Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

Rest of Odisha - Rourkela News

Pages: Prev 1 2 ...147 148 149 ...151 152 Next

ଅନାଥାଶ୍ରମ ପିଲାଙ୍କ ପାଇଁ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା

Date : 16 Nov, 2010

ସରକାରୀ ଓ ବେସରକାରୀ ସ୍ତରରେ ରାଜ୍ୟରେ ୧୩୨ଟି ଅନାଥାଶ୍ରମ ରହିଛି ଏବଂ ଏଥିରେ ପ୍ରାୟ ୧୬ ହଜାର ପିଲା ରହୁଛନ୍ତି୤

0 comments | Continued

ତୃପ୍ତି ଯୋଜନାରେ ୮୩୬୯ଟି ଗ୍ରାମର ୧୨ ଲକ୍ଷ ପରିବାରକୁ ସାମିଲ କରାଯିବ

Date : 15 Nov, 2010

Archived; click post to view.Excerpt: ଭୁବନେଶ୍ବର : ଆମ ରାଜ୍ୟରେ ବିଶ୍ବବ୍ୟାଙ୍କ ସହାୟତାରେ ୧୦ଟି ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାରେ ତୃପ୍ତି ଯୋଜନା କାର୍ଯ୍ୟକାରୀ ହେଉଛି୤ ଏହି ଯୋଜନା ମାଧ୍ୟମରେ ପଶୁପାଳନ, ଘାସଚାଷ, ଟୀକାକରଣ, ଦୁଗ୍ଧ ବିକାଶ, ଛାଗ ବିକାଶ, କୁକୁଡା ପାଳନ ଇତ୍ୟାଦି ଉପରେ ନାମମାତ୍ର ଓ ଅତିଗରିବ ଶ୍ରେଣୀର ଲୋକମାନଙ୍କୁ ବ୍ୟାପକ ପ୍ରୋତ୍ସାହନ ଯୋଗାଇଦିଆଯିବ୤ପ୍ରତ୍ୟେକ ଜିଲ୍ଲାରୁ ୪ଟି ଲେଖାଏଁ [...]

0 comments | Continued

୧୫ କୋଟି ଟଙ୍କାରେ ନିର୍ମିତ ହେବ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଜ୍ଞାନକୌଶଳ ସଂସ୍ଥା

Date : 15 Nov, 2010

Archived; click post to view.Excerpt: କଟକ : କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଞ୍ଜିନିୟରିଂ ଏଣ୍ଡ ଟେକ୍‌ନୋଲୋଜି (ସିପେଟ୍‌) ଦ୍ବାରା ସ୍ଥାପିତ ଅତ୍ୟାଧୁନିକ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଜ୍ଞାନକୌଶଳ କେନ୍ଦ୍ର ବାଲେଶ୍ବର ଜିଲ୍ଲାର ବାମପଦାଠାରେ କାର୍ଯ୍ୟ ଆରମ୍ଭ କରିଛି୤ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗତ ରବିବାର ଦିନ ଏହି କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି୤ ଏକ ଅସ୍ଥାୟୀ ଭଡାଘରେ ଆରମ୍ଭ ହୋଇଥିବା [...]

0 comments | Continued

ରାଜ୍ୟ ସରକାରଙ୍କ ବିଚିତ୍ର ଶିଳ୍ପନୀତି ; ନିଜସ୍ବ କାରଖାନା ବନ୍ଦ, ବାହାର ଶିଳ୍ପ ସଂସ୍ଥାକୁ ପ୍ରୋତ୍ସାହନ

Date : 15 Nov, 2010

ରାଜ୍ୟ ସରକାର ଶିଳ୍ପାୟନ ନାଁରେ ରାଜ୍ୟ ବାହାର କମ୍ପାନୀ ଯଥା ପୋସ୍କୋ, ବେଦାନ୍ତ ପରି ବିଦେଶୀ କମ୍ପାନୀମାନଙ୍କୁ ଡାକି ଆଣୁଛନ୍ତି

0 comments | Continued

ବିକାଶ ପଥରେ ପ୍ରତିବନ୍ଧକ କିଏ ?

Date : 15 Nov, 2010

ଦେଶର ପ୍ରମୁଖ ରାଜ୍ୟମାନଙ୍କରେ ଯେଉଁସବୁ ପ୍ରାକୃତିକ ସମ୍ପଦ ଅଛି ଆମ ଓଡ଼ିଶାରେ ତାହାର କାହିଁ କେତେଗୁଣ ଅଧିକ ଭରି ରହିଛି୤

0 comments | Continued

ରେଭେନ୍‌ଶା ଛାତ୍ରଙ୍କ ଆନ୍ଦୋଳନ ଶେଷ – ସୋମବାରଠାରୁ କ୍ଲାସ

Date : 15 Nov, 2010

Archived; click post to view.Excerpt: କଟକ : ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍‌ଶା ବିଶ୍ବବିଦ୍ୟାଳୟର ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ସେମାନଙ୍କ ୩ ସପ୍ତାହବ୍ୟାପୀ ଧର୍ମଘଟ ପ୍ରତ୍ୟାହାର କରି ନେଇଛନ୍ତି୤ ସୋମବାରଠାରୁ ବିଶ୍ବବିଦ୍ୟାଳୟରେ ଯଥାରୀତି କ୍ଲାସ ଆରମ୍ଭ ହେବ୤ ପୂର୍ବତନ ହାଇକୋର୍ଟ ବିଚାରପତି ଜଷ୍ଟିସ ଏ.କେ.ପରିଛାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଛାତ୍ରମାନଙ୍କ ସହିତ ଆଲୋଚନା କଲାପରେ ଛାତ୍ରମାନେ ଆନ୍ଦୋଳନ ପ୍ରତ୍ୟାହାର କରି ବିଶ୍ବବିଦ୍ୟାଳୟରେ ପୂର୍ବାବସ୍ଥା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି୤ [...]

0 comments | Continued

ମୋ’ ମଶାରି ଯୋଜନାକୁ ବ୍ୟାପକ କରାଯିବ

Date : 14 Nov, 2010

Archived; click post to view.Excerpt: ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ମଶାରୀ ଯୋଜନାରେ ଔଷଧୀୟ ମଶାରି ବଣ୍ଟନ କରାଯାଉଛି୤ ମ୍ୟାଲେରିଆକୁ ରୋକିବା ନିମନ୍ତେ ଏହି ଯୋଜନାର ସଫଳତାକୁ ଆଖିରେ ରଖି ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି୤ ଲୋକମାନଙ୍କୁ ଏହି ଔଷଧିୟ ମଶାରି ସମ୍ବନ୍ଧରେ ଅଧିକ ସେଚତନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି୤ ୨୦୦୧ ମସିହାରେ ଓଡ଼ିଶାରେ ମ୍ୟାଲେରିଆ ଜନିତ ମୃତ୍ୟୁହାର ଦେଶର [...]

0 comments | Continued

ରାଜପଥ ପାର୍ଶ୍ବଜମିରେ ଗଢାଚାଲିଛି ମାଳମାଳ ଅଟ୍ଟାଳିକା

Date : 13 Nov, 2010

Archived; click post to view.Excerpt: ଭୁବନେଶ୍ବର : ସରକାର କୃଷି ଉତ୍ପାଦନ ଉପରେ ଗୁରୁତ୍ବ ଦେଉଛନ୍ତି୤ ଆଗାମୀ ଦିନରେ ଖାଦ୍ୟଶସ୍ୟର ଅଭାବ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ କୃଷିଜାତ ଦ୍ରବ୍ୟ ଉତ୍ପାଦନକୁ ବ୍ୟାପକ କରିବାପାଇଁ ସରକାରୀସ୍ତରରେ ମଧ୍ୟ କୃଷି ଓ କୃଷକର ବିକାଶନିମନ୍ତେ ବହୁଯୋଜନା ହାତକୁ ନିଆଯାଇଛି୤ ଜମି, ଜଳର ସଠିକ ଉପଯୋଗ ଉପରେ ଗୁରୁତ୍ବ ଦିଆଯାଉଛି୤ କୃଷିର ବିକାଶ ପାଇଁ ସମବାୟ ଓ ବ୍ୟାଙ୍କ ଋଣ ପ୍ରଦାନ ଉପରେ ଜୋର ଦିଆଯାଉଛି୤ ତେବେ [...]

0 comments | Continued

୫ଲକ୍ଷରୁ ଉର୍ଦ୍ଧ୍ବ ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ : ଆଜି ଶିଶୁ ଦିବସ

Date : 13 Nov, 2010

Archived; click post to view.Excerpt: କଟକ : ପ୍ରଶାସନଠାରୁ ଆରମ୍ଭକରି ସରକାରୀ ଶିକ୍ଷାନୁଷ୍ଠାନ ଏବଂ ବହୁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନଭେମ୍ବର ୧୪ ତାରିଖ ରବିବାର ପାଳିତ ହେବ ଶିଶୁ ଦିବସ୤ ୫ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଶିକ୍ଷାଦାନ ଦେବାପାଇଁ ସରକାର ସର୍ବଶିକ୍ଷା ଅଭିଯାନ ଯୋଜନା ଆରମ୍ଭ କରିଛନ୍ତି୤ ଏତେସବୁ ଯୋଜନା ସତ୍ତ୍ବେ ରାଜ୍ୟରୁ ଶିଶୁ ଶ୍ରମିକ ଉଚ୍ଛେଦ ହୋଇପାରୁନାହିଁ୤ ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ବ ଶିଶୁ ପ୍ରାଥମିକ ଶିକ୍ଷାଗ୍ରହଣ କରିବାରୁ ବଞ୍ଚିତ [...]

2 comments | Continued

ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଗୁଡିକୁ ନୂଆ ଉପାୟରେ ଆଲୋକିତ କରାଯିବ

Date : 12 Nov, 2010

Archived; click post to view.Excerpt: ୨୦୧୨ ମସିହା ସୁଦ୍ଧା ରାଜୀବଗାନ୍ଧୀ ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନାରେ ରାଜ୍ୟର ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଇଦେବାକୁ ଲକ୍ଷ୍ୟ ରହିଛି୤ ତେବେ ରାଜ୍ୟର ଏମିତି କେତେକ ଅଞ୍ଚଳ ରହିଛି ଯେଉଁଠି ଗ୍ରୀଡ୍‌ ସଂଯୋଗ ପହଁଞ୍ଚିବାର ଆଦୌ ସମ୍ଭାବନା ନାହିଁ୤ ତେଣୁ ଏହିସବୁ ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଓ ପଡା ଗୁଡିକର ବିଦ୍ୟୁତକରଣ କରିବା ପାଇଁ ଓରେଡା ଓ ୟୁଏନଡିପିର ମିଳିତ ସହଯୋଗରେ ନୂଆ ଯୋଜନା ପ୍ରସ୍ତୁତ ହେଉଛି୤ ଏହି ନୂଆ [...]

0 comments | Continued
Pages: Prev 1 2 ...147 148 149 ...151 152 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg