Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

Rest of Odisha - Rourkela News

Pages: Prev 1 2 ...148 149 150 151 152 Next

ସମନ୍ବିତ ଗୃହ ଓ ବସ୍ତି ଉନ୍ନୟନ ପ୍ରକଳ୍ପରେ ରାଜ୍ୟର ୨୯ଟି ପୌରାଞ୍ଚଳ ସାମିଲ

Date : 10 Nov, 2010

ସହରାଞ୍ଚଳ ଗରିବଙ୍କ ପାଇଁ ଗୃହ ନିର୍ମାଣ ସକାଶେ ସମନ୍ବିତ ଗୃହ ଓ ବସ୍ତି ଉନ୍ନୟନ ପ୍ରକଳ୍ପ (ଆଇଏଚଡ଼ି)ରେ ରାଜ୍ୟର ୨୯ଟି ପୌରାଞ୍ଚଳରେ ଗୃହ ନିର୍ମାଣ ହାତକୁ ନିଆଯାଇଛି୤

0 comments | Continued

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ:ସମସ୍ୟା ସମାଧାନ ଦିଗରେ ସରକାର ଉଦାସୀନ

Date : 10 Nov, 2010

ରାଜ୍ୟ ସରକାର ଜମି, ଜଳ ଓ ଜଙ୍ଗଲ ବିକାଶର ସ୍ଲୋଗାନ ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କୃଷି ଓ କୃଷକର ଅବସ୍ଥା ଆଜି ଉଦ୍‌ବେଗଜନକ ହୋଇପଡିଛି୤

0 comments | Continued

୬ ହଜାର ସ୍କୁଲର ୧ ଲକ୍ଷ ଛାତ୍ରଛାତ୍ରୀ ଆଇନ ସମ୍ପର୍କରେ ସଚେତନ ହେବେ

Date : 10 Nov, 2010

କଟକ : ରାଜ୍ୟର ଆଇନ ସମ୍ପର୍କରେ ସବୁବର୍ଗର ଲୋକଙ୍କୁ ସଚେତନ କରିବାପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରିଛି୤ ଏହି କ୍ରମରେ ଆଗାମୀ ଦିନରେ ରାଜ୍ୟର ୬ ହଜାର ସ୍କୁଲର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରାଯିବ୤ ଏଥିପାଇଁ ପ୍ରାଧିକରଣ ପକ୍ଷରୁ ଛାତ୍ର ଆଇନ ସାକ୍ଷରତା କ୍ଲବ ଗଠିତ ହୋଇଛି୤ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଉଦଘାଟନ କରିଛନ୍ତି ୤

0 comments | Continued

ଗୋପାଳପୁର-ରାୟଗଡ଼ା ରେଳପଥ ନିର୍ମାଣ: ସର୍ଭେ କାର୍ଯ୍ୟ ଅସମାପ୍ତ

Date : 9 Nov, 2010

ଗଞ୍ଜାମ ଜିଲ୍ଲା ସହିତ ଦକ୍ଷିଣାଞ୍ଚଳର ଅନ୍ୟ ଜିଲ୍ଲା ଗୁଡ଼ିକୁ ସିଧା ସଳଖ ରେଳ ଯୋଗଯୋଗ ଏବେବି ସମ୍ଭବ ହୋଇ ପାରି ନଥିବାବେଳେ ଜିଲ୍ଲାରେ ଯାତ୍ରୀ ପରିବହନ ବ୍ୟବସ୍ଥା ଓ ରେଳ ବିକାଶର ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ୤

0 comments | Continued

୩୦ ବର୍ଷରେ ବିକାଶମୂଳକ ଯୋଜନାରେ ଖର୍ଚ୍ଚ ୭୮୧ କୋଟି

Date : 9 Nov, 2010

ଆଦିବାସୀ ଅଧ୍ୟୁଷିତ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ପାଲଲହଡ଼ା ଉପଖଣ୍ଡରେ ଆଦିମ ଜନଜାତି ପାଉଡ଼ିଭୂୟାଁମାନଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ସ୍ବରୂପ ପାଉଡ଼ିଭୂୟାଁ ଉନ୍ନୟନ ପ୍ରକଳ୍ପ (ପିବିଡ଼ିଏ) ଗଠନ କରାଯାଇଛି୤

0 comments | Continued

ଅନ୍ଧାରୀ ଗଳିରେ ବସ୍ତି ଅଞ୍ଚଳର ଶିଶୁଙ୍କ ଭବିଷ୍ୟତ

Date : 8 Nov, 2010

ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡ଼ିକ କାର୍ଯ୍ୟ କରୁଛନ୍ତି୤

0 comments | Continued

୧୫୯ ବସ୍ତିରେ ଜଳିବ ବିଜୁଳି ଆଲୁଅ

Date : 8 Nov, 2010

ବିଜୁ ସହରାଞ୍ଚଳ ବିଦ୍ୟୁତକରଣ ଯୋଜନା ମାଧ୍ୟମରେ କଟକ ସହରର ବିଭିନ୍ନ ୱାର୍ଡ଼ରେ ଅବସ୍ଥିତ ପ୍ରାୟ ୧୫୯ଟି ବସ୍ତିକୁ ବିଦ୍ୟୁତକରଣ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି୤

0 comments | Continued

୧୬କୋଟି ଟଙ୍କା ବ୍ୟୟରେ ହେବ ଏସ୍‌ସିବି ଟ୍ରମାକେୟାର ୟୁନିଟ୍

Date : 8 Nov, 2010

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ପୂର୍ବଭାରତର ସର୍ବବୃହତ ଟ୍ରମାକେୟାର ୟୁନିଟ୍‌ ପ୍ରତିଷ୍ଠା ହେବ୤

0 comments | Continued

ହଇଜା ନିରାକରଣ ପାଇଁ ସରକାରଙ୍କ ନୂଆ ଯୋଜନା

Date : 8 Nov, 2010

ହଇଜା ଭଳି ମହାମାରୀ ରୋଗ ସମଗ୍ର ଦେଶରୁ ନିଶ୍ଚିହ୍ନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାରେ ତାହା ବାରମ୍ବାର ଦେଖାଦେବା ଘଟଣା ରାଜ୍ୟ ସରକାରଙ୍କୁ ଏକ ଅଡୁଆ ପରିସ୍ଥିତିରେ ପକାଇଛି୤

0 comments | Continued

ବିପୁଳ ଅର୍ଥ ବ୍ୟୟରେ ବନ୍ଧ ମରାମତି ଚାଲିଛି, କିନ୍ତୁ ବର୍ଷକ ମଧ୍ୟରେ ଦୁର୍ବଳ ହେଉଛି କିପରି ?

Date : 6 Nov, 2010

ଚଳିତ ବର୍ଷ ମୌସୁମୀ ବର୍ଷା ଓଡ଼ିଶାକୁ ବନ୍ୟା ବିତ୍ପାତ ଭିତରକୁ ଠେଲି ଦେଇନାହିଁ ଏହା ଯେତିକି ଆଶ୍ବସ୍ତି ଆଣିଦେଇଛି , ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ି ଅବସ୍ଥା ଦେଖାଦେବା ସେତିକି ଚିନ୍ତାଜନକ ଘଟଣାରେ ପରିଣତ ହୋଇଛି୤

0 comments | Continued
Pages: Prev 1 2 ...148 149 150 151 152 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg