Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Sunny, 32 C

Forecast:
Mon - Clear. High: 29 Low: 14
Tue - Sunny. High: 32 Low: 14

Full Forecast at Yahoo! Weather
ARCHIVE
February 2012
M T W T F S S
« Jan    
 12345
6789101112
13141516171819
20212223242526
272829  

Top News - Rourkela News

Pages: 1 2 3 4 ...120 121 Next

ଅଷ୍ଟମ ସର୍ବଭାରତୀୟ ବିଜୁପଟ୍ଟନାୟକ ସ୍ମୃତି ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

Date : 4 Feb, 2012

ରାଉରକେଲା ସ୍ପୋର୍ଟସ୍‌ ଆସୋସିଏସନ୍‌ ଦ୍ବାରା ଆୟୋଜିତ ଅଷ୍ଟମ ସର୍ବଭାରତୀୟ ବିଜୁପଟ୍ଟନାୟକ ସ୍ମୃତି ଫୁଟବଲ୍ ପ୍ରତିଯୋଗିତା ଆଜି ଉଦ୍‌ଘାଟିତ ହୋଇଯାଇଛି୤

0 comments | Continued
କଲମରେ ଲେଖା ଯାଇଥିବା ଲେଖା ଚିରସ୍ଥାୟୀ

କଲମରେ ଲେଖା ଯାଇଥିବା ଲେଖା ଚିରସ୍ଥାୟୀ

Date : 4 Feb, 2012

କଲମରେ ଲେଖାଯାଇଥିବା ଲେଖା ଅମର ହୋଇଥାଏ୤

0 comments | Continued
ରାଉରକେଲା ସରକାରୀ ଚିକିତ୍ସାଳୟର ଶିଶୁ ବିଭାଗରେ ବ୍ୟାପକ ଅବ୍ୟବସ୍ଥା: ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି କାମରେ ନଲାଗି ଖତ ଖାଉଛି

ରାଉରକେଲା ସରକାରୀ ଚିକିତ୍ସାଳୟର ଶିଶୁ ବିଭାଗରେ ବ୍ୟାପକ ଅବ୍ୟବସ୍ଥା: ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି କାମରେ ନଲାଗି ଖତ ଖାଉଛି

Date : 3 Feb, 2012

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପନଗରୀ ରାଉରକେଲାରେ ଥିବା ରାଉରକେଲା ସରକାରୀ ଚିକିତ୍ସାଳୟ(ଆର୍‌ଜିଏଚ୍‌) ଜିଲ୍ଲାର ଏକ ପ୍ରମୁଖ ହସ୍ପିଟାଲ୍‌ ଭାବେ ପରିଗଣିତ୤

0 comments | Continued

ସୁନ୍ଦରଗଡ଼ରେ ଏନ୍‌ଟିପିସିର ପ୍ରସ୍ତାବିତ ମେଡ଼ିକାଲ କଲେଜ ପାଇଁ ଆଲୋଚନା

Date : 2 Feb, 2012

ସୁନ୍ଦରଗଡ଼ରେ ଏନ୍‌ଟିପିସିର ପ୍ରସ୍ତାବିତ ମେଡ଼ିକାଲ କଲେଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି୤

0 comments | Continued
ଆଠଦିନିଆ ଉନବିଂଶତମ ରାଉରକେଲା ପୁସ୍ତକ ମେଳା ଉଦ୍‌ଘାଟିତ

ଆଠଦିନିଆ ଉନବିଂଶତମ ରାଉରକେଲା ପୁସ୍ତକ ମେଳା ଉଦ୍‌ଘାଟିତ

Date : 2 Feb, 2012

ଇସ୍ପାତ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ୧୯ତମ ରାଉରକେଲା ପୁସ୍ତକ ମେଳାକୁ ଆର୍‌ଏସ୍‌ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରୀ ଶଙ୍କର ପ୍ରସାଦ ଉଦ୍‌ଘାଟନ କରିଛନ୍ତି୤

0 comments | Continued

ସରଣ୍ଡାର ବିକାଶ ପାଇଁ ସହଯୋଗ କରିବ ସେଲ୍: କେନ୍ଦ୍ରମନ୍ତ୍ରୀ

Date : 1 Feb, 2012

ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ସୀମାନ୍ତରେ ଅବସ୍ଥିତ ସରଣ୍ଡା ଜଙ୍ଗଲର ବିକାଶ ପାଇଁ କେନ୍ଦ୍ର ସରକାର ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ କରିଛନ୍ତି୤

0 comments | Continued
ରାଉରକେଲା ଶିକ୍ଷା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା ଶିକ୍ଷା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

Date : 30 Jan, 2012

ନିଷ୍ଠା ଓ ଅଧ୍ୟବସାୟ ଆଗକୁ ବଢ଼ିବାକୁ ରାସ୍ତା ଦେଖାଏ୤ ଶିକ୍ଷା ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁଠି ଏହି ଧାରା ପ୍ରଚଳିତ ହୋଇ ଆସିଛି୤

0 comments | Continued

ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ରାଉରକେଲା ଶାଖା ଉଦ୍‌ଘାଟିତ

Date : 30 Jan, 2012

ଦେଶର ଅନ୍ୟତମ ଜାତୀୟକରଣ ବ୍ୟାଙ୍କ୍‌ ଭାବେ ପରିଚିତ ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ରାଉରକେଲା ଶାଖା ଆଜିଠାରୁ କାର୍ଯ୍ୟାରମ୍ଭ କରିଛି୤

0 comments | Continued

ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ ପ୍ରତିଯୋଗିତା ଫେବୃଆରୀ ୪ରୁ

Date : 28 Jan, 2012

୮ମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟବଲ୍‌ ପ୍ରତିଯୋଗିତା ଆସନ୍ତା ମାସ ୪ ରୁ ୧୨ ତାରିଖ ୯ ଦିନ ବ୍ୟାପୀ ରାଉରକେଲା ଇସ୍ପାତ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି୤

0 comments | Continued

ଇସ୍ପାତ ସହରରେ ମହାସମାରୋହରେ ୬୩ତମ ସାଧାରଣତନ୍ତ୍ର ଦିବସ ପାଳିତ

Date : 27 Jan, 2012

ଇସ୍ପାତ ସହରରେ ଗତକାଲି ୬୩ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି୤

0 comments | Continued
Pages: 1 2 3 4 ...120 121 Next
Cultural Program by School Children
Back to Top
POWERED AT
Join us at
  • facebook
  • twitter
  • Myspace
  • Digg