- No events to show[ More Details ]

Current Tempature
Forecast:
Mon - Clear. High: 29 Low: 14
Tue - Sunny. High: 32 Low: 14
Full Forecast at Yahoo! Weather
Top News - Rourkela News
ଇସ୍ପାତ ସହରରେ ମହାସମାରୋହରେ ୬୩ତମ ସାଧାରଣତନ୍ତ୍ର ଦିବସ ପାଳିତ
Date : 27 Jan, 2012
ଇସ୍ପାତ ସହରରେ ଗତକାଲି ୬୩ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି
୧୯ତମ ରାଉରକେଲା ପୁସ୍ତକମେଳା ଆସନ୍ତା ୧ରୁ
Date : 27 Jan, 2012
ଇସ୍ପାତ ସହରର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ୧୯ତମ ରାଉରକେଲା ପୁସ୍ତକମେଳା ଆୟୋଜିତ ହେବାକୁ ଯାଉଛି
୫ ଦିନ ବ୍ୟାପି ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍ଯାପିତ
Date : 23 Jan, 2012
ଗତ ୧୮ ତାରିଖରୁ ରାଉରକେଲାରେ ଆରମ୍ଭ ହୋଇଥିବା କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୨ତାରିଖ ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି
State Pollution Control Board grants permission to RSP to operate the closed units
Date : 21 Jan, 2012
State Pollution Control Board grants permission to RSP to operate the closed units on 16th January.
0 comments | Continuedଆଧୁନିକୀକରଣ ପରେ ଆର୍ଏସ୍ପିର ଉତ୍ପାଦନ କ୍ଷମତା ୪.୨୫ ମିଲିଅନ୍ ଟନ୍କୁ ବୃଦ୍ଧି ପାଇବ
Date : 21 Jan, 2012
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହାରତ୍ନ କମ୍ପାନୀ ସେଲ୍ର ଅଧ୍ୟକ୍ଷ ଚନ୍ଦ୍ରଶେଖର ବର୍ମାଙ୍କ ଦୁଇଦିନିଆ ରାଉରକେଲା ଗସ୍ତ ସମ୍ପନ୍ନ ହୋଇଛି
SAIL Chairman’s visit to Rourkela on 20th January
Date : 19 Jan, 2012
Chandra Shekhar Verma, Chairman, SAIL is scheduled to arrive on a two day visit to Rourkela on 20th January.
0 comments | Continuedବଡ଼ ଶିଳ୍ପମାନେ ଛୋଟ ଉଦ୍ୟୋଗୀମାନଙ୍କୁ ବୈଷୟିକ ସହାୟତା ଦେବା ପାଇଁ ଆହ୍ବାନ
Date : 18 Jan, 2012
ଜାତୀୟ କ୍ଷୁଦ୍ର ଶିଳ୍ପ ସଂସ୍ଥା(ଏନ୍ଏସ୍ଆଇସି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଆଜି ସନ୍ଧ୍ୟାରେ ରାଉରକେଲାଠାରେ ଉଦ୍ଘାଟିତ ହୋଇଯାଇଛି
ଇସ୍ପାତ ସହରରେ ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟାପକ ଅପମିଶ୍ରଣ: ପ୍ରଶାସନ ଚୁପ୍
Date : 18 Jan, 2012
କ୍ରମବର୍ଦ୍ଧମାନ ଜନସଂଖ୍ୟା ସାଙ୍ଗକୁ ସମଗ୍ର ଇସ୍ପାତ ନଗରୀ ରାଉରକେଲାରେ ବିଭିନ୍ନ ଖାଦ୍ୟ ପଦାର୍ଥ ବିକ୍ରୀ ଦୋକାନ ସଂଖ୍ୟା ତାଳଦେଇ ବୃଦ୍ଧି ପାଇବାରେ ଲାଗିଛି
ରାଉରକେଲା-ଖଡ଼ଗପୁର ରେଳରାସ୍ତାରେ ପ୍ରତିବନ୍ଧକ ହଟିବା ସହ ଉତ୍କଳ ଏକ୍ସପ୍ରେସ୍ ରାଉରକେଲା ଦେଇ ଚାଲିଲା
Date : 17 Jan, 2012
୨୦୧୦ ମଇ ମାସରେ ମୁମ୍ବାଇ-ହାଓଡ଼ା ରେଳରାସ୍ତାରେ ହୋଇଥିବା ଏକ ଦୁର୍ଘଟଣା ପରେ ରାଉରକେଲା ଦେଇ ଯାତ୍ରୀବାହୀ ରେଳଚଳାଚଳ ଉପରେ ପ୍ରତିବନ୍ଧକ ଜାରି ରହିଥିଲା
RSP complies with the SPCB directive and puts in place comprehensive action plan
Date : 17 Jan, 2012
In a meeting held at the State Pollution Control Board (SPCB) Conference Hall at Bhubaneswar on 16th January, G.S. Prasad, CEO, Rourkela Steel Plant (RSP) met Siddhant Das, Member Secretary, SPCB and other senior officers of the Board and discussed about the directive of SPCB regarding shut down of the units Sinter Plant-I and MP Boiler-3 of CPP-I.
0 comments | Continued





