Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

Rest of Odisha - Rourkela News

Pages: Prev 1 2 ...148 149 150 151 152 Next

ପ୍ରତି ସ୍କୁଲରେ ଗଠନ ହେବ ପରିଚାଳନା ଓ ଉନ୍ନୟନ କମିଟି

Date : 6 Nov, 2010

ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପରୀକ୍ଷା ନିରୀକ୍ଷା ଅବ୍ୟାହତ ରଖିଛନ୍ତି୤

0 comments | Continued

ସମସ୍ୟାରେ ଉବୁଟୁବୁ ବଡ଼ ମେଡ଼ିକାଲର ଆଶୁ ଚିକିତ୍ସା ବିଭାଗ

Date : 4 Nov, 2010

ରାଜ୍ୟର ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅଣଦେଖା ମନୋଭାବ ଯୋଗୁଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାକୁ ବସିଲାଣି୤

0 comments | Continued

ପାରିପାର୍ଶ୍ବିକ ବିକାଶରେ ଜଙ୍ଗଲ ସୃଷ୍ଟି ଏବେ ପ୍ରହସନ

Date : 4 Nov, 2010

ରାଜ୍ୟର ଶିଳ୍ପ ପ୍ରତିଷ୍ଠା ନାମରେ ଚାଲିଛି ପରିବେଶର ବିନାଶ୤

0 comments | Continued

ପ୍ରଦୂଷଣ ଯୋଗୁଁ ନଷ୍ଟ ହେବାରେ ଲାଗିଛି ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ

Date : 4 Nov, 2010

ବିଶ୍ବ ପ୍ରସିଦ୍ଧ ତଥା ଐତିହ୍ୟ ସମ୍ପନ୍ନ ଶ୍ରୀମନ୍ଦିର ପରିସରରେ ପରିବେଶ ସୁରକ୍ଷା ଦିଗ ପ୍ରତି ଯଥାବିଧି ପଦକ୍ଷେପ ନିଆଯାଉନାହିଁ୤

0 comments | Continued

ଭିତ୍ତି ପ୍ରସ୍ତରରେ ହିଁ ସୀମିତ ରହିଛି ବଂଶଧାରା ସମନ୍ବିତ ପ୍ରକଳ୍ପ

Date : 4 Nov, 2010

ଓଡ଼ିଶାର ବିଭିନ୍ନ ନଦୀର ଜଳ ଉପରେ ଆନ୍ଧ୍ରର ଦାଦାଗିରି ବଢ଼ି ଚାଲିଥିବା ବେଳେ ଓଡ଼ିଶା ସରକାର କେବଳ ଜଳକା ହୋଇ ବସିରହିଛନ୍ତି୤

0 comments | Continued
ଭଜନ ସମ୍ରାଟଙ୍କ ମନପାରା ଉଡ଼ିଗଲା ଅନେକ ଦୂର……

ଭଜନ ସମ୍ରାଟଙ୍କ ମନପାରା ଉଡ଼ିଗଲା ଅନେକ ଦୂର……

Date : 3 Nov, 2010

ସେ ଗାଇଥିଲେ… ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ଉଡ଼ିକି….., ଆଜି ତାଙ୍କର ମନପାରା ଶ୍ରୀକ୍ଷେତ୍ର, ଓଡ଼ିଶା ଆଉ ଏ ମରଧାମକୁ ଛାଡ଼ି ଉଡ଼ିଯାଇଛି ଅନେକ ଦୂର୤

0 comments | Continued

ପ୍ରସ୍ତାବିତ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ଚାରିଲେନ୍‌ କରିବା ନେଇ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା

Date : 3 Nov, 2010

ବିଶ୍ବ ପ୍ରସିଦ୍ଧ ତୀର୍ଥ ଧାମ ପୁରୀ, ସଦାସର୍ବଦା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଆସିଥିଲା ବେଳେ ଭୁବନେଶ୍ବର-ପୁରୀ ୨୦୩ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଦିନକୁ ଦିନ ବୃଦ୍ଧି ପାଇଚାଲିଛି୤

0 comments | Continued

ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଲା: ରେଭେନ୍‌ସାରୁ ହଜିଗଲାଣି ଓଡିଆ ବିଭାଗ

Date : 2 Nov, 2010

ରେଭେନ୍‌ସା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଭାଷା ଓ ସାହିତ୍ୟର ସୁରକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ ଗବେଷଣା ସୁଯୋଗ ମିଳିବ ବୋଲି ସରକାର ଆଶା ପୋଷଣ କରିଥିଲେ୤

0 comments | Continued
ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ମାଛ ଧରା ଉପରେ ସରକାରୀ କଟକଣା

ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ମାଛ ଧରା ଉପରେ ସରକାରୀ କଟକଣା

Date : 2 Nov, 2010

କଇଁଛଙ୍କ ଲାଗି ଏବେ ରାଜ୍ୟରେ ଥିବା ପ୍ରାୟ ୩ ଲକ୍ଷ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି୤

0 comments | Continued

ସିଟି ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗରେ ୩ ବର୍ଷ ହେଲା ତାଲା ଝୁଲୁଛି

Date : 2 Nov, 2010

କଟକ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ହସ୍ପିଟାଲ ଭାବେ ବୀରେନ୍‌ ମିତ୍ର (ସିଟି ହସ୍ପିଟାଲ) ମର୍ଯ୍ୟାଦା ପାଉଥିଲେ ମଧ୍ୟ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁଁ ଏହାର ଆଖିଦୃଶିଆ ଉନ୍ନତି ହୋଇପାରୁନାହିଁ୤

0 comments | Continued
Pages: Prev 1 2 ...148 149 150 151 152 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg