁରରେ ଅନୁଷ୍ଠିତ ସେଲ୍ ପ୍ଲାଣ୍ଟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ରାଉରକେଲା ଇସ୍ପାତ କାରଖାନା ଦଳ ଚମ୍ପିଆନ ହୋଇଛି

ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ନଚ୍ଲେ ୱେ ରେ ରାଉରକେଲା ଝିଅ ତେଜସ୍ବିନୀଙ୍କ କମାଲ୍
Date : 15 Nov, 2010
ଜାତୀୟସ୍ତରର ଟିଭି ଚ୍ୟାନେଲ୍ ଏନ୍ଡିଟିଭି ଇମାଜିନର ଲୋକପ୍ରିୟ ନୃତ୍ୟଭିତ୍ତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ନଚ୍ଲେ ୱେ ର ଫାଇନାଲ୍ରେ ରାଉରକେଲାର ତେଜସ୍ବିନୀ ସଫଳତା ଅର୍ଜନ କରିଛନ୍ତି
ସର୍ବଭାରତୀୟ ନେହେରୁ କପ୍ ହକିରେ ବିର୍ସାମୁଣ୍ଡା ଦଳ ବିଜୟୀ
Date : 6 Nov, 2010
ଇସ୍ପାତ ସହରର କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସିର ଖବର ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ବିର୍ସା ମୁଣ୍ଡା ବିଦ୍ୟାଳୟର ସବ୍ଜୁନିୟର ହକିଦଳ

RSP Achieves All Time Best Production during April – October 2010.
Date : 2 Nov, 2010
: Rourkela Steel Plant (RSP), a unit of Steel Authority of India Limited continued its growth momentum with outstanding performance during October 2010 as well as April to October of the current financial year.
0 comments | Continued
ଜାତୀୟ ଦୌଡକୁଦ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ କୃତିତ୍ବ
Date : 1 Nov, 2010
ଜାମ୍ସେଦ୍ପୁରସ୍ଥିତ ଜେଆର୍ଡି ଟାଟା ଷ୍ଟାଡିୟମ୍ରେ ଅନୁଷ୍ଠିତ ସର୍ବ ଭାରତୀୟ ଆଇଏସ୍ସି ଦୌଡକୁଦ ପ୍ରତିଯୋଗିତାରେ ରାଉରକେଲା, ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର ଶାଶ୍ବତ ବିଶି ଉଲ୍ଲେଖନୀୟ ସଫଳତା ଅର୍ଜନ କରି ସହରକୁ ଗୌରବାନ୍ବିତ କରିଛନ୍ତି

Technology and experienced doctor saves life of a 9 yr old boy
Date : 28 Oct, 2010
A nine year old child of Bhadrak district, who was in serious discomfort, after aspirating an oval shaped lower detachable part of a dot pen, got a respite, after a critical bronchoscopy here at Ispat General Hospital (IGH).
0 comments | Continued