Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
January 2019
M T W T F S S
« Jul    
 123456
78910111213
14151617181920
21222324252627
28293031  

Rest of Odisha - Rourkela News

Pages: Prev 1 2 3 4 ...151 152 Next

ଯୁକ୍ତ ଦୁଇ ପରୀକ୍ଷା ଚଳିତ ବର୍ଷ ଫେବ୍ରୁଆରୀ ୧୭ରୁ ହେବ

Date : 2 Jan, 2014

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ପରୀକ୍ଷା ପ୍ରକ୍ରିୟା ୨୦୧୪ ଫେବୃୟାରୀ ୧୭ ତାରିଖରୁ ଆରମ୍ଭ ହେବ୤

1 comment | Continued

ଓଡ଼ିଆ ଝିଅ ସାଇନା ସାଲୋନିକା ବିଶ୍ବ ଯୁବ ଚେସ୍‌ ଚମ୍ପିଆନ୍‌

Date : 30 Dec, 2013

ଓଡ଼ିଶାର ଝିଅ ତଥା ଉଦୀୟମାନ ଚେସ୍‌ ତାରକା ସାଇନା ସାଲୋନିକା ବିଶ୍ବ ଯୁବ ଚମ୍ପିଆନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି୤

0 comments | Continued

ନୂତନ ଢାଞ୍ଚାରେ ୨୦୧୪ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରୀ ୨୫ରୁ ଆରମ୍ଭ

Date : 27 Dec, 2013

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୧୪ବର୍ଷ ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରାୟ ୨୭୦୦ରୁ ଊର୍ଦ୍ଧ୍ବ କେନ୍ଦ୍ରରେ ଉଭୟ ରେଗୁଲାର ଓ ଏକ୍ସ୍‌-ରେଗୁଲାର ବିଭାଗରେ ମୋଟ୍‌ ୬ଲକ୍ଷ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରିଷଦର ସଭାପତି ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି୤

0 comments | Continued

୨୪ତମ ରାଜ୍ୟ ଚଳଚ୍ଚିତ୍ର ଓ ପ୍ରଥମ ଟେଲି ପୁରସ୍କାର ଘୋଷିତ

Date : 10 Dec, 2013

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ଆସୁଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ପ୍ରଥମ ଟେଲି ପୁରସ୍କାର ଘୋଷଣା କରାଯାଇଛି୤

0 comments | Continued

ତନ୍ତ୍ର ବିଦ୍ୟା ପ୍ରତିକାର ଓ ସୁରକ୍ଷା ବିଧେୟକ-୨୦୧୩ ଗୃହୀତ

Date : 7 Dec, 2013

ଡାଆଣୀ ସନ୍ଦେହରେ କୌଣସି ମହିଳାଙ୍କୁ ଚିହ୍ନଟ, ମାନସିକ ଓ ଶାରୀରିକ ନିର୍ଯାତନା କିମ୍ବା ସମ୍ପତ୍ତି ନଷ୍ଟ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ୤

0 comments | Continued

ବିଧାନସଭାରେ ଜମି ବିକ୍ରୀ ପଞ୍ଜୀକରଣ ଅଧିନିୟମ ସଂଶୋଧନ ବିଧେୟକ ଗୃହୀତ

Date : 5 Dec, 2013

ଉପଯୁକ୍ତ ପ୍ରତିପକ୍ଷ ତଥା ଦାବିଦାର ବ୍ୟକ୍ତି ବା ସଂସ୍ଥାର ବିନା ଅନୁମତିରେ ୫ ପ୍ରକାର ଜମିକୁ ଆଉ କ୍ରୟ, ବିକ୍ରୟ, ଦାନ, ବନ୍ଧକ, ବଦଳ କିମ୍ବା ହସ୍ତାନ୍ତର ନିମନ୍ତେ ପଞ୍ଜୀକରଣ କରାଯାଇ ପାରିବ ନାହିଁ୤

0 comments | Continued

ରାଜ୍ୟରେ ଲୋକକଳା ପ୍ରୋତ୍ସାହନ ଓ ଜୀବିକା ନିର୍ବାହ ଯୋଜନା ବ୍ୟବସ୍ଥା

Date : 23 Nov, 2013

ରାଜ୍ୟର ପାରମ୍ପରିକ ଲୋକ କଳାକାରମାନଙ୍କୁ ଜୀବନ ଜୀବିକାର ପ୍ରୋତ୍ସାହନ, ଲୋକକଳାର ପୁନରୁଦ୍ଧାର ଓ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବ୍ୟବସ୍ଥା୤

0 comments | Continued

ଓପିଏସ୍‌ସି ପରୀକ୍ଷାରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ବ୍ୟବସ୍ଥା

Date : 23 Nov, 2013

ପ୍ରଶ୍ନପତ୍ର ଇଂରାଜୀ ଭାଷାରେ ଲେଖାଥିବ କିନ୍ତୁ ଉତ୍ତର ଓଡ଼ିଆ ଭାଷାରେ ବି ଲେଖାଯାଇପାରିବ୤

0 comments | Continued

ନୂତନ ପଦ୍ଧତିର ମାଟ୍ରିକ୍‌ ପରୀକ୍ଷା ପାଇଁ ବ୍ୟବସ୍ଥା

Date : 13 Nov, 2013

୨୦୧୪ରେ ନୂତନ ପଦ୍ଧତିରେ ଅନୁଷ୍ଠିତ ହେବାକୁ ଯାଉଥିବା ମାଟ୍ରିକ୍‌ ପରୀକ୍ଷା ପାଇଁ ନମୁନା ପ୍ରଶ୍ନ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି୤

0 comments | Continued

ରାଜ୍ୟର ସବୁ ଥାନାକୁ ଚଳିତ ବର୍ଷ ସିସିଟିଏନ୍‌ଏସ୍‌ରେ ସଂଯୋଗ କରାଯିବ

Date : 12 Nov, 2013

୦୧୧-୧୨ ବର୍ଷରେ ରାଜ୍ୟରେ ଆରମ୍ଭ ହୋଇଥିବା କ୍ରାଇମ୍‌ ଆଣ୍ଡ କ୍ରିମିନାଲ୍‌ ଟ୍ରାକିଂ ନେଟ୍‌ୱାର୍କ ଆଣ୍ଡ ସିଷ୍ଟମ୍‌ (ସିସିଟିଏନ୍‌ଏସ୍‌) ବ୍ୟବସ୍ଥା ବେଶ୍‌ ଫଳପ୍ରଦ ହୋଇଛି୤

0 comments | Continued
Pages: Prev 1 2 3 4 ...151 152 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg