Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
June 2019
M T W T F S S
     
 12
3456789
10111213141516
17181920212223
24252627282930

Sports - Rourkela News

Pages: Prev 1 2 3 4 ...15 16 Next

Selection of Cadets for SAIL Hockey Academy to be held from 25th May

Date : 14 May, 2013

The selection trial for enrollment of cadets to the SAIL Hockey Academy(SHA), run by Rourkela Steel Plant (RSP) at Rourkela will be held from 25thto 29thMay 2013 at Biju Patnaik Hockey Stadium.

1 comment | Continued
More than 1500 students marks the Summer Coaching camp of RSP

More than 1500 students marks the Summer Coaching camp of RSP

Date : 4 May, 2013

Summer Coaching Camp, the mega annual coaching programe of Rourkela Steel Plant (RSP), has evoked an enthusiastic response from the students of the steel city

2 comments | Continued

୨୦୧୩-୧୪ ବର୍ଷ କ୍ରୀଡ଼ାଛାତ୍ରାବାସମାନଙ୍କରେ ପ୍ରବେଶ ନିମେନ୍ତ ପାଇଁ ମେଧା ଅନ୍ବେଷଣ ପ୍ରକ୍ରିୟା ଆରମ୍ଭ

Date : 5 Apr, 2013

ରାଜ୍ୟରେ ଥିବା କ୍ରୀଡ଼ାଛାତ୍ରାବାସମାନଙ୍କରେ ପ୍ରବେଶ ନିମନ୍ତେ ୨୦୧୩-୧୪ ବର୍ଷ ପାଇଁ କ୍ରୀଡ଼ା ମେଧା ଅନ୍ବେଷଣ ପ୍ରକ୍ରିୟା ଆରମ୍ଭ ହୋଇଛି୤

0 comments | Continued

ପୁରୁଷ ବିଶ୍ବକପ୍‌ ହକି ଲିଗ୍‌ ପ୍ରଶିକ୍ଷଣ ଶିବିରରେ ରାଉରକେଲାରୁ ଅମିତଙ୍କ ଯୋଗଦାନ

Date : 4 Apr, 2013

ପୁରୁଷ ବିଶ୍ବକପ୍‌ ଲିଗ୍‌ ମ୍ୟଚ୍‌ ପୁର୍ବରୁ ହକି ଖେଳାଳୀମାନଙ୍କ ପାଇଁ ବେଙ୍ଗାଲୁରୁରେ ଚଳିତମାସ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି୤

0 comments | Continued

ଜୁନିୟର୍‌ ହକି ବିଶ୍ବକପ୍‌ ତାଲିମ୍‌ ଶିବିରରେ ରାଉରକେଲାରୁ ୫ଜଣ

Date : 1 Apr, 2013

ଆସନ୍ତା ଡିସେମ୍ବର ମାସରେ ଜୁନିୟର୍‌ ବିଶ୍ବ କପ୍‌ ହକି ପ୍ରତିଯୋଗିତା ଭାରତରେ ହେବାକୁ ଯାଉଛି୤

0 comments | Continued
ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷକ ପାଠ୍ୟକ୍ରମ ପାଇଁ ରାଉରକେଲାରୁ ୭ ଖେଳାଳିଙ୍କ  ଆବେଦନ

ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷକ ପାଠ୍ୟକ୍ରମ ପାଇଁ ରାଉରକେଲାରୁ ୭ ଖେଳାଳିଙ୍କ ଆବେଦନ

Date : 26 Mar, 2013

ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ ପକ୍ଷରୁ ହେବାକୁ ଥିବା ୬ ସପ୍ତାହ ବ୍ୟାପୀ ସ୍ବତନ୍ତ୍ର କ୍ରୀଡ଼ା ପ୍ରଶିକ୍ଷକ ତାଲିମ୍‌ ପାଇଁ ରାଉରକେଲାରୁ ପ୍ରଥମଥର ୭ଜଣ ଖେଳାଳି ଆବେଦନ କରିଛନ୍ତି୤

Comments Off | Continued

ରାଜ୍ୟ କ୍ରୀଡ଼ାବିଭାଗର ପରାମର୍ଶଦାତାଙ୍କ ଦ୍ବାରା ଜିଲ୍ଲାର ବିଭିନ୍ନ କ୍ରୀଡ଼ା ପ୍ରକଳ୍ପଗୁଡ଼ିକର ସମୀକ୍ଷା

Date : 25 Mar, 2013

ସ୍ପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆର ପୂର୍ବତନ ଅଞ୍ଚଳିକ ନିର୍ଦ୍ଦେଶକ ତଥା ବର୍ତ୍ତମାନ ରାଜ୍ୟସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଭିଭିଏସ୍‌ଏନ୍‌ ରାଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତକରି ଜିଲ୍ଲାର ବିଭିନ୍ନ କ୍ରୀଡ଼ା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି୤

0 comments | Continued
ଦ୍ବିତୀୟ ରାଜ୍ୟସ୍ତରୀୟ ମହିଳା ହକି ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ

ଦ୍ବିତୀୟ ରାଜ୍ୟସ୍ତରୀୟ ମହିଳା ହକି ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ

Date : 25 Mar, 2013

ହକି ଓଡ଼ିଶା ଓ ସୁନ୍ଦରଗଡ଼ ଜିଲ୍ଲା ହକି ସଂଘ ଆନୁକୂଲ୍ୟରେ ୨୪ ତାରିଖ ସନ୍ଧ୍ୟାରେ ଦ୍ବିତୀୟ ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍‌ଠାରେ ଉଦ୍‌ଘାଟିତ ହୋଇଛି୤

0 comments | Continued
ଜାତୀୟ ସ୍ତରର କ୍ରୀଡ଼ା ପ୍ରଶିକ୍ଷଣରେ ଯୋଗଦେବା ପାଇଁ ରାଉରକେଲାରୁ ଦୁଇ ଖେଳାଳୀଙ୍କ ଯାତ୍ରା

ଜାତୀୟ ସ୍ତରର କ୍ରୀଡ଼ା ପ୍ରଶିକ୍ଷଣରେ ଯୋଗଦେବା ପାଇଁ ରାଉରକେଲାରୁ ଦୁଇ ଖେଳାଳୀଙ୍କ ଯାତ୍ରା

Date : 19 Mar, 2013

ଚଳିତ ମାସ ୨୦ ତାରିଖରୁ ଆସନ୍ତାମାସ ୨୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀଠାରେ ଜାତୀୟ କ୍ରୀଡ଼ା ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ସ୍ଥାନୀୟ କ୍ରୀଡ଼ା ଛାତ୍ରାବାସର ଦୁଇ ମହିଳା ହକି ତାରକା ଆଜି ନୂଆଦିଲ୍ଲୀ ଯାତ୍ରା କରିଛନ୍ତି୤

0 comments | Continued
ପୂର୍ବତନ କ୍ରିକେଟ୍‌ ଖେଳାଳି ହରମୋହନ ପ୍ରହରାଜଙ୍କ ପରଲୋକ

ପୂର୍ବତନ କ୍ରିକେଟ୍‌ ଖେଳାଳି ହରମୋହନ ପ୍ରହରାଜଙ୍କ ପରଲୋକ

Date : 9 Mar, 2013

ଓଡ଼ିଶା କ୍ରିକେଟର ଜଣେ ମହାରଥୀ ତଥା ପରିଚିତ ବ୍ୟକ୍ତିତ୍ବ ହରମୋହନ ପ୍ରହରାଜଙ୍କର ୮ ତାରିଖ ସନ୍ଧ୍ୟାରେ ରାଉରକେଲାରେ ହୃଦ୍‌ଘାତରେ ପରଲୋକ ଘଟିଛି୤

1 comment | Continued
Pages: Prev 1 2 3 4 ...15 16 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg