Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Partly Cloudy, 43 C

Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27

Full Forecast at Yahoo! Weather
ARCHIVE
May 2012
M T W T F S S
« Apr    
 123456
78910111213
14151617181920
21222324252627
28293031  

Rest of Odisha - Rourkela News

Pages: Prev 1 2 ...108 109 110 ...132 133 Next

ଭବାନୀପାଟଣାଠାରେ ଭିଜିଲାନ୍ସର ସ୍ବତନ୍ତ୍ର ଜଜ୍‌କୋର୍ଟ ଉଦ୍‌ଘାଟିତ

Date : 12 Jul, 2011

ଦୀର୍ଘଦିନର ପ୍ରତୀକ୍ଷା ପରେ ଏଠାରେ ଭିଜିଲାନ୍ସର ସ୍ବତନ୍ତ୍ରର ଜଜ୍‌କୋର୍ଟର ଶୁଭ ଉଦ୍‌ଘାଟନ ହୋଇଛି୤

0 comments | Continued

ଓପିଟିସିଏଲ ଓ ଗ୍ରୀଡ଼କୋର ରାଜ୍ୟ ଶକ୍ତି ବିଭାଗ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ

Date : 12 Jul, 2011

ଓଡ଼ିଶା ପାୱାର ଟ୍ରାନ୍‌ସମିସନ କର୍ପୋରେସନ ଲିମିଟେଡ଼(ଓପିଟିସିଏଲ୍‌) ଓ ଗ୍ରୀଡ଼କୋ ୨୦୧୧-୧୨ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ସହିତ ଗତକାଲି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛନ୍ତି୤

0 comments | Continued

ଜମିଜମା ବର୍ଗୀକରଣ ନିୟମ ବଦଳିବ: ସମଗ୍ର ରାଜ୍ୟ ପାଇଁ ପ୍ରଚଳିତ ହେବ ଗୋଟିଏ ବ୍ୟବସ୍ଥା

Date : 12 Jul, 2011

ରାଜ୍ୟରେ ପ୍ରଚଳିତ ଜମିଜମା ବର୍ଗୀକରଣ ନିୟମ ବହୁ ପୂରାତନ୤

0 comments | Continued

ଭୁବନେଶ୍ବରଠାରେ ଖୋଲିବ ଆଞ୍ଚଳିକ ପାରା ମେଡିକାଲ ବିଜ୍ଞାନ ପ୍ରତିଷ୍ଠାନ

Date : 12 Jul, 2011

ଭୁବନେଶ୍ବର ମହାନଗର ଅଞ୍ଚଳରେ ସିଜୁଆ ଠାରେ ଏକ ଅତ୍ୟାଧୁନିକ ଆଞ୍ଚଳିକ ପାରା ମେଡିକାଲ ବିଜ୍ଞାନ ପ୍ରତିଷ୍ଠାନ (ରିଜିଓନାଲ ଇନଷ୍ଟିଟ୍ୟୁଟ ଅଫ ପାରା ମେଡିକାଲ ସାଇନ୍‌ସ) ଖୋଲାଯିବ୤

0 comments | Continued

ରାଜ୍ୟସ୍ତରୀୟ ବିଶ୍ବ ଜନସଂଖ୍ୟା ଦିବସ ପାଳିତ

Date : 11 Jul, 2011

ଓଡ଼ିଶାର ଜନସଂଖ୍ୟାର ୫୦ ପ୍ରତିଶତ ୨୪ ବର୍ଷ ବୟସ ମଧ୍ୟରେ୤ ସାରା ଦେଶରେ ଜନସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ରାଜ୍ୟରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି୤

0 comments | Continued
ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁରୁତ୍ବ ଦେବା ଆବଶ୍ୟକ

ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁରୁତ୍ବ ଦେବା ଆବଶ୍ୟକ

Date : 11 Jul, 2011

କୋରାପୁଟରେ ସ୍ଥାପିତ ଓଡ଼ିଶାର ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏହି ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ମତବ୍ୟକ୍ତ କରିଛନ୍ତି୤

0 comments | Continued

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା କେନ୍ଦ୍ର ଉଦ୍‌ଘାଟିତ

Date : 11 Jul, 2011

ଜୟପୁରସ୍ଥିତ ଏମ୍ଏସ ସ୍ବାମୀନାଥନ୍ ଫାଉଣ୍ଡେସନ୍ ପଡ଼ିଆରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ମତ୍ସ୍ୟ ପଶୁସମ୍ପଦର ଉନ୍ନତି ପାଇଁ ରାଜ୍ୟସ୍ତରୀୟ ୩ଟି ଲୋକାଭିମୁଖୀ କାର୍ଯ୍ୟକ୍ରମ ଯଥା କେବିକେର ୧୦ଟି ଜିଲ୍ଲା ଓ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ଭ୍ୟାନ୍ ଜରିଆରେ ପ୍ରାଣୀ ଚିକିତ୍ସା ଶିବିର ଓ ମତ୍ସ୍ୟ ଚାଷୀଙ୍କୁ କେଡିଟ୍ କାର୍ଡ଼ ବଣ୍ଟନ ଆଦି ଉତ୍ସବର ମୁଖ୍ୟ ଅତିଥି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି୤

0 comments | Continued

ବେଆଇନ ଭାବେ ନିର୍ମିତ ଆପାର୍ଟମେଣ୍ଟକୁ ବିଜୁଳି,ପାଣି ଯୋଗାଣ ବନ୍ଦ ହେବ

Date : 11 Jul, 2011

ବହୁତଳ ବିଶିଷ୍ଟ ଅଟ୍ଟାଳିକା ତଥା ଆପାର୍ଟମେଣ୍ଟକୁ ନିର୍ମାଣ ପାଇଁ ସ୍ବତନ୍ତ୍ର ଆଇନ ରହିଥିଲେ ବି ରାଜଧାନୀରେ ବହୁ ନିର୍ମାଣକାରୀ ସଂସ୍ଥା ସେ ସବୁକୁ ଏଡାଇ ଦେଇ ଶହ ଶହ ଆପାର୍ଟମେଣ୍ଟ ନିର୍ମାଣ କରି ସାରିଛନ୍ତି୤

0 comments | Continued

ଡିସେମ୍ବର ସୁଦ୍ଧା ରାଜ୍ୟର ୪୦ ବ୍ଲକରେ ଗ୍ରାମୀଣ ଜୀବିକା ମିଶନ୍‌ କାର୍ଯ୍ୟ ଆରମ୍ଭ ହେବ

Date : 9 Jul, 2011

ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୦ଟି ବ୍ଳକରେ ଜାତୀୟ ଗ୍ରାମୀଣ ଜୀବିକା ନିର୍ବାହ ମିଶନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ୤

0 comments | Continued

ଅପରାଧୀଙ୍କ ଗତିବିଧି ଠାବ ନିମନ୍ତେ ରାଜ୍ୟରେ ସ୍ବତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବ

Date : 8 Jul, 2011

ରାଜ୍ୟରେ ଖୁବ୍ ଶୀଘ୍ର ଅପରାଧୀ ଏବଂ ସେମାନଙ୍କ ଗତିବିଧିକୁ ଜାଣିବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ୤

0 comments | Continued
Pages: Prev 1 2 ...108 109 110 ...132 133 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg