Greater Rourkela City » Top News

ପ୍ରସିଦ୍ଧ ବେଦବ୍ୟାସ ମେଳା ପାଇଁ ପ୍ରସ୍ତୁତି ବୈଠକ
Archived; click post to view.
Excerpt: ରାଉରକେଲା: ଚଳିତ ମାସ ୨୦ ତାରିଖରୁ ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ବେଦବ୍ୟାସ ମେଳା ଆୟୋଜିତ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି୤ ଅତିରିକ୍ତ ଜିଲ୍ଲାପାଳ ତଥା ବେଦବ୍ୟାସ ଟ୍ରଷ୍ଟ ବୋର୍ଡ଼ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ୤ ପୂର୍ବବର୍ଷ ଭଳି ମେଳାକୁ ଆକର୍ଷଣୀୟ କରିବା ସହ ଶାନ୍ତିଶୃଙ୍ଖଳାର ସହ ମେଳା ଆୟୋଜନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ୤ ବୈଠକରେ ମେଳା ଆୟୋଜନ ପାଇଁ ଉର୍ଦ୍ଦିଷ୍ଟ ପଡ଼ିଆ ଏବଂ ସଂଲଗ୍ନ ରାସ୍ତାର ଉନ୍ନତିକରଣ, ମୁଖ୍ୟ ପ୍ରବେଶ ପଥର ସାଜସଜ୍ଜା, ମେଳା ସମୟରେ ଆଇନ ଶୃଙ୍ଖଳା ରକ୍ଷା, ପୋଲିସ ବାହିନୀ, ଅଗ୍ନିସେବା କର୍ମଚାରୀ ଓ ବେସାମରୀକ ପ୍ରତିରକ୍ଷା ବାହିନୀ ମୁତୟନ, ନଦୀ ଓ ମନ୍ଦିର ପାର୍ଶ୍ବରେ ବ୍ୟାରିକେଡ଼ିଂ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ…

ଅଷ୍ଟମ ସର୍ବଭାରତୀୟ ବିଜୁପଟ୍ଟନାୟକ ସ୍ମୃତି ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ
Archived; click post to view.
Excerpt:  * ଉଦ୍‌ଘାଟନୀ ଖେଳରେ ରାଉରକେଲା ଦଳ ବିଜୟୀ *    ରାଉରକେଲା: ରାଉରକେଲା ସ୍ପୋର୍ଟସ୍‌ ଆସୋସିଏସନ୍‌ ଦ୍ବାରା ଆୟୋଜିତ ଅଷ୍ଟମ ସର୍ବଭାରତୀୟ ବିଜୁପଟ୍ଟନାୟକ ସ୍ମୃତି ଫୁଟବଲ୍ ପ୍ରତିଯୋଗିତା ଆଜି ଉଦ୍‌ଘାଟିତ ହୋଇଯାଇଛି୤  ସ୍ଥାନୀୟ ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାକୁ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ୤ ଏହି ଅବସରରେ ଅନ୍ୟ ସମ୍ମାନୀତ ଅତିଥି ଭାବେ ଆର୍‌ଏସ୍‌ପି କ୍ରୀଡ଼ା ବିଭାଗର ମୁଖ୍ୟ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳୀ ମିନତି ମହାପାତ୍ର, ଆର୍‌ଏସ୍‌ପି ସିଏସ୍‌ଆର୍‌ ବିଭାଗର ମହାପ୍ରବନ୍ଧକ ନାରାୟଣ ପତି, ସହକାରୀ ମହାପ୍ରବନ୍ଧକ ସିଏସ୍‌ ଶତପଥୀ, ପୂର୍ବତନ ଜାତୀୟ ରେଫେରୀ ଦିବାକର ମହାନ୍ତି, କ୍ରୀଡ଼ା ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ୤     ଉଦ୍‌ଘାଟନୀ ଖେଳରେ ୱାଏସି,ଝିରପାଣି, ରାଉରକେଲା ଦଳ ଉନ୍ନତମାନର ଖେଳ ପ୍ରଦର୍ଶନ କରି ରାଞ୍ଚି ସ୍ଥିତ ସେଲ୍‌ ସ୍ପୋର୍ଟସ କ୍ଲବ୍‌କୁ ୩-୦ ଗୋଲ୍‌ରେ ପରାସ୍ତ…

କଲମରେ ଲେଖା ଯାଇଥିବା ଲେଖା ଚିରସ୍ଥାୟୀ
Archived; click post to view.
Excerpt:  କାଦମ୍ବିନୀ ପତ୍ରିକା ପକ୍ଷରୁ ପୁସ୍ତକମେଳାରେ ସାହିତ୍ୟ ସମାବେଶ   ରେଉରକେଲା: କଲମରେ ଲେଖାଯାଇଥିବା ଲେଖା ଅମର ହୋଇଥାଏ୤ ବିଭିନ୍ନ ଶତାବ୍ଦୀରେ  ଲେଖାଯାଇଥିବା ଉତ୍କୃଷ୍ଟ ସାହିତ୍ୟରୁ ତତ୍କାଳୀନ ସମାଜ, ସଂସ୍କୃତି, ପରମ୍ପରା ଏବଂ ଚଳଣି ବାବଦରେ ଜାଣିବାର ସୁଯୋଗ ମିଳିଥାଏ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ରୂପା ରୋଶନ ସାହୁ କହିଛନ୍ତି୤ ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ଉନବିଂଶ ରାଉରକେଲା ପୁସ୍ତକ ମେଳାରେ ପାରିବାରିକ ସାହିତ୍ୟ ପତ୍ରିକା କାଦମ୍ବିନୀ ପକ୍ଷରୁ ଆୟୋଜିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ସାହୁ ପୁସ୍ତକ ପଠନ ମନୁଷ୍ୟର ମନକୁ ଶାନ୍ତି ଦେଇଥାଏ ବୋଲି କହିଥିଲେ୤ ‘କାଦମ୍ବିନୀ’ ଓ ‘କୁନି କଥା’ର ସମ୍ପାଦିକା ଡ.ଇତି ସାମନ୍ତଙ୍କ ପୈରୋହିତ୍ୟରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ବରିଷ୍ଠ କଥାକାର ଓ ସ୍ତମ୍ଭକାର ଭୂପେନ ମହାପାତ୍ର ଅନ୍ୟତମ ବକ୍ତା ରୂପେ ଯୋଗଦେଇ କାଦମ୍ବିନୀ ପକ୍ଷରୁ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ବାବଦରେ କରାଯାଉଥିବା ନୂତନ ପ୍ରୟାସ ବାବଦରେ…

ରାଉରକେଲା ସରକାରୀ ଚିକିତ୍ସାଳୟର ଶିଶୁ ବିଭାଗରେ ବ୍ୟାପକ ଅବ୍ୟବସ୍ଥା: ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି କାମରେ ନଲାଗି ଖତ ଖାଉଛି
Archived; click post to view.
Excerpt: ରାଉରକେଲା: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପନଗରୀ ରାଉରକେଲାରେ ଥିବା ରାଉରକେଲା ସରକାରୀ ଚିକିତ୍ସାଳୟ(ଆର୍‌ଜିଏଚ୍‌) ଜିଲ୍ଲାର ଏକ ପ୍ରମୁଖ ହସ୍ପିଟାଲ୍‌ ଭାବେ ପରିଗଣିତ୤ ଜିଲ୍ଲାର ତିନୋଟି ଉପଖଣ୍ଡ ମଧ୍ୟରୁ ବଣେଇ ଓ ପାନପୋଷ ଉପଖଣ୍ଡର ଅଧିକାଂଶ ଗରିବ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି୤ ସରକାରୀ ଚିକିତ୍ସାଳୟରେ ଅଳ୍ପଖର୍ଚ୍ଚରେ ଚିକିତ୍ସା ସୁବିଧା ମିଳିବାର ବ୍ୟବସ୍ଥା ଥିବାରୁ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଶହ ଶହ ଲୋକେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ଏହି ହସ୍ପିଟାଲ୍‌କୁ ଆସିଥାନ୍ତି୤ ଏହି ହସ୍ପିଟାଲ୍‌ର ଆବଶ୍ୟକତା ଓ ଗୁରୁତ୍ବକୁ ଦୃଷ୍ଟିରେ ରଖି ୧୯୯୮ ମସିହାରୁ ଏହି ହସ୍ପିଟାଲ୍‌କୁ ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ଚିକିତ୍ସାଳୟର ମାନ୍ୟତା ଦେବା ସହ ଏଠାକାର ମୁଖ୍ୟଙ୍କୁ ସିଏମ୍‌ଓ ପଦକୁ ଉନ୍ନିତ କରିଛନ୍ତି୤ ଏହି କ୍ରମରେ ବିଗତ କିଛିବର୍ଷ ମଧ୍ୟରେ ଆର୍‌ଜିଏଚ୍‌ରେ ରୋଗୀଙ୍କ ସ୍ବାସ୍ଥ୍ୟସେବା ପାଇଁ ସରକାରୀ ସ୍ତରରେ ଅନେକ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି୤ ଏଥି ମଧ୍ୟରୁ ଶିଶୁ ବିଭାଗ…

ସୁନ୍ଦରଗଡ଼ରେ ଏନ୍‌ଟିପିସିର ପ୍ରସ୍ତାବିତ ମେଡ଼ିକାଲ କଲେଜ ପାଇଁ ଆଲୋଚନା
ରାଉରକେଲା: ସୁନ୍ଦରଗଡ଼ରେ ଏନ୍‌ଟିପିସିର ପ୍ରସ୍ତାବିତ ମେଡ଼ିକାଲ କଲେଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି୤ ଏ ସମ୍ପର୍କରେ ଆସନ୍ତା ୭ ତାରିଖରେ ଭୁବନେଶ୍ବରରେ ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ବାନ କରାଯାଇଛି୤ ଏହି ବୈଠକରେ ଯୋଗ ଦେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ସିଡ଼ିଏମ୍‌ଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି୤ ଏନ୍‌ଟିପିସି ପକ୍ଷରୁ ସୁନ୍ଦରଗଡ଼ ନିକଟରେ ୪ ହଜାର ମେଗାୱାଟ୍‌ର ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି୤ ସରକାରୀ ନିୟମ ଅନୁସାରେ ଏନ୍‌ଟିପିସି ତାର ପାର୍ଶ୍ବାଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ କରିବା ସହ ପାରିପାର୍ଶିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି୤ ଏହି କ୍ରମରେ ସୁନ୍ଦରଗଡ଼ରେ ଏକ ମେଡ଼ିକାଲ କଲେଜ ସ୍ଥାପନ କରିବା ଏହି ଯୋଜନାର ଅଂଶବିଶେଷ ବୋଲି ସୂଚନା ମିଳିଛି୤ ତେଣୁ ଆସନ୍ତା ୭ ତାରିଖ ଦିନ ହେବାର ଥିବା ଆଲୋଚନା ପରେ ଏ ବାବଦରେ ସ୍ଥିତି ଅଧିକ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି୤

ଆଠଦିନିଆ ଉନବିଂଶତମ ରାଉରକେଲା ପୁସ୍ତକ ମେଳା ଉଦ୍‌ଘାଟିତ
Archived; click post to view.
Excerpt: ରାଉରକେଲା: ଇସ୍ପାତ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ୧୯ତମ ରାଉରକେଲା ପୁସ୍ତକ ମେଳାକୁ ଆର୍‌ଏସ୍‌ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରୀ ଶଙ୍କର ପ୍ରସାଦ ଉଦ୍‌ଘାଟନ କରିଛନ୍ତି୤ ଏହି ମେଳା ଇସ୍ପାତ ସହରର ବୁଦ୍ଧିଜୀବୀ ଓ ପାଠକମାନଙ୍କର ବହି ପ୍ରତି ଆଗ୍ରହକୁ ସଫଳ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ୤ ଏହି ଅବସରରେ ଆୟୋଜକ ଅନୁଷ୍ଠାନର ଉପସଭାପତି ଅଦ୍ବୈତ ବିଶ୍ବାଳ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ଶତପଥୀ, ଆର୍‌ଏସ୍‌ପି ଲୋକ ସମ୍ପର୍କ ବିଭାଗ ମୁଖ୍ୟ ତଥା ଶିଶୁ ସାହିତ୍ୟିକ ରମେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ୤    ଏହି ମେଳାରେ ଶତାଧିକ ପୁସ୍ତକ ପ୍ରକାଶକ ଓ ପୁସ୍ତକ ବିକ୍ରୟ ସଂସ୍ଥା ଅଂଶଗ୍ରହଣ କରିଛନ୍ତି୤ ଏଥିରେ ରାଜ୍ୟର ପ୍ରମୁଖ ପୁସ୍ତକ ପ୍ରକାଶକ ସଂସ୍ଥା ଭାବେ କଟକ ଷ୍ଟୁଡ଼େଣ୍ଟସ ଷ୍ଟୋର, ବିଦ୍ୟାପୁରୀ, ଚିତ୍ରୋତ୍ପଳା ପବ୍ଲିକେଶନ, ଧର୍ମଗ୍ରନ୍ଥ ଷ୍ଟୋର, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଓଡ଼ିଶା ରାଜ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା ସହ ରାଉରକେଲାର ବହୁ…

ସରଣ୍ଡାର ବିକାଶ ପାଇଁ ସହଯୋଗ କରିବ ସେଲ୍: କେନ୍ଦ୍ରମନ୍ତ୍ରୀ
Archived; click post to view.
Excerpt: ରାଉରକେଲା: ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ସୀମାନ୍ତରେ ଅବସ୍ଥିତ ସରଣ୍ଡା ଜଙ୍ଗଲର ବିକାଶ ପାଇଁ କେନ୍ଦ୍ର ସରକାର ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ କରିଛନ୍ତି୤ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ବିକାଶ ସହ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ୨୫୦ କୋଟି ଟଙ୍କାର ଯୋଜନା ଆରମ୍ଭ ହୋଇଛି୤ ଏହା ସହିତ ଏହି ବିକାଶ ଯୋଜନାରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ମଧ୍ୟ ହାତ ମିଳାଇବ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ସୂଚନା ଦେଇଛନ୍ତି୤ ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ସେଲ୍‌ ଆଗାମୀ ଏକ ମାସ ମଧ୍ୟରେ ୫ ହଜାର ପରିବାରଙ୍କୁ ୩ ହଜାର ସାଇକେଲ, ଟ୍ରାଞ୍ଜିଷ୍ଟର, ସୋଲାର ଲ୍ୟାମ୍ପ ବିତରଣ କରିବ୤ ଏହା ବ୍ୟତୀତ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧୩ ଲି.ମି. ୧୩ ଟି ରାସ୍ତା ତିଆରି ହେବ୤ ଏହା ସହ ୬ ହଜାର ପରିବାରଙ୍କୁ ଇନ୍ଦିରା ଆବାସ ନିର୍ମାଣ ନିମନ୍ତେ ୪୮…

ରାଉରକେଲା ଶିକ୍ଷା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ
Archived; click post to view.
Excerpt: ରାଉରକେଲା: ନିଷ୍ଠା ଓ ଅଧ୍ୟବସାୟ ଆଗକୁ ବଢ଼ିବାକୁ ରାସ୍ତା ଦେଖାଏ୤ ଶିକ୍ଷା ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁଠି ଏହି ଧାରା ପ୍ରଚଳିତ ହୋଇ ଆସିଛି୤ ତେଣୁ ବିଜୟ ଓ ପରାଜୟ ମନରେ ନ ରଖି ସବୁବେଳେ ସକାରାତ୍ମକ ମନୋଭାବ ସହ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ନିମନ୍ତେ ପଶ୍ଚିମାଞ୍ଚଳ ଡିଆଇଜି ଯଶୋବନ୍ତ କୁମାର ଜେଠୱା କହିଛନ୍ତି୤ ରାଉରକେଲା ଶିକ୍ଷା ଜିଲ୍ଲା ଅଧିକାରୀ ରଶ୍ମିବାଳା ରାଉତରାୟଙ୍କ ଅଧ୍ୟକ୍ଷତାରେ ରାଉରକେଲା ଶିକ୍ଷା ଜିଲ୍ଲାସ୍ତରୀୟ ପ୍ରାଥମିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ଜେଠୱା ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ିବା ସହ ଖେଳରେ ମଧ୍ୟ ଭାଗ ନେବାକୁ ଆହ୍ବାନ ଦେଇଥିଲେ୤    ଏହି ଅବସରରେ ୩୩ଟି ବିଭାଗରେ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା୤ ଉତ୍ସବର ଆରମ୍ଭରେ ବଣେଇ ଶିକ୍ଷା ଜିଲ୍ଲା ଅଧିକାରୀ ଶୁଭେନ୍ଦୁ ମଲ୍ଲିକ, ଷ୍ଟେଟବ୍ୟାଙ୍କ ଉଦିତ୍‌ନଗର ଶାଖା ଅଧିକାରୀ ବିଶ୍ବଜିତ୍‌ ଦାସ, ଶାରୀରିକ…

ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ରାଉରକେଲା ଶାଖା ଉଦ୍‌ଘାଟିତ
Archived; click post to view.
Excerpt: ରାଉରକେଲା: ଦେଶର ଅନ୍ୟତମ ଜାତୀୟକରଣ ବ୍ୟାଙ୍କ୍‌ ଭାବେ ପରିଚିତ ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ରାଉରକେଲା ଶାଖା ଆଜିଠାରୁ କାର୍ଯ୍ୟାରମ୍ଭ କରିଛି୤ ସ୍ଥାନୀୟ ଜାତୀୟ ବୈଷୟିକ ପ୍ରତିଷ୍ଠାନ(ଏନ୍‌ଆଇଟି)ର କୁଳ ସଚିବ ସନ୍ତୋଷ ଉପାଧ୍ୟାୟ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦିତ୍‌ନଗର ଠାରେ ଆରମ୍ଭ ହୋଇଥିବା ଏହି ଶାଖାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି୤ ୧୯୩୫ ମସିହାରେ ସ୍ଥାପିତ ଏହି ବ୍ୟାଙ୍କ୍‌ର ପୂର୍ବରୁ ଓଡ଼ିଶାରେ ଦୁଇଟି ଶାଖା ଥିଲାବେଳେ ରାଉରକେଲାରେ ଆରମ୍ଭ ହୋଇଥିବା ଶାଖା ଦେଉଛି ରାଜ୍ୟର ତୃତୀୟ ଏବଂ କଲିକତା ମଣ୍ଡଳର ୫୨ତମ ଶାଖା୤ ଏହି ଅବସରର ବ୍ୟାଙ୍କ୍‌ର କଲିକତା ମଣ୍ଡଳ ପ୍ରବନ୍ଧକ ସ୍ବପନ ଚକ୍ରବର୍ତ୍ତୀ ବ୍ୟାଙ୍କ୍‌ର ବିଭିନ୍ନ ସେବା ବାବଦରେ ସୂଚନା ଦେଇଥିଲେ୤    ବିଶେଷ କରି ପଶ୍ଚିମ ଓଡ଼ିଶାରେ ବ୍ୟାଙ୍କି ବ୍ୟବସ୍ଥାର ଦୃତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଉରକେଲାଠାରେ ଏହି ଶାଖା ଅରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଶାଖା ଖୋଲିବ ବୋଲି ଶ୍ରୀ…

ସର୍ବଭାରତୀୟ ବିଜୁ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ ପ୍ରତିଯୋଗିତା ଫେବୃଆରୀ ୪ରୁ
Archived; click post to view.
Excerpt: ରାଉରକେଲା: ୮ମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟବଲ୍‌ ପ୍ରତିଯୋଗିତା ଆସନ୍ତା ମାସ ୪ ରୁ ୧୨ ତାରିଖ ୯ ଦିନ ବ୍ୟାପୀ ରାଉରକେଲା ଇସ୍ପାତ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି୤ ଇସ୍ପାତ୍‌ ସହର ତଥା ରାଜ୍ୟର ଅନ୍ୟତମ ପ୍ରମୁଖ କ୍ରୀଡ଼ା ସଙ୍ଗଠନ ରାଉରକେଲା ସ୍ପୋର୍ଟସ୍‌ ଆସୋସିଏସନ୍‌ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି୤ ଏ ସଂକ୍ରାନ୍ତରେ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଅଧ୍ୟକ୍ଷ ମିହିର ରାୟ ପ୍ରତିଯୋଗିତାକୁ ଆହୁରି ଚିତ୍ତାକର୍ଷକ ତଥା ଆକର୍ଷଣୀୟ କରିବା ପାଇଁ ପ୍ରୟାସ ଜାରି ରହିଥିବା ସୂଚନା ଦେଇଥିଲେ୤    ଚଳିତ ୮ମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ୩ଟି ଦଳ ଯଥା: ଓଡ଼ିଶା ପୋଲିସ୍, ସାଇ ସ୍ପୋର୍ଟସ୍‌ ହଷ୍ଟେଲ ଏବଂ ରାଉରକେଲାର ଏକ ଦଳ ସମେତ ରାଜ୍ୟ ବାହାରୁ ୱାଇଏଫ୍‌ସି (ପଞ୍ଜାବ), ସେଲ୍‌ (ରାଞ୍ଚି), ଆଇଏଫ୍‌ଏ (କୋଲକତା), ସେଣ୍ଟ୍ରାଲ ବ୍ୟାଙ୍କ (ମୁମ୍ବାଇ), ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ, ଆର୍‌ପିଏଫ୍‌ (କୋଲକାତା) ଓ ଷ୍ଟେଟ୍‌ବ୍ୟାଙ୍କ…