- No events to show[ More Details ]

Current Tempature
Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27
Full Forecast at Yahoo! Weather
Development - Rourkela News
ରାଉରକେଲା ଦେଇ ଆଉ ଦୁଇଟି ନୂଆ ଟ୍ରେନ୍ ଚାଲିବ
Date : 12 Nov, 2011
ବେଶ୍ କିଛି ଦିନ ହେଲା ରାଉରକେଲା ପ୍ରତି ରେଳବାଇ କର୍ତ୍ତୃପକ୍ଷ ବୈମାତତୃକ ମନୋଭାବ ପୋଷଣ କରିବା ସହ ରାଉରକେଲାବାସୀଙ୍କ ବିଭିନ୍ନ ରେଳ ଦାବି ପ୍ରତି ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଆସୁଛି
ରାଉରକେଲାବାସୀଙ୍କ ରେଳ ସମସ୍ୟା ନେଇ ରାଜନେତା ଏବଂ ରେଳବାଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲୁଚକାଳି ଖେଳ: ହତାଶ ଏବଂ ନିରାଶା ମଧ୍ୟରେ ସାଧାରଣ ରେଳଯାତ୍ରୀ
Date : 8 Nov, 2011
ଗତ ଜୁନ୍ ୨୦୧୦ ମସିହାରୁ ରାଉରକେଲା ଦେଇ ରାତ୍ରିକାଳୀନ ରେଳ ଚଳାଚଳ ବନ୍ଦ ହେବା ପରେ ଏଠାରୁ ଉତ୍ତରଭାରତର କୌଣସି ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଶେଷ କରି ରାଉରକେଲା ଦେଇ ଉତ୍ତର ଭାରତକୁ ଚଳାଚଳ କରୁଥିବା ଏକମାତ୍ର ଟ୍ରେନ୍ ଉତ୍କଳ ଏକ୍ସପ୍ରେସ୍ ଗତବର୍ଷ ଜୁନ୍ ମାସରୁ ବନ୍ଦ ରହିବା ଦ୍ବାରା ସାଧାରଣ ରେଳଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ବୃହତ୍ତ ନିଯୁକ୍ତିମେଳା ଆୟୋଜିତ
Date : 2 Nov, 2011
ରାଜ୍ୟରେ ଷଷ୍ଠ ଥର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଆଜି ରାଉରକେଲାରେ ଏକ ଦିନିକିଆ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି
କୋଟିକୋଟି ଟଙ୍କାର ରାସ୍ତା ନିର୍ମାଣରେ ଦୂରଦର୍ଶିତାର ଅଭାବରୁ ଗମନାଗମନ ବ୍ୟବସ୍ଥା ପ୍ରଭାବିତ
Date : 21 Oct, 2011
ଇସ୍ପାତ ସହରକୁ ସରସସୁନ୍ଦର କରିବା ଲକ୍ଷରେ ସହରର ମୁଖ୍ୟରାସ୍ତା(ଏସ୍ଟିଆଇ ଛକରୁ-ପାନପୋଷ ଛକ ପର୍ଯ୍ୟନ୍ତ) କୁ ସମ୍ପ୍ରସାରଣ କରିବା ନିମନ୍ତେ ପ୍ରାୟ ୩ ବର୍ଷ ତଳୁ କାର୍ଯ୍ୟ ଆରମ୍ଭ ହୋଇଥିଲା
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଅଧ୍ୟକ୍ଷା ଭାବେ ସୁନ୍ଦରଗଡ଼ ରାଣୀ ପଦ୍ମିନୀ ଶେଖର ଦେଓଙ୍କ ନିଯୁକ୍ତି
Date : 18 Oct, 2011
ସୁନ୍ଦରଗଡ଼ର ରାଣୀ ତଥା ବରିଷ୍ଠ ଶାସକଦଳର ନେତ୍ରୀ ଶ୍ରୀମତୀ ପଦ୍ମିନୀ ଶେଖର ଦେଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଅଧ୍ୟକ୍ଷା ଭାବରେ ନିଯୁକ୍ତି ହୋଇଛନ୍ତି
ରେଳବାଇ କନ୍ଭେନ୍ସନ୍ କମିଟିର ପ୍ରଥମ ଥର ପାଇଁ ରାଉରକେଲା ଗସ୍ତ
Date : 18 Oct, 2011
ବେଶ୍ କିଛିଦିନ ହେଲା ରାଉରକେଲାକୁ ରେଳବାଇ ପକ୍ଷରୁ ଉପେକ୍ଷିତ କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି
ଲାଇଙ୍ଗ୍ ଗ୍ରାମପଞ୍ଚାୟତରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା
Date : 22 Sep, 2011
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକ୍ରେ ଲାଇଙ୍ଗ୍ ଗ୍ରାମପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି
ରାଉରକେଲାରେ ମେଗା ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
Date : 21 Sep, 2011
ରାଜ୍ୟ ନିଯୁକ୍ତି ମିଶନ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚଳିତ ମାସ ୨୯ ତାରିଖରେ ରାଉରକେଲାଠାରେ ଆୟୋଜିତ ହେବାକୁ ଥିବା ମେଗା ନିଯୁକ୍ତି ମେଳା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଆର୍.ଡି.ଏ. ସମ୍ମିଳନୀ କାର୍ଯ୍ୟରେ ଅନୁଷ୍ଠିତ ହୋଇଯାଇଛି
ବହୁ ପ୍ରତିକ୍ଷିତ କଲୁଙ୍ଗା ଫାଣ୍ଡି ପୁଣି ଖୋଲିଲା
Date : 16 Sep, 2011
ମାଓବାଦୀଙ୍କ ଆକ୍ରମଣ ଡରରେ ତତ୍କାଳୀନ ଏସ୍ପିଙ୍କ ଦ୍ବାରା ରାଉରକେଲା ପୁଲିସ ଅନ୍ତର୍ଗତ କଲୁଙ୍ଗା ଫାଣ୍ଡି ବନ୍ଦ କରିଦିଆଯାଇଥିଲା
Mediclaim and HR Services Section of RSP’s Personnel Department
Date : 15 Sep, 2011
To enhancing welfare measures and initiating employee friendly actions, Rourkela Steel Plant (RSP) is taking various steps.
0 comments | Continued





