- No events to show[ More Details ]
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | 6 | 7 |
8 | 9 | 10 | 11 | 12 | 13 | 14 |
15 | 16 | 17 | 18 | 19 | 20 | 21 |
22 | 23 | 24 | 25 | 26 | 27 | 28 |
Rest of Odisha - Rourkela News
ପ୍ରତି ସ୍କୁଲରେ ଗଠନ ହେବ ପରିଚାଳନା ଓ ଉନ୍ନୟନ କମିଟି
Date : 6 Nov, 2010
ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପରୀକ୍ଷା ନିରୀକ୍ଷା ଅବ୍ୟାହତ ରଖିଛନ୍ତି
ସମସ୍ୟାରେ ଉବୁଟୁବୁ ବଡ଼ ମେଡ଼ିକାଲର ଆଶୁ ଚିକିତ୍ସା ବିଭାଗ
Date : 4 Nov, 2010
ରାଜ୍ୟର ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅଣଦେଖା ମନୋଭାବ ଯୋଗୁଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାକୁ ବସିଲାଣି
ପାରିପାର୍ଶ୍ବିକ ବିକାଶରେ ଜଙ୍ଗଲ ସୃଷ୍ଟି ଏବେ ପ୍ରହସନ
Date : 4 Nov, 2010
ରାଜ୍ୟର ଶିଳ୍ପ ପ୍ରତିଷ୍ଠା ନାମରେ ଚାଲିଛି ପରିବେଶର ବିନାଶ
ପ୍ରଦୂଷଣ ଯୋଗୁଁ ନଷ୍ଟ ହେବାରେ ଲାଗିଛି ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ
Date : 4 Nov, 2010
ବିଶ୍ବ ପ୍ରସିଦ୍ଧ ତଥା ଐତିହ୍ୟ ସମ୍ପନ୍ନ ଶ୍ରୀମନ୍ଦିର ପରିସରରେ ପରିବେଶ ସୁରକ୍ଷା ଦିଗ ପ୍ରତି ଯଥାବିଧି ପଦକ୍ଷେପ ନିଆଯାଉନାହିଁ
ଭିତ୍ତି ପ୍ରସ୍ତରରେ ହିଁ ସୀମିତ ରହିଛି ବଂଶଧାରା ସମନ୍ବିତ ପ୍ରକଳ୍ପ
Date : 4 Nov, 2010
ଓଡ଼ିଶାର ବିଭିନ୍ନ ନଦୀର ଜଳ ଉପରେ ଆନ୍ଧ୍ରର ଦାଦାଗିରି ବଢ଼ି ଚାଲିଥିବା ବେଳେ ଓଡ଼ିଶା ସରକାର କେବଳ ଜଳକା ହୋଇ ବସିରହିଛନ୍ତି

ଭଜନ ସମ୍ରାଟଙ୍କ ମନପାରା ଉଡ଼ିଗଲା ଅନେକ ଦୂର……
Date : 3 Nov, 2010
ସେ ଗାଇଥିଲେ… ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି….., ଆଜି ତାଙ୍କର ମନପାରା ଶ୍ରୀକ୍ଷେତ୍ର, ଓଡ଼ିଶା ଆଉ ଏ ମରଧାମକୁ ଛାଡ଼ି ଉଡ଼ିଯାଇଛି ଅନେକ ଦୂର
ପ୍ରସ୍ତାବିତ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ଚାରିଲେନ୍ କରିବା ନେଇ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା
Date : 3 Nov, 2010
ବିଶ୍ବ ପ୍ରସିଦ୍ଧ ତୀର୍ଥ ଧାମ ପୁରୀ, ସଦାସର୍ବଦା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଆସିଥିଲା ବେଳେ ଭୁବନେଶ୍ବର-ପୁରୀ ୨୦୩ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଦିନକୁ ଦିନ ବୃଦ୍ଧି ପାଇଚାଲିଛି
ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଲା: ରେଭେନ୍ସାରୁ ହଜିଗଲାଣି ଓଡିଆ ବିଭାଗ
Date : 2 Nov, 2010
ରେଭେନ୍ସା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଭାଷା ଓ ସାହିତ୍ୟର ସୁରକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ ଗବେଷଣା ସୁଯୋଗ ମିଳିବ ବୋଲି ସରକାର ଆଶା ପୋଷଣ କରିଥିଲେ

ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ମାଛ ଧରା ଉପରେ ସରକାରୀ କଟକଣା
Date : 2 Nov, 2010
କଇଁଛଙ୍କ ଲାଗି ଏବେ ରାଜ୍ୟରେ ଥିବା ପ୍ରାୟ ୩ ଲକ୍ଷ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି
ସିଟି ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗରେ ୩ ବର୍ଷ ହେଲା ତାଲା ଝୁଲୁଛି
Date : 2 Nov, 2010
କଟକ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ହସ୍ପିଟାଲ ଭାବେ ବୀରେନ୍ ମିତ୍ର (ସିଟି ହସ୍ପିଟାଲ) ମର୍ଯ୍ୟାଦା ପାଉଥିଲେ ମଧ୍ୟ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ ଏହାର ଆଖିଦୃଶିଆ ଉନ୍ନତି ହୋଇପାରୁନାହିଁ