Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Sunny, 32 C

Forecast:
Mon - Clear. High: 29 Low: 14
Tue - Sunny. High: 32 Low: 14

Full Forecast at Yahoo! Weather
ARCHIVE
February 2012
M T W T F S S
« Jan    
 12345
6789101112
13141516171819
20212223242526
272829  

Development - Rourkela News

Pages: 1 2 3 4 ...31 32 Next
ରାଉରକେଲା ସରକାରୀ ଚିକିତ୍ସାଳୟର ଶିଶୁ ବିଭାଗରେ ବ୍ୟାପକ ଅବ୍ୟବସ୍ଥା: ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି କାମରେ ନଲାଗି ଖତ ଖାଉଛି

ରାଉରକେଲା ସରକାରୀ ଚିକିତ୍ସାଳୟର ଶିଶୁ ବିଭାଗରେ ବ୍ୟାପକ ଅବ୍ୟବସ୍ଥା: ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି କାମରେ ନଲାଗି ଖତ ଖାଉଛି

Date : 3 Feb, 2012

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପନଗରୀ ରାଉରକେଲାରେ ଥିବା ରାଉରକେଲା ସରକାରୀ ଚିକିତ୍ସାଳୟ(ଆର୍‌ଜିଏଚ୍‌) ଜିଲ୍ଲାର ଏକ ପ୍ରମୁଖ ହସ୍ପିଟାଲ୍‌ ଭାବେ ପରିଗଣିତ୤

0 comments | Continued

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀ ହତାଶ: ବର୍ଷା ଯୋଗୁଁ ପରିବା ନଷ୍ଟ

Date : 12 Jan, 2012

ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକାରର ପରିବା ଚାଷ ପାଇଁ ପ୍ରସିଦ୍ଧ ଲାଭ କରିଥିବା ନୁଆଗାଁ, କୁଆଁରମୁଣ୍ଡା ଆଦି ବ୍ଲକ୍ ସମେତ ଅନ୍ୟାନ୍ୟ ସ୍ଥାନର ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇଛନ୍ତି୤

0 comments | Continued

ରାଉରକେଲାବାସୀଙ୍କୁ ଭୁଆଁ ବୁଲାଉଛନ୍ତି ରେଳବାଇ କର୍ତ୍ତୃପକ୍ଷ: ମନ୍ତ୍ରୀ, ବିଧାୟକ ଓ ସାଂସଦ ସମସ୍ତେ ଚୁପ୍‌

Date : 7 Jan, 2012

୨୦୧୦ ମସିହା ମଇ ୨୮ ତାରିଖରେ ମୁମ୍ବାଇ-ହାଓଡ଼ା ରେଳରାସ୍ତାର ଝାଡ଼ଗ୍ରାମ ନିକଟରେ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ ମାଓବାଦୀଙ୍କ ଦ୍ବାରା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା୤

7 comments | Continued

ବୃହତ୍ତର ରାଉରକେଲା ଗଠନ ଓ ସହର ବିକାଶ ପାଇଁ ନୂତନ ବର୍ଷ ଏକ ଆହ୍ବାନ

Date : 4 Jan, 2012

ଇତି ମଧ୍ୟରେ ଘଟଣା ବହୁଳ ୨୦୧୧ ବର୍ଷ ଶେଷ ହୋଇଛି୤ ଏହି ବର୍ଷ ଇସ୍ପାତ ସହର ରାଉରକେଲା ପାଇଁ ମିଶ୍ରିତ ଫଳ ଆଣିଦେଇଛି୤ ଗୋଟିଏ ପଟେ ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲାବେଳେ ଅନ୍ୟ ପକ୍ଷରେ ରାଜନୈତିକ ଇଚ୍ଛାଶକ୍ତି ଏବଂ ସରକାରୀ ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ବିକାଶ ପ୍ରକ୍ରିୟାର ସୁଫଳ ମିଳିନାହିଁ୤ ୫୦ ଦଶକରେ ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ରାଉରକେଲାରେ ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧିନରେ ଇସ୍ପାତ କାରଖାନା ସ୍ଥାପନା ପରେ ଏହି ସହର ସମଗ୍ର ଦେଶ ଏବଂ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ହାସଲ କଲା୤ ସମୟ କ୍ରମେ ଏହି ସହରର ବିକାଶ ପ୍ରକ୍ରିୟା ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଏବଂ ପୌରପାଳିକା ହାତରେ ନ୍ୟସ୍ତ ହେଲା୤

9 comments | Continued
ବଣାଇ ଉପଖଣ୍ଡକୁ ଜଳସେଚିତ କରିବା ଲକ୍ଷ୍ୟ ଘୁଞ୍ଚିଘୁଞ୍ଚି ଯାଉଛି: ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସମସ୍ୟା ଜଟିଳ

ବଣାଇ ଉପଖଣ୍ଡକୁ ଜଳସେଚିତ କରିବା ଲକ୍ଷ୍ୟ ଘୁଞ୍ଚିଘୁଞ୍ଚି ଯାଉଛି: ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସମସ୍ୟା ଜଟିଳ

Date : 8 Dec, 2011

ଶିଳ୍ପବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କୃଷିକୁ ବିଶେଷ ଗୁତୁତ୍ବ ଦିଆଯାଉନାହିଁ ବୋଲି ଅଭିଯୋଗ ବାରମ୍ବାର ହେଉଛି୤

0 comments | Continued
କିପରି ସାକାର ହେବ ବୃହତ୍ତର ରାଉରକେଲା ଗଠନ ସ୍ବପ୍ନ: ନଗର ଉନ୍ନୟନ ମନ୍ତ୍ରୀଙ୍କ ସ୍ବପ୍ନ ବାସ୍ତବ ରୂପରେଖ ନେବ ତ!

କିପରି ସାକାର ହେବ ବୃହତ୍ତର ରାଉରକେଲା ଗଠନ ସ୍ବପ୍ନ: ନଗର ଉନ୍ନୟନ ମନ୍ତ୍ରୀଙ୍କ ସ୍ବପ୍ନ ବାସ୍ତବ ରୂପରେଖ ନେବ ତ!

Date : 6 Dec, 2011

୧୯୫୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ତିନିଟି ସ୍ଥାନରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ତିନୋଟି ବୃହତ୍ତ ଇସ୍ପାତ ଶିଳ୍ପ ସ୍ଥାପନା ଘୋଷଣା ହୋଇଥିଲା୤ ଏହି କ୍ରମରେ ବଣ ପାହାଡ଼ ଏବଂ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ତତ୍କାଳୀନ ପଶ୍ଚିମ ଜର୍ମାନୀର ଏକ କମ୍ପାନୀ ସହାୟତାରେ ସ୍ଥାପିତ ହେଲା ଏକ ବୃହତ୍ତ ଲୌହ ଇସ୍ପାତ କାରଖାନା୤ ୧୯୩୧ ମସିହାରେ ମାତ୍ର ୩୩୧ ଜଣ ଜନସଂଖ୍ୟା ଥିବା ରାଉରକେଲା ସହରର ଜନ ସଂଖ୍ୟା ୨୦୧୧ ଜନଗଣନା ହିସାବରେ ୫ ଲକ୍ଷ ଟପିସାରିଛି୤

7 comments | Continued
ଜବରଦଖଲ ସମସ୍ୟା ଯୋଗୁଁ ଇସ୍ପାତ ସହରର ଉନ୍ନୟନ ବାଧାପ୍ରାପ୍ତ : ନଗର ଉନ୍ନୟନ ମନ୍ତ୍ରୀ

ଜବରଦଖଲ ସମସ୍ୟା ଯୋଗୁଁ ଇସ୍ପାତ ସହରର ଉନ୍ନୟନ ବାଧାପ୍ରାପ୍ତ : ନଗର ଉନ୍ନୟନ ମନ୍ତ୍ରୀ

Date : 5 Dec, 2011

ଜବରଦଖଲ ସମସ୍ୟା ଯୋଗୁଁ ଇସ୍ପାତ ସହରର ଉନ୍ନୟନ ବାଧାପ୍ରାପ୍ତ ହେଉଛି ବୋଲି ରାଉରକେଲା ବିଧାୟକ ତଥା ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ସାରଦା ନାୟକ ଗତକାଲି ଏକ ବୈଠକରେ ପ୍ରକାଶ କରିଛନ୍ତି୤

1 comment | Continued
ରାଉରକେଲାରେ ବିପିୟୁଟିର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନେଇ କୁଳପତିଙ୍କ ଦୃଢୋକ୍ତି

ରାଉରକେଲାରେ ବିପିୟୁଟିର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନେଇ କୁଳପତିଙ୍କ ଦୃଢୋକ୍ତି

Date : 23 Nov, 2011

ଗତ ୨୧ ତାରିଖ ଦିନ ବିପିୟୁଟିର ତୃତୀୟ ସ୍ଥାପନା ଦିବସ ଅବସରରେ ବିପିୟୁଟି କ୍ରିୟାନୁଷ୍ଠାନ କମିଟିର ସଦସ୍ୟଙ୍କ ଦ୍ବାରା କୁଳପତିଙ୍କୁ ଘେରାଉ କରାଯାଇଥିଲା୤

1 comment | Continued
ରାଉରକେଲାରେ ବିପିୟୁଟି କାର୍ଯ୍ୟକ୍ଷମରେ ସ୍ଥାଣୁତା ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରୋଧ ପ୍ରଦର୍ଶନ

ରାଉରକେଲାରେ ବିପିୟୁଟି କାର୍ଯ୍ୟକ୍ଷମରେ ସ୍ଥାଣୁତା ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରୋଧ ପ୍ରଦର୍ଶନ

Date : 21 Nov, 2011

ଆଜି ବିପିୟୁଟିର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ଥାନୀୟ ଛେଣ୍ଡ୍‌ ସ୍ଥିତ ବିପିୟୁଟି ମୁଖ୍ୟାଳୟ ପରିସରରେ “ବିପିୟୁଟି କ୍ରିୟାନୁଷ୍ଠାନ କମିଟି” ସଦସ୍ୟଙ୍କ ଦ୍ବାରା କୁଳପତି ପ୍ରଫେସର୍‌ ଜେ.କେ.ଶତପଥୀ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି୤

16 comments | Continued
ସାଇବର୍ ଅପରାଧ ବାବଦରେ ରାଉରକେଲା ପୋଲିସ ଜିଲ୍ଲା ମୁଖ୍ୟାଳୟରେ କର୍ମଶାଳା ଆୟୋଜିତ

ସାଇବର୍ ଅପରାଧ ବାବଦରେ ରାଉରକେଲା ପୋଲିସ ଜିଲ୍ଲା ମୁଖ୍ୟାଳୟରେ କର୍ମଶାଳା ଆୟୋଜିତ

Date : 14 Nov, 2011

ସମ୍ପ୍ରତି ସମଗ୍ର ଦେଶରେ ସାଇବର୍ ଅପରାଧ ଏକ ନୂତନ ଏବଂ ଅଭିନବ ପ୍ରକାରର ଅପରାଧ ଭାବେ ପରିଗଣିତ ହେଉଛି୤

0 comments | Continued
Pages: 1 2 3 4 ...31 32 Next
Cultural Program by School Children
Back to Top
POWERED AT
Join us at
  • facebook
  • twitter
  • Myspace
  • Digg