Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Sunny, 32 C

Forecast:
Mon - Clear. High: 29 Low: 14
Tue - Sunny. High: 32 Low: 14

Full Forecast at Yahoo! Weather
ARCHIVE
February 2012
M T W T F S S
« Jan    
 12345
6789101112
13141516171819
20212223242526
272829  

Top News - Rourkela News

Pages: Prev 1 2 3 4 ...120 121 Next
ଇସ୍ପାତ ସହରରେ ଆରମ୍ଭ ହୋଇଥିବା ନୂତନ ଟ୍ରାଫିକ୍ ବ୍ୟବସ୍ଥା ବିଫଳ

ଇସ୍ପାତ ସହରରେ ଆରମ୍ଭ ହୋଇଥିବା ନୂତନ ଟ୍ରାଫିକ୍ ବ୍ୟବସ୍ଥା ବିଫଳ

Date : 16 Jan, 2012

ସୁନ୍ଦରଗଡ଼ ଜିଲ୍ଲାର ସବୁଠାରୁ ପ୍ରଥମେ ଟ୍ରାଫିକ୍ ପୋଲିସ ବ୍ୟବସ୍ଥା ଇସ୍ପାତ ସହରରେ ଆରମ୍ଭ ହୋଇଥିଲା୤

3 comments | Continued

ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନର ଓଡ଼ିଶା ଶାଖାର ଏକାଦଶ ଅଧିବେଶନ ଆରମ୍ଭ

Date : 14 Jan, 2012

ରାଜ୍ୟର ଏକ ଉପାନ୍ତ ତଥା ବହୁଭାଷାଭାଷୀ ଅଞ୍ଚଳ ଏବଂ ଶିଳ୍ପ ରାଜଧାନୀ ଭାବେ ଖ୍ୟାତ ଇସ୍ପାତ ସହର ରାଉରକେଲାରେ ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନ, ଓଡ଼ିଶା ଶାଖାର ଏକାଦଶ ଅଧିବେଶନ ଉଦ୍‌ଘାଟିତ ହୋଇଯାଇଛି୤

0 comments | Continued

ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ବିନିଯୋଗକୁ ବ୍ୟାପକ ବିରୋଧ

Date : 13 Jan, 2012

ସ୍ଥାନୀୟ ଶିଳ୍ପ ଓ ବଣିକ ସଂଘ କାର୍ଯ୍ୟାଳୟରେ ସର୍ବ ଭାରତୀୟ ବ୍ୟାପାରୀ ମହାସଂଘ, ଓଡ଼ିଶା ଶାଖା ପକ୍ଷରୁ ବ୍ୟାପାରୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି୤

0 comments | Continued

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀ ହତାଶ: ବର୍ଷା ଯୋଗୁଁ ପରିବା ନଷ୍ଟ

Date : 12 Jan, 2012

ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକାରର ପରିବା ଚାଷ ପାଇଁ ପ୍ରସିଦ୍ଧ ଲାଭ କରିଥିବା ନୁଆଗାଁ, କୁଆଁରମୁଣ୍ଡା ଆଦି ବ୍ଲକ୍ ସମେତ ଅନ୍ୟାନ୍ୟ ସ୍ଥାନର ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇଛନ୍ତି୤

0 comments | Continued
ଆସନ୍ତା ୧୮ରୁ ରାଉରକେଲାରେ ହେବ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

ଆସନ୍ତା ୧୮ରୁ ରାଉରକେଲାରେ ହେବ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

Date : 12 Jan, 2012

ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ସଂସ୍ଥା(ଏନ୍‌ଏସ୍‌ଆଇ)ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଇସ୍ପାତ ସହରରେ ଆନ୍ତର୍ଜାତୀୟ ବାଣିଜ୍ୟମେଳା ଆୟୋଜିତ ହେବ୤

1 comment | Continued

ରାଉରକେଲାବାସୀଙ୍କୁ ଭୁଆଁ ବୁଲାଉଛନ୍ତି ରେଳବାଇ କର୍ତ୍ତୃପକ୍ଷ: ମନ୍ତ୍ରୀ, ବିଧାୟକ ଓ ସାଂସଦ ସମସ୍ତେ ଚୁପ୍‌

Date : 7 Jan, 2012

୨୦୧୦ ମସିହା ମଇ ୨୮ ତାରିଖରେ ମୁମ୍ବାଇ-ହାଓଡ଼ା ରେଳରାସ୍ତାର ଝାଡ଼ଗ୍ରାମ ନିକଟରେ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ ମାଓବାଦୀଙ୍କ ଦ୍ବାରା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା୤

7 comments | Continued

ମେଡ଼ିକାଲ କଲେଜଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା

Date : 7 Jan, 2012

ରାଜ୍ୟରେ ରହିଥିବା ସମସ୍ତ ସରକାରୀ ମେଡ଼ିକାଲ କଲେଜର ସିଟ୍ ସଂଖ୍ୟାକୁ ଅଧିକ ୧୦୦କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏମ୍ସିଆଇ (ମେଡ଼ିକାଲ କାଉନସିଲ୍‌ ଅଫ୍ ଇଣ୍ଡିଆ)କୁ ଜଣାଇବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି୤

Comments Off | Continued

ରାଜ୍ୟର ୫ଟି ପ୍ରମୁଖ ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ

Date : 6 Jan, 2012

କଟକ, ପୁରୀ, ଭୁବନେଶ୍ବର, ସମ୍ବଲପୁର, ରାଉରକେଲା ଭଳି ସହରରେ ବର୍ଷାଜଳ ନିଷ୍କାସନ ପାଇଁ ରହିଥିବା ସମସ୍ୟା ସୁଧାରିବା ପାଇଁ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି୤

0 comments | Continued

ଆର୍ଏସ୍‌ପିରେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ଅନିୟମିତତା: ଲିଖିତ ପରୀକ୍ଷା ଫଳାଫଳ ବାହାରିବା ନେଇ ଅନିଶ୍ଚିତତା

Date : 5 Jan, 2012

ବେଶ୍ କିଛି ବର୍ଷର ବ୍ୟବଧାନ ପରେ ସେଲ୍‌ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୨୦୧୦ ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୨ ଶହ ଆଇଟିଆଇ ଏବଂ ଡିପ୍ଲୋମା ପଦବୀ ପାଇଁ ସର୍ବଭାରତୀୟ ସ୍ତରରେ ଲିଖିତ ପରୀକ୍ଷା ପ୍ରଥମେ ୨୦୧୧ ସେପ୍ଟେମ୍ବର ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା୤

0 comments | Continued

ବିଜ୍ଞାପନର ଇଣ୍ଡଷ୍ଟ୍ରିଆଲ୍‌ ଡିରେକ୍ଟୋରି-୨୦୧୨ ଉନ୍ମୋଚିତ

Date : 4 Jan, 2012

ଆମ ରାଜ୍ୟର ଶିଳ୍ପ ସଂସ୍ଥା ସମ୍ପର୍କରେ ନିର୍ଭୁଲ ତଥ୍ୟ ପରିବେଷଣ ଏବଂ ପ୍ରଚାର କରିବାରେ “ବିଜ୍ଞାପନ୍‌ ଇଣ୍ଡଷ୍ଟ୍ରିଆଲ୍‌ ଡିରେକ୍ଟୋରି-୨୦୧୨” ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶିଷ୍ଟ ଶିଳ୍ପପତିମାନେ ମତବ୍ୟକ୍ତ କରିଛନ୍ତି୤

0 comments | Continued
Pages: Prev 1 2 3 4 ...120 121 Next
Cultural Program by School Children
Back to Top
POWERED AT
Join us at
  • facebook
  • twitter
  • Myspace
  • Digg