Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2019
M T W T F S S
     
 1
2345678
9101112131415
16171819202122
23242526272829
3031  

Sports - Rourkela News

Pages: Prev 1 2 3 4 ...15 16 Next
ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ

ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ

Date : 24 Sep, 2013

ଆଜି ସ୍ଥାନୀୟ ସେକ୍ଟର-୨୦ରେ ଥିବା ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ ହୋଇଛି୤

0 comments | Continued

ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ଚମ୍ପିଆନ୍‌ସିପ୍‌ ଆସନ୍ତା ୨୪ରୁ

Date : 23 Sep, 2013

ଆସନ୍ତାକାଲିଠାରୁ ସ୍ଥାନୀୟ ସେକ୍ଟର-୨୦ରେ ଥିବା ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଆନ୍‌ସିପ୍‌ ଆରମ୍ଭ ହେବାକୁ ଯାଉଛି୤

0 comments | Continued
Rural Hockey Tourney Concludes

Rural Hockey Tourney Concludes

Date : 23 Sep, 2013

The 11th Rural Hockey Tournament, organized by Rourkela Steel Plant(RSP) at Biju Patnaik Hockey Stadium concluded on 22nd September.

0 comments | Continued
ସୁଲ୍‌ତାନ୍‌ ଜୋହର କପ୍‌ ପାଇଁ ଭାରତୀୟ ହକି ଦଳରେ ୩ ଓଡ଼ିଆ ସାମିଲ୍‌

ସୁଲ୍‌ତାନ୍‌ ଜୋହର କପ୍‌ ପାଇଁ ଭାରତୀୟ ହକି ଦଳରେ ୩ ଓଡ଼ିଆ ସାମିଲ୍‌

Date : 4 Sep, 2013

ମାଲେସିଆରେ ଚଳିତ ମାସ ୨୨ ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ୟ ସୁଲ୍‌ତାନ ଅଫ୍‌ ଜୋହର କପ୍‌ ଜୁନିୟର ପୁରୁଷ ହକି ଚମ୍ପିଆନ୍‌ସିପ୍‌ ଅନୁଷ୍ଠିତ ହେବ୤

0 comments | Continued
ଇସ୍ପାତ ସହରରେ ମହାସମାରୋହରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଇସ୍ପାତ ସହରରେ ମହାସମାରୋହରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

Date : 29 Aug, 2013

ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ପାନପୋଷ କ୍ରୀଡ଼ା ସଙ୍ଗଠନ ଆନୁକୂଲ୍ୟରେ ସ୍ଥାନୀୟ ହକି ଛକରେ ଶତାଧିକ ଖେଳାଳି ଓ ଖେଳପ୍ରେମୀ ଉପସ୍ଥିତ ରହି ହକିର ଜାଦୁଗର ଧ୍ୟାନଚାନ୍ଦଙ୍କ ଫୋଟୋରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ୤

0 comments | Continued
ମହିଳା ବିଶ୍ବକପ୍‌ ହକିରେ ବ୍ରୋଞ୍ଚ୍‌ ପଦକ ପାଇ ଫେରିଥିବା ୪ ଖେଳାଳିଙ୍କୁ ବିପୁଳ ସମ୍ବର୍ଦ୍ଧନା

ମହିଳା ବିଶ୍ବକପ୍‌ ହକିରେ ବ୍ରୋଞ୍ଚ୍‌ ପଦକ ପାଇ ଫେରିଥିବା ୪ ଖେଳାଳିଙ୍କୁ ବିପୁଳ ସମ୍ବର୍ଦ୍ଧନା

Date : 9 Aug, 2013

ଚଳିତ ମାସ ୪ ତାରିଖରେ ଜୁନିୟର୍‌ ମହିଳା ହକି ବିଶ୍ବକପ୍‌ରେ ୪ଜଣ ଓଡ଼ିଆ ଖେଳାଳି ଖେଳିଥିଲେ୤

0 comments | Continued
ଜୁନିୟର୍‌ ବିଶ୍ବକପ୍‌ ହକିରେ ଓଡ଼ିଆ ଖେଳାଳିଙ୍କ ସଫଳତା

ଜୁନିୟର୍‌ ବିଶ୍ବକପ୍‌ ହକିରେ ଓଡ଼ିଆ ଖେଳାଳିଙ୍କ ସଫଳତା

Date : 5 Aug, 2013

ଅଗଷ୍ଟ ମାସ ୪ ତାରିଖରେ ଜର୍ମାନୀର ମୋଞ୍ଚେଗ୍ଲାଣ୍ଡ୍‌ବାକ୍‌ଠାରେ ଅନୁଷ୍ଠିତ କନିଷ୍ଠ ମହିଳା ହକି ବିଶ୍ବକପ୍‌ରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ରେ ପ୍ରବେଶ କରିବା ସହିତ ତୃତୀୟ ସ୍ଥାନ ହାସଲ କରି ଇତିହାସ ରଚନା କରିଛି୤

0 comments | Continued
ଆର୍‌ଏସ୍‌ପି ମୁକ୍ତ ବିଦ୍ୟାଳୟ ଫୁଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଆର୍‌ଏସ୍‌ପି ମୁକ୍ତ ବିଦ୍ୟାଳୟ ଫୁଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

Date : 22 Jul, 2013

ସେକ୍ଟର ୬ସ୍ଥିତ ଇସ୍ପାତ ଷ୍ଟାଡ଼ିୟମ୍‌ର ଆର୍‌ଏସ୍‌ପି ପକ୍ଷରୁ ଆୟୋଜିତ ଆନ୍ତଃ ମୁକ୍ତ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି୤

0 comments | Continued

ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ମହିଳା କବାଡ଼ି ପ୍ରତିଯୋଗିତା

Date : 17 Jun, 2013

ଓଡ଼ିଶାର ଗଣପର୍ବ ରଜଉତ୍ସବ ଅବସରରେ ରାଉରକେଲାର ଅଗ୍ରଣୀ କ୍ରୀଡ଼ା ସଙ୍ଗଠନ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଦିନିକିଆ ଜିଲ୍ଲାସ୍ତରୀୟ ମହିଳା କବାଡ଼ି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି୤

0 comments | Continued
ତୃତୀୟ ହକି ଇଣ୍ଡିଆ ସବ୍‌ଜୁନିଅର ଜାତୀୟ ହକି ଚମ୍ପିଅନସିପ୍‌ରେ ବିଜୟୀ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା

ତୃତୀୟ ହକି ଇଣ୍ଡିଆ ସବ୍‌ଜୁନିଅର ଜାତୀୟ ହକି ଚମ୍ପିଅନସିପ୍‌ରେ ବିଜୟୀ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା

Date : 30 May, 2013

ଭୋପାଳଠାରେ ଚଳିତ ମାସ ଅନୁଷ୍ଠିତ ଜାତୀୟ ସବ୍‌ ଜୁନିୟର୍‌ ହକି ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ଦଳ ବିଜୟୀ ହୋଇ ଫେରିବା ପରେ ଖେଳାଳିମାନଙ୍କୁ ରାଉରକେଲାରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି୤

0 comments | Continued
Pages: Prev 1 2 3 4 ...15 16 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg