Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Partly Cloudy, 43 C

Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27

Full Forecast at Yahoo! Weather
ARCHIVE
May 2012
M T W T F S S
« Apr    
 123456
78910111213
14151617181920
21222324252627
28293031  

Rest of Odisha - Rourkela News

Pages: Prev 1 2 ...3 4 5 ...132 133 Next

ଜୁଲାଇରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ

Date : 28 Apr, 2012

ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ମାଟ୍ରିକ୍‌) ଏଥର ପ୍ରଶ୍ନପତ୍ର ଚୋରି ଓ ପ୍ରଘଟ ଜନିତ କାରଣରୁ ବହୁ ବିଳମ୍ବରେ ଅର୍ଥାତ୍‌ ଅପ୍ରେଲ୍‌ ୧୭ ତାରିଖରେ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହୋଇଛି୤

0 comments | Continued

ସବୁଜ ଓ ସଫାସୁତୁରା ଶକ୍ତିର ଉତ୍ସ ଭାବେ ଜଳ ବିଦ୍ୟୁତ୍‌ ହେଉଛି ସର୍ବୋତ୍ତମ ବିକଳ୍ପ

Date : 28 Apr, 2012

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ସହିତ ବିଦ୍ୟୁତ୍‌ ଶକ୍ତିର ଚାହିଦା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି୤

0 comments | Continued

ଚଳିତ ବର୍ଷ ୨ ଲକ୍ଷ ହେକ୍ଟର ବନୀକରଣ: ବନ ସଂରକ୍ଷଣ ସମିତି ସହାୟତାରେ କାର୍ଯ୍ୟାନ୍ବୟନ ଯୋଜନା

Date : 28 Apr, 2012

ଚଳିତ ଆର୍ଥିକ ବର୍ଷ ଅଧିକ ୨ ଲକ୍ଷ ହେକ୍ଟର ଅଞ୍ଚଳରେ ବନୀକରଣ କରାଯିବ୤

0 comments | Continued

ରାଜ୍ୟରେ ସହରୀକରଣ ବୃଦ୍ଧି ଯୋଗୁଁ କୃଷିକ୍ଷେତ୍ର ହ୍ରାସ ପାଉଛି

Date : 27 Apr, 2012

ଦିନକୁ ଦିନ ରାଜ୍ୟରେ ସହରାଞ୍ଚଳର କୃଷିକ୍ଷେତ୍ର ହ୍ରାସ ପାଇବାରେ ଲାଗିଛି, ଯାହାଫଳରେ ଭିବଷ୍ୟତରେ ଖାଦ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ଦେଖାଦେଇଛି୤

0 comments | Continued

ନୂଆ ବ୍ୟବସ୍ଥାରେ ପିଡ଼ିଏସ୍‌ ସାମଗ୍ରୀ ଠିକ୍‌ରେ ପହଞ୍ଚାଇବାକୁ ନିର୍ଦ୍ଦେଶ

Date : 27 Apr, 2012

ଚଳିତ ମାସ ଆରମ୍ଭରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ବା ପିଡ଼ିଏସ୍‌ରେ ଘରୋଇ ଷ୍ଟୋରେଜ୍‌ ଉଚ୍ଛେଦ କରି ସରକାର ନିଜ ହାତକୁ ସବୁକିଛି ନେଇଥିବାବେଳେ ଏହି ନୂତନ ବ୍ୟବସ୍ଥାରେ କିପରି ଲୋକଙ୍କ ପାଖରେ ଠିକ୍‌ ଭାବେ ସାମଗ୍ରୀ ପହଞ୍ଚିପାରିବ ସେଥିନେଇ ଗୁରୁତ୍ବ ଦେବାକୁ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି୤

0 comments | Continued

ଏଥର ମୌସୁମୀ ବର୍ଷା ସ୍ବାଭାବିକ ହେବ

Date : 27 Apr, 2012

ଚଳିତବର୍ଷ ଦେଶରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ପ୍ରବାହ ସ୍ବାଭାବିକ ରହିବା ସହ ଜୁନ୍‌ ରୁ ସେପ୍ଟେମ୍ବର ମାସ ମଧ୍ୟରେ ୮୯ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ପ୍ରଥମ ଦୂର ଅବଧି ଆକଳନ ରିପୋର୍ଟରେ କୁହାଯାଇଛି୤

0 comments | Continued

ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ସ୍ବତନ୍ତ୍ର ଆଇନ ହେବ

Date : 27 Apr, 2012

ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ଢାଞ୍ଚାରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି୤

0 comments | Continued

ରାଜ୍ୟରେ ମ୍ୟାଲେରିଆ ରୋଗୀ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି

Date : 26 Apr, 2012

ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି୤ ଏହି ଯୋଜନା ଦ୍ବାରା ଗତ ୪ ବର୍ଷର ରେକର୍ଡ଼କୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଗତ ୨୦୧୧ ମସିହାରେ ମ୍ୟାଲେରିଆ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ମ୍ୟାଲେରିଆରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି୤

0 comments | Continued

ପାନୀୟ ଜଳ ଯୋଗାଣରେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Date : 26 Apr, 2012

ଗ୍ରୀଷ୍ମଋତୁରେ ଲୋକମାନେ ପାଣି ପାଇବାରେ ଯେପରି କୌଣସି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି୤

0 comments | Continued

ଭିନ୍ନକ୍ଷମଙ୍କ ବିକାଶ ପାଇଁ ୧୫ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମହିଳା ଓ ଶିଶୁକଲ୍ୟାଣ ବିଭାଗକୁ ପରାମର୍ଶ

Date : 26 Apr, 2012

ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉନ୍ନତି ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ୤

0 comments | Continued
Pages: Prev 1 2 ...3 4 5 ...132 133 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg