Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2477 Started: October 1, 2010 Back to Vote Screen
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

Rest of Odisha - Rourkela News

Pages: Prev 1 2 ...148 149 150 151 152 Next

୭ ଜଣିଆ କମିଟି ମାଧ୍ୟମରେ ଆପୋଷ ସମାଧାନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

Date : 12 Nov, 2010

Archived; click post to view.Excerpt: କଟକ : ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍‌ଶା ବିଶ୍ବବିଦ୍ୟାଳୟରେ ଗତ ୧୬ ଦିନ ଧରି ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି୤ ୭ଜଣିଆ କମିଟି ଗଠନ କରି ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପୂର୍ବକ ଶିକ୍ଷାନୁଷ୍ଠାନରେ ଶିକ୍ଷାର ବାତାବରଣ ଫେରାଇ ଆଣିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି୤ ଇଷ୍ଟ ହଷ୍ଟେଲକୁ ଛାତ୍ରୀ ନିବାସ ଘୋଷଣା ଏବଂ ଏହାକୁ ନେଇ ରେଭେନ୍‌ଶାରେ ଜାରି [...]

0 comments | Continued

ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା ଉଠିଲା

Date : 12 Nov, 2010

ପିଲାମାନଙ୍କ ଉପରୁ ପାଠ ବୋଝ କମ୍ କରିବା ଓ ପରୀକ୍ଷା ଚାପ ହ୍ରାସ କରିବା ଲାଗି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ବୋର୍ଡ ପରୀକ୍ଷା ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି୤ ଏବେ ହଉଥିବା ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଉଠାଇ ଦିଆଯାଇଛି୤ ଶିକ୍ଷା ଅଧିକାର ଆଇନ ବଳରେ ଉପରୋକ୍ତ ପଦକ୍ଷେପ ନିଆଯାଇଥିବା କଥା ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି୤ ଏଥିନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରିକରାଯାଇଛି୤

0 comments | Continued

ସରକାରଙ୍କ ଶିକ୍ଷା ସଂସ୍କାର କାର୍ଯ୍ୟକ୍ରମ – କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ସୁଫଳ ମିଳିଛି କେତେ ?

Date : 12 Nov, 2010

Archived; click post to view.Excerpt: ଭୁବନେଶ୍ବର : ଚଳିତବର୍ଷ ଏପ୍ରିଲ ୧ ତାରିଖରୁ ସମଗ୍ର ଦେଶରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଛି୤ ଭାରତରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ସିକିମ୍ ପ୍ରଥମ ରାଜ୍ୟ ଏବଂ ଦ୍ବିତୀୟରେ ରହିଛି ଓଡ଼ିଶା୤ ଗତ ସେପ୍ଟେମ୍ବର ୨୭ ତାରିଖରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି ଶିକ୍ଷା ଅଧିକାର ଅଧିନିୟମ୤ ଏହି ନିୟମ ଅନୁଯାୟୀ ରାଜ୍ୟରେ ଶିକ୍ଷାର ବିକାଶ ତଥା ଛାତ୍ରଛାତ୍ରୀମାନଙ୍କର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବ୤ ବିଶେଷକରି [...]

0 comments | Continued

ସମୁଦ୍ରକୂଳରେ ସୌଖିନ ବ୍ୟବସାୟ କରୁଥବା ବ୍ୟବସାୟୀଙ୍କ ଜୀବିକା ସଙ୍କଟରେ

Date : 12 Nov, 2010

Archived; click post to view.Excerpt: ଜଙ୍ଗଲ ଓ ପରିବେଶ ଆଇନ ଆଳରେ ଓଡ଼ିଶାରେ ଶିଳ୍ପାୟନକୁ କେବଳ କେନ୍ଦ୍ର ବିରୋଧ କରୁନାହିଁ ପରନ୍ତୁ ସାମୁଦ୍ରିକ ଜୀବଜନ୍ତୁଙ୍କ ସୁରକ୍ଷା ଆଳରେ ଏବେ ବିଭିନ୍ନ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ଓ ସ୍ବରୋଜଗାରକ୍ଷମ ହେବାପାଇଁ ସଂଗ୍ରାମ ଚଳାଇଥିବା ବେକାରମାନଙ୍କ ତଣ୍ଟିରେ ଗୋଡ ପକାଇବା ପାଇଁ ଉଦ୍ୟମ କରିଛି୤ ପୁରୀ, କୋଣାର୍କଭଳି ସମୁଦ୍ର ଉପକୂଳରେ ପ୍ରଚୁର ପରିମାଣର ଶଙ୍ଖ, ଗେଣ୍ଡା, ଶାମୁକା ଓ ଅନ୍ୟାନ୍ୟ ସାମୁଦ୍ରିକ ଜୀବଙ୍କ ଖୋଳପାରେ ନିର୍ମିତ ସୌଖିନ ସାମଗ୍ରୀ [...]

0 comments | Continued

କଏଦୀମାନଙ୍କ ପରିବାରର ସୁରକ୍ଷା ଓ ସେମାନଙ୍କ ପିଲାମାନଙ୍କର ପାଠପଢା ଦାୟୀତ୍ବ ସରକାର ନେବେ

Date : 12 Nov, 2010

Archived; click post to view.Excerpt: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା୤ ଏହି ବୈଠକରେ ଜେଲ ସଂସ୍କାର ଉପରେ ମୁଖ୍ୟମତ୍ରୀ ଗୁରୁତ୍ବ ଆରୋପ କରିଥିଲେ୤ ରାଜ୍ୟର ବଲାଙ୍ଗୀର, ବ୍ରହ୍ମପୁର, ବାଲେଶ୍ବର, ରାଉରକେଲା ଓ ସମ୍ବଲପୁର ଆଦି ୫ଟି ଜେଲରେ ଚଳିତବର୍ଷ ଜାମର ଲଗାଯିବ ଓ ସମସ୍ତ ୮୪ଟି ଜେଲରେ କ୍ଲୋଜ ସରକିଟ୍ କ୍ୟାମେରା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି୤ ବୈଠକରୁ ଜଣାଯାଇଛି ଯେ, ରାଜ୍ୟର ୮୪ଟି [...]

0 comments | Continued

ରାଜ୍ୟସାରା ହଜାର ହଜାର ବେଆଇନ ମୋବାଇଲ ଟାୱାର:ପରିବେଶ ପ୍ରଦୂଷଣ ପ୍ରତି ଖାତିର ନାହିଁ

Date : 11 Nov, 2010

ମୋବାଇଲ ଫୋନର ଚାହିଦାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୩୪ଟି ମୋବାଇଲ କମ୍ପାନୀ ବଜାରରେ ପ୍ରବେଶ କରୁଛନ୍ତ୤ ବର୍ତ୍ତମାନ ଓଡ଼ିଶାର ସହର, ଗ୍ରାମାଞ୍ଚଳ ସବୁଆଡ଼େ ମୋବାଇଲ ଟାୱାର ଭର୍ତ୍ତି ହୋଇଗଲାଣି୤

0 comments | Continued

କଣ୍ଟ୍ରୋଲ ଦୋକାନ ସାମ୍ନାରେ ଏଣିକି ନାଗରିକ ଅଧିକାରପତ୍ର ଟାଙ୍ଗିବା ବାଧ୍ୟତାମୂଳକ

Date : 11 Nov, 2010

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ସୁଲଭ ମୂଲ୍ୟ ଦୋକାନ (କଣ୍ଟ୍ରୋଲ ଦୋକାନ) ଗୁଡ଼ିକ ଏଣିକି ଦୋକାନ ସାମ୍ନାରେ ନାଗରିକ ଅଧିକାର ପତ୍ର ଟାଙ୍ଗିବା ବାଧ୍ୟତାମୂଳକ ହେବ୤

0 comments | Continued

୫୦ କୋଟି ଟଙ୍କା ବ୍ୟୟରେ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଘୋଷଣା

Date : 11 Nov, 2010

ବରଗଡ : ରାଜ୍ୟ ସରକାର କୃଷି ଓ କୃଷକମାନଙ୍କର ସର୍ବବିଧ ଉନ୍ନତି ଲାଗି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି୤ କେବଳ ଶିଳ୍ପାୟନ ନୁହେଁ କୃଷିକୁ ମଧ୍ୟ ସରକାର ସମାନ ଗୁରୁତ୍ବ ପ୍ରଦାନ କରୁଛନ୍ତି୤

0 comments | Continued

ପ୍ରାଥମିକ ବିଦ୍ୟାଳୟରୁ ଉନ୍ନୀତ ୫୬୦ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନିଷ୍ପତ୍ତି

Date : 10 Nov, 2010

ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଉନ୍ନତିକରଣ କରାଯାଇ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯାଇଛି| ସେଗୁଡିକ ମଧ୍ୟରୁ ୫୬୦ଟି ବିଦ୍ୟାଳୟରେ ଶିକ୍ଷକ, କିରାଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଷ୍ପତ୍ତି ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି|

1 comment | Continued

ଶ୍ରମ ଆଇନ ତା ବାଟରେ:ଶ୍ରମିକ ଶୋଷଣର ଅନ୍ତ ନାହିଁ

Date : 10 Nov, 2010

ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ କଡ଼ା ଆଇନ ପ୍ରଣୟନ କରାଯାଇଛି୤

2 comments | Continued
Pages: Prev 1 2 ...148 149 150 151 152 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg