- No events to show[ More Details ]

Current Tempature
Forecast:
Thu - Sunny. High: 36 Low: 17
Fri - Sunny. High: 36 Low: 18
Full Forecast at Yahoo! Weather
Rest of Odisha - Rourkela News
ଜମି ଜବରଦଖଲ ପାଇଁ କ୍ଷେତ୍ର କର୍ମଚାରୀ ଉତ୍ତରଦାୟୀ ରହିବେ
Date : 22 Feb, 2012
ରାଜଧାନୀରେ ସରକାରୀ ଜମି ଜବରଦଖଲ ରୋକିବା ପାଇଁ କ୍ଷେତ୍ର କର୍ମଚାରୀମାନଙ୍କୁ ଉତ୍ତରଦାୟୀ କରାଯିବ
ରାଜ୍ୟରେ ପ୍ରାକୃତିକ ପରିବେଶ ଉଦ୍ବେଗଜନକ: ଭୂତଳ ଜଳସ୍ତର ହ୍ରାସ
Date : 22 Feb, 2012
ସମ୍ପ୍ରତି ରାଜ୍ୟର କେତେକ ସ୍ଥାନରେ ଦିନର ତାପମାତ୍ରା ବୃଦ୍ଧି ପାଇଛି
ଦେଶରେ ନୂତନ ସବୁଜ ବିପ୍ଳବ ସୃଷ୍ଟି ସିଆର୍ଆର୍ଆଇର ଲକ୍ଷ୍ୟ
Date : 22 Feb, 2012
ଦ୍ବିତୀୟ ସବୁଜ ବିପ୍ଳବ ଲକ୍ଷ୍ୟରେ କେନ୍ଦ୍ରୀୟ ଧାନ ଅନୁସନ୍ଧାନ ସଂସ୍ଥାନ ତଥା ଆଇସିଏଆର୍ ବର୍ତ୍ତମାନ ଭାରତର ପୂର୍ବାଞ୍ଚଳ ରାଜ୍ୟମାନଙ୍କର କୃଷକ ଓ କୃଷି କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ବ ଦେଉଛି
ଆରଏସ୍ପି ଉତ୍ପାଦନ କ୍ଷମତା ଦ୍ବିଗୁଣିତ ହେବ : ୧୮ହଜାର ଲୋକଙ୍କୁ ନିଯୁକ୍ତି ସୁବିଧା ମିଳିବ
Date : 21 Feb, 2012
ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି)ରେ ଉତ୍ପାଦନ କ୍ଷମତା ଦ୍ବିଗୁଣିତ କରାଯିବ
ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକ: ୨୨ କନିଷ୍ଠ ମହାବିଦ୍ୟାଳୟରେ ନାମଲେଖା ବନ୍ଦ ପାଇଁ ନିଷ୍ପତ୍ତି
Date : 18 Feb, 2012
ଓଡ଼ିଶାରେ ଥିବା ୨୨ଟି କନିଷ୍ଠ ମହାବିଦ୍ୟାଳୟରେ ଆସନ୍ତା ଶିକ୍ଷା ବର୍ଷରୁ ଯୁକ୍ତଦୁଇ ନାମଲେଖା ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
ଜଗନ୍ନାଥ ମନ୍ଦିର ବାବଦରେ ତଥ୍ୟ ସଂଗ୍ରହ ପାଇଁ ୭୫ ଛାତ୍ରଛାତ୍ରୀଙ୍କ ବିଚ୍ଛିନ୍ନାଞ୍ଚଳ ଗସ୍ତ
Date : 18 Feb, 2012
ଝାଡ଼ଖଣ୍ଡର ଷଢ଼େଇକଳା ଓ ସିଂହଭୂମ ଜିଲ୍ଲାରେ ଥିବା ଓଡ଼ିଆ ବିଚ୍ଛିନ୍ନାଞ୍ଚଳରେ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡ଼େମୀର ଏକ ୭୫ ଜଣିଆ ଛାତ୍ରଛାତ୍ରୀ ଦଳ ଯାତ୍ରା କରିଛନ୍ତି
ବାହୁଦା ମୁହାଣରେ ନୂଆ ବନ୍ଦର ପାଇଁ ପ୍ରସ୍ତାବ
Date : 18 Feb, 2012
ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟରେ ଆଉ ଏକ ବନ୍ଦର ପ୍ରତିଷ୍ଠା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି
ରାଜ୍ୟର ବିଭିନ୍ନ ପୁରାତନ କୀର୍ତ୍ତିରାଜିର ସଂରକ୍ଷଣ ନିମନ୍ତେ ନିଷ୍ପତ୍ତି
Date : 17 Feb, 2012
ଓଡ଼ିଶାରେ ଥିବା ବିଭିନ୍ନ ପ୍ରାଚୀନ କୀର୍ତ୍ତିରାଜିର ଉପଯୁକ୍ତ ସଂରକ୍ଷଣ ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା (ଏଏସ୍ଆଇ)ର ମହାନିର୍ଦ୍ଦେଶକ ଗୌତମ ସେନଗୁପ୍ତ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ
ରାଜ୍ୟରେ ସହରାଞ୍ଚଳ ଗରିବ ବିକାଶ ଯୋଜନାର କାର୍ଯ୍ୟାନ୍ବୟନ ସୁଫଳ ମିଳୁନାହିଁ
Date : 17 Feb, 2012
ରାଜ୍ୟରେ ସହରାଞ୍ଚଳରେ ଗରିବଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାର କାର୍ଯ୍ୟାନ୍ବୟନ ନୈରାଶ୍ୟଜନକ ହୋଇଛି
ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୯ ରୁ ଆରମ୍ଭ ହୋଇ ୩୧ ରେ ସରିବ
Date : 17 Feb, 2012
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ସ୍ଥିର ହୋଇଛି






