- No events to show[ More Details ]
M | T | W | T | F | S | S |
---|---|---|---|---|---|---|
1 | 2 | 3 | 4 | 5 | ||
6 | 7 | 8 | 9 | 10 | 11 | 12 |
13 | 14 | 15 | 16 | 17 | 18 | 19 |
20 | 21 | 22 | 23 | 24 | 25 | 26 |
27 | 28 | 29 | 30 |
Rest of Odisha - Rourkela News
ରାଜ୍ୟରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ସର୍ବଭାରତୀୟ(ମୁଖ୍ୟ) ପରୀକ୍ଷା ଆଧାର ହେବ
Date : 5 Nov, 2013
ରାଜ୍ୟରେ ଥିବା ବିଭିନ୍ନ ଇଞ୍ଜିନିୟରିଂ କଲେଜ୍ରେ ଶିକ୍ଷା ଗ୍ରହଣ ପାଇଁ ଓଜେଇଇ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ରହିବ ନାହିଁ
ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା : ଶୀଘ୍ର ଉଦ୍ଘାଟିତ ହେବ ଅନ୍ତର୍ଜାତୀୟ ବିମାନ ସେବା
Date : 1 Nov, 2013
ଓଡ଼ିଶାର ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦର ଏବଂ ମଣିପୁରର ଇମ୍ଫାଲ ବିମାନବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିଛି କେନ୍ଦ୍ର କ୍ୟାବିନେଟ୍ ଏହି ଦୁଇ ବିମାନବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି
ମାଟ୍ରିକ୍ ପରୀକ୍ଷାରେ ସଂସ୍କାର ପାଇଁ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନୂତନ ଢାଞ୍ଚାରେ ହେବ ପରୀକ୍ଷା
Date : 30 Oct, 2013
ଆସନ୍ତା ଶିକ୍ଷାବର୍ଷରୁ(୨୦୧୪) ସମଗ୍ର ରାଜ୍ୟରେ ସଂସ୍କାରିତ ବ୍ୟବସ୍ଥା ଓ ନୂଆ ଢାଞ୍ଚାରେ ପରିଚାଳିତ ହେବ ହାଇସ୍କୁଲ ସାର୍ଟିଫିକଟ୍ ପରୀକ୍ଷା

ପ୍ରଦୀପ ମହାନ୍ତି ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେଲେ
Date : 20 Sep, 2013
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ପ୍ରଦୀପ ମହାନ୍ତି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି
୪ଟି ସ୍ବତନ୍ତ୍ର କୋର୍ଟ ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
Date : 18 Sep, 2013
ଚିଟ୍ ଫଣ୍ଡ ଭଳି ବିଭିନ୍ନ ଅର୍ଥ ବିନିଯୋଗକାରୀ ସଂସ୍ଥା ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇ ଫେରାର ହେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା
ଯୁକ୍ତତିନି ପାଠ୍ୟକ୍ରମ ଓ ପରୀକ୍ଷା ଢାଞ୍ଚାରେ ସଂସ୍କାର ଅଣାଯିବା ନେଇ ନିଷ୍ପତ୍ତି
Date : 18 Sep, 2013
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ପଦକ୍ଷେପ ନିଆଯିବା ପରେ ଏବେ ଯୁକ୍ତତିନି ତଥା ବିଶ୍ବବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମ, ପରୀକ୍ଷା ଓ ମୂଲ୍ୟାୟନ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ନିମେନ୍ତ ଉଦ୍ୟମ ଆରମ୍ଭ ହୋଇଛି
ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ
Date : 16 Sep, 2013
ଦୀର୍ଘ ବର୍ଷ ପରେ ସରକାରୀ ଡିଗ୍ରୀ କଲେଜରେ ଅଧ୍ୟାପକ ନିଯୁକ୍ତ ହେବେ

ଅଗ୍ନି-୫ ର ସଫଳ ଉତ୍କ୍ଷେପଣ: ୫ହଜାର କିଲୋମିଟର ଲକ୍ଷ୍ୟଭେଦ କ୍ଷମତା
Date : 16 Sep, 2013
ପ୍ରତିରକ୍ଷା ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଧାମରା ସ୍ଥିତ ହ୍ବିଲର ଦ୍ବୀପରୁ ଗତକାଲି ‘ଅଗ୍ନି-୫’ର ଉତ୍କ୍ଷେପଣ ସଫଳ ହୋଇଛି
ଓଡ଼ିଶାର ରେଳ ସମ୍ପର୍କୀତ ଦାବି ପ୍ରତି କେନ୍ଦ୍ରର ଅବହେଳା
Date : 12 Sep, 2013
ପୂର୍ବତଟ ରେଳବାଇର ପୁନର୍ଗଠନ ପାଇଁ ଓଡ଼ିଶା ବିଧାନସଭାର ରେଳବାଇ ସଂକ୍ରାନ୍ତ ଗୃହ କମିଟି ପୂର୍ବରୁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଆସିଛନ୍ତି
ରାଜ୍ୟରେ ଡାକ୍ତର ମରୁଡ଼ି: ୧୬୮ଜଣ ଡାକ୍ତରଙ୍କ ଖବର ନାହିଁ
Date : 9 Sep, 2013
ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପ୍ରାୟ ୧୦୦ଜଣ ଡାକ୍ତର ସେମାନଙ୍କ ଇସ୍ତଫାପତ୍ର ସରକାରଙ୍କୁ ଦେଇଛନ୍ତି, ଯାହା ଉପରେ ନିଷ୍ପତ୍ତି ନିଆଯିବା ପ୍ରକ୍ରିୟା ଜାରି ରହିଛି