Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Partly Cloudy, 43 C

Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27

Full Forecast at Yahoo! Weather
ARCHIVE
May 2012
M T W T F S S
« Apr    
 123456
78910111213
14151617181920
21222324252627
28293031  

Sports - Rourkela News

Pages: Prev 1 2 ...3 4 5 ...11 12 Next

ଅପ୍ରେଲ ୫ ରୁ ଆର୍‌ଏସ୍‌ପି ଓପନ୍ ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

Date : 31 Mar, 2011

ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଆନୁକୂଲ୍ୟରେ ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍ ଠାରେ, ରାଉରକେଲା ଓପନ୍ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅପ୍ରେଲ ୫ ତାରିଖରୁ ଅନୁଷ୍ଠିତ ହେବ୤

0 comments | Continued
ଆନ୍ତଃ ଇସ୍ପାତ କାରଖାନା ହକି ପ୍ରତିଯୋଗିତା ଆରମ୍ଭ

ଆନ୍ତଃ ଇସ୍ପାତ କାରଖାନା ହକି ପ୍ରତିଯୋଗିତା ଆରମ୍ଭ

Date : 29 Mar, 2011

ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍‌ପି) କ୍ରୀଡା ବିଭାଗ ଆନୁକୂଲ୍ୟରେ ଆନ୍ତଃ ଇସ୍ପାତ କାରଖାନା ହକି ପ୍ରତିଯୋଗିତା ଆଜିଠାରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି୤

0 comments | Continued

ରାଉରକେଲା ମୁକ୍ତ ବକ୍ସିଂ ପ୍ରତିଯୋଗିତା ଉଦ୍‌ଯାପିତ

Date : 25 Mar, 2011

ଗତ ୨୨ ତାରିଖରେ ଆର୍‌ଏସ୍‌ପି ପକ୍ଷରୁ ଆୟୋଜିତ ରାଉରକେଲା ମୁକ୍ତ ବକ୍ସିଂ ପ୍ରତିଯୋଗିତା ଗତ କାଲି ସନ୍ଧ୍ୟାରେ ସମାପ୍ତ ହୋଇଛି୤

0 comments | Continued
ଆର୍‌ଏସ୍‌ପି ପକ୍ଷରୁ ମୁକ୍ତ ବକ୍ସିଂ ପ୍ରତିଯୋଗିତା ଆରମ୍ଭ

ଆର୍‌ଏସ୍‌ପି ପକ୍ଷରୁ ମୁକ୍ତ ବକ୍ସିଂ ପ୍ରତିଯୋଗିତା ଆରମ୍ଭ

Date : 23 Mar, 2011

ଗତକାଲି ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌ ପରିସରରେ ରାଉରକେଲା ଇସ୍ପାତ କାରଖାନା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ରାଉରକେଲା ମୁକ୍ତ ବକ୍ସିଂ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି୤

0 comments | Continued

ଆର୍ଏସ୍‌ପି ଆନୁକୂଲ୍ୟରେ ଓପନ ବକ୍ସିଂ ପ୍ରତିଯୋଗିତା ଆସନ୍ତା ୨୨ରେ

Date : 12 Mar, 2011

ରାଉରକେଲା ଇସ୍ପାତ କାରଖାନା ଆନୁକୁଲ୍ୟରେ ସେକ୍ଟର-୫ ସ୍ଥିତ ବିଜୁପଟ୍ଟନାୟକ ହକି ଷ୍ଟାଡିୟମ ବକ୍ସିଂ ରିଂରେ ମାର୍ଚ୍ଚ ୨୨ ତାରିଖରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଉଭୟ ବାଳକ ଓ ବାଳିକା ବର୍ଗରେ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ୤

0 comments | Continued
ରାଉରକେଲା ସ୍ପୋର୍ଟସ୍‌ ଆସୋସିଏସନ୍‌ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ

ରାଉରକେଲା ସ୍ପୋର୍ଟସ୍‌ ଆସୋସିଏସନ୍‌ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ

Date : 5 Mar, 2011

ପ୍ରବାଦ ପୁରୁଷ ୰ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଅଗ୍ରଣୀ କ୍ରୀଡ଼ା ସଙ୍ଗଠନ ରାଉରକେଲା ସ୍ପୋର୍ଟସ୍‌ ଆସୋସିଏସନ୍‌ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଏକ ଗଣଦୌଡ଼ କାର୍ଯ୍ୟକ୍ରମ “ବିଜୁ ପଟ୍ଟନାୟକ ମିନି ମାରାଥନ୍‌” ଅନୁଷ୍ଠିତ ହୋଇଯାଇଛି୤

0 comments | Continued

ସୁରେନ୍ଦ୍ର ମାଇନିଂ ପକ୍ଷରୁ ଫୁଟବଲ ପ୍ରତିଭା ଅନ୍ବେଷଣ ଓ ପ୍ରଶିକ୍ଷଣ ଶିବିର

Date : 21 Feb, 2011

ବଣେଇସ୍ଥିତ ସୁରେନ୍ଦ୍ର ମାଇନିଂ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ୍‌ ଲିମିଟେଡ଼ ପକ୍ଷରୁ ଫୁଟବଲ କ୍ରୀଡ଼ା ପ୍ରତି ସ୍କୁଲ ଓ କଲେଜ ଛାତ୍ରଙ୍କୁ ଆକୃଷ୍ଟ କରିବା ସହ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ଅନ୍ବେଷଣ କରି ସେମାନଙ୍କୁ ବିକଶିତ କରିବା ଲକ୍ଷ୍ୟରେ ଏକ ଦୁଇ ଦିନିଆ ପ୍ରତିଭା ଚୟନ ଓ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି୤

0 comments | Continued
ପୁଣି ରାଜ୍ୟ ପାଇଁ ଗୌରବ ଆଣିଲେ ପ୍ରମିଳା

ପୁଣି ରାଜ୍ୟ ପାଇଁ ଗୌରବ ଆଣିଲେ ପ୍ରମିଳା

Date : 16 Feb, 2011

ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା ୩୪ ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ସୁନ୍ଦରଗଡ ଜିଲ୍ଲାର ପ୍ରମିଳା ପ୍ରଭା ମିଞ୍ଜ୍ ପୁଣି ଗୌରବ ଆଣି ଦେଇଛନ୍ତି୤

0 comments | Continued

ସେଲ୍ ୧୬ ବର୍ଷରୁ କମ୍ ଆନ୍ତଃ କାରଖାନା ହକି ପ୍ରତିଯୋଗିତାରେ ଆର୍‌ଏସ୍‌ପି ଚମ୍ପିଆନ୍

Date : 14 Feb, 2011

ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ୧୬ ବର୍ଷରୁ କମ୍ ବର୍ଗର ସେଲ୍ ଆନ୍ତଃ କାରଖାନା ହକି ପ୍ରତିଯୋଗିତା ଇତି ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି୤

0 comments | Continued
ସେଲ୍‌ ଆନ୍ତଃ କାରଖାନା ହକି ପ୍ରତିଯୋଗିତା

ସେଲ୍‌ ଆନ୍ତଃ କାରଖାନା ହକି ପ୍ରତିଯୋଗିତା

Date : 11 Feb, 2011

୧୬ ବର୍ଷରୁ କମ୍‌ ବର୍ଗର ସେଲ୍‌ ଆନ୍ତଃ କାରଖାନା ହକି ପ୍ରତିଯୋଗିତା ଇତି ମଧ୍ୟରେ ସେକ୍ଟର-୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍‌ରେ ଆରମ୍ଭ ହୋଇଛି୤

Comments Off | Continued
Pages: Prev 1 2 ...3 4 5 ...11 12 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg