- No events to show[ More Details ]

Current Tempature
Forecast:
Mon - Clear. High: 29 Low: 14
Tue - Sunny. High: 32 Low: 14
Full Forecast at Yahoo! Weather
Sports - Rourkela News
ବିଶ୍ରାମୁଣ୍ଡା ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ରାଉରକେଲାକୁ ଗୌରବାନ୍ବିତ କଲେ
Date : 11 Nov, 2011
ଛତିଶଗଡ଼ର ରାଜନନ୍ଦନଗାଓଁ ଠାରେ ଗତ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୭ ବର୍ଷରୁ କମ୍ ଜାତୀୟ ବିଦ୍ୟାଳୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳକୁ ପ୍ରତିନିଧିତ୍ବ କରିଥିବା ଦଳ ଚମ୍ପିଆନ୍ ହୋଇଛି
15th ASISC National Athletic Meet inaugurated by CEO, RSP
Date : 8 Nov, 2011
“Rourkela has a rich sporting heritage and is home to many sporting legends in which the contribution of RSP is considerable as commendable” said, Mr. G. S. Prasad, CEO.
0 comments | Continuedଆନ୍ତଃ ଇସ୍ପାତ ହକି ପ୍ରତିଯୋଗିତା ଉଦ୍ଯାପିତ : ଆର୍ଏସ୍ପି ଚମ୍ପିଆନ୍
Date : 22 Oct, 2011
ଗତ ୧୮ ତାରିଖରେ ଆର୍ଏସ୍ପି ପକ୍ଷରୁ ଆୟୋଜିତ ୧୬ ବର୍ଷରୁ କମ୍ ଆନ୍ତଃ ଇସ୍ପାତ ହକି ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି
RSP team emerges champion in Inter Steel Chess Tournament after a gap of 25 years
Date : 28 Sep, 2011
The chess team of Rourkela Steel Plant (RSP) repeated history after a long gap of 25 years by emerging as champion in the Inter Steel Chess Tournament, held at Vizag from 22nd to 25th September.
0 comments | Continuedଆର୍ଏସ୍ପି ପକ୍ଷରୁ ଆୟୋଜିତ ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଯାପିତ
Date : 17 Sep, 2011
ଗତ ୬ ତାରିଖରୁ ରାଉରକେଲା ଇସ୍ପାତ କାରଖାନା କ୍ରୀଡ଼ା ବିଭାଗ ପକ୍ଷରୁ ସ୍ଥାନୀୟ ଇସ୍ପାତ ଷ୍ଟାଡିୟମ୍ରେ ଆୟୋଜିତ ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି
୧୭ ଦିନ ଧରି ଚାଲିଥିବା ଗ୍ରାମୀଣ ହକି ପ୍ରତିଯୋଗିତା ଉଦ୍ଯାପିତ
Date : 14 Sep, 2011
ଗତମାସ ୨୯ ତାରିଖରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ରେ ଆର୍ଏସ୍ପି ପକ୍ଷରୁ ଆୟୋଜିତ ଗ୍ରାମୀଣ ହକି ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି
ଆର୍ଏସ୍ପି ଗ୍ରାମୀଣ ହକି ପ୍ରତିଯୋଗିତାର ଫାଇନାଲ୍ ଆସନ୍ତା କାଲି
Date : 13 Sep, 2011
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆର୍ଏସ୍ପି କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଅଷ୍ଟମ ଗ୍ରାମାଞ୍ଚଳ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆସନ୍ତା କାଲି ଖେଳାଯିବ
ଆର୍ଏସ୍ପି ପକ୍ଷରୁ ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ଉଦ୍ଘାଟିତ
Date : 6 Sep, 2011
ପ୍ରତିବର୍ଷ ପରି ରାଉରକେଲା ଇସ୍ପାତ କାରଖାନା କ୍ରୀଡ଼ା ବିଭାଗ ପକ୍ଷରୁ ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତା ଆଜି ସ୍ଥାନୀୟ ଇସ୍ପାତ ଷ୍ଟାଡିୟମ୍ରେ ଉଦ୍ଘାଟିତ ହୋଇଯାଇଛି
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ: ଆର୍ଏସ୍ପି ପକ୍ଷରୁ ଗ୍ରାମୀଣ ହକି ପ୍ରତିଯୋଗିତା ଆରମ୍ଭ
Date : 29 Aug, 2011
ହକିର କିମ୍ବଦନ୍ତି ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସମଗ୍ର ଦେଶରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇଥାଏ
RSP Team emerges champion at inter-SAIL Football Championship
Date : 27 Aug, 2011
The Rourkela Steel Plant (RSP) Football team emerged champions at the SAIL under-16 Football Championship held at Durgapur, West Bengal.
0 comments | Continued





