Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Partly Cloudy, 43 C

Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27

Full Forecast at Yahoo! Weather
ARCHIVE
May 2012
M T W T F S S
« Apr    
 123456
78910111213
14151617181920
21222324252627
28293031  

Top News - Rourkela News

Pages: Prev 1 2 ...3 4 5 ...129 130 Next

ସର୍ବଧର୍ମ ସମନ୍ବୟ ଓ ଭାଇଚାରାର ପ୍ରତୀକ ଭାବେ ଆନନ୍ଦ ଉଲ୍ଲାସର ସହିତ ଆଖଡ଼ା ଶୋଭାଯାତ୍ରା ସମ୍ପନ୍ନ

Date : 3 Apr, 2012

ସର୍ବଭାରତୀୟ ସଂସ୍କୃତିର ମହାମିଳନର ପ୍ରତୀକ ଭାବେ ଇସ୍ପାତ ସହରରେ ଆନନ୍ଦ ଉଲ୍ଲାସର ସହିତ ଆଖଡ଼ା ଶୋଭାଯାତ୍ରା ସମ୍ପନ୍ନ ହୋଇଛି୤

0 comments | Continued
ତିନିଦିନିଆ ତୃତୀୟ ଖଣ୍ଡାଧାର ମହୋତ୍ସବ ଉଦ୍‌ଘାଟିତ

ତିନିଦିନିଆ ତୃତୀୟ ଖଣ୍ଡାଧାର ମହୋତ୍ସବ ଉଦ୍‌ଘାଟିତ

Date : 3 Apr, 2012

ରାଜ୍ୟର ସର୍ବୋଚ୍ଚ ଜଳପ୍ରପାତ ଭାବେ ଖ୍ୟାତ ଖଣ୍ଡାଧାର ଜଳପ୍ରପାତ ବାବଦରେ ଅଧିକ ପ୍ରଚାର ଓ ପ୍ରସାର ସହିତ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କଳାସଂସ୍କୃତିର ପ୍ରଚାର ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଖଣ୍ଡାଧାର ମହୋତ୍ସବ୤

0 comments | Continued
ଇସ୍ପାତ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୭ତମ ଓଡ଼ିଶା ଦିବସ ପାଳିତ

ଇସ୍ପାତ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୭ତମ ଓଡ଼ିଶା ଦିବସ ପାଳିତ

Date : 2 Apr, 2012

ଗତକାଲି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୭୭ତମ ପୂର୍ତ୍ତି ଅବସରରେ ଇସ୍ପାତ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି୤

0 comments | Continued
ରାଉରକେଲା ପୋଲିସ୍‌ ଜିଲ୍ଲା ପକ୍ଷରୁ ଓଡ଼ିଆ ପୋଲିସ୍‌ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା ପୋଲିସ୍‌ ଜିଲ୍ଲା ପକ୍ଷରୁ ଓଡ଼ିଆ ପୋଲିସ୍‌ ପ୍ରତିଷ୍ଠା ଦିବସ ପାଳିତ

Date : 2 Apr, 2012

ଗତକାଲି ୭୭ତମ ଓଡ଼ିଶା ପୋଲିସ୍‌ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ଥାନୀୟ ରିଜର୍ଭ ପୋଲିସ୍‌ ପରେଡ଼ ପଡ଼ିଆରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା୤

0 comments | Continued

ସୂଚନା ଅଧିକାର ପ୍ରଚାର ଅଭିଯାନ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ

Date : 31 Mar, 2012

ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡ଼ିଏ) ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ସୂଚନା ଅଧିକାର ପ୍ରଚାର ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି୤

0 comments | Continued

ପୌରପାଳିକାର ମାସିକିଆ ବୈଠକରେ ବିଭିନ୍ନ ନୂତନ ବିଷୟରେ ନିଷ୍ପତ୍ତି

Date : 31 Mar, 2012

ରାଉରକେଲା ପୌରପାଳିକା ପରିଷଦର ମାସିକିଆ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି୤ ବୈଠକରେ ପୌରାଧ୍ୟକ୍ଷା ରଶ୍ମୀବାଳା ମିଶ୍ର ଅଧ୍ୟକ୍ଷତା କରିଥିଲେ୤

2 comments | Continued
ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ସର୍ବଦଳୀୟ ବୈଠକ

ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ସର୍ବଦଳୀୟ ବୈଠକ

Date : 29 Mar, 2012

ଆଜି ପୂର୍ବାହ୍ନରେ ରାଉରକେଲା ଓକିଲ ସଂଘ ପକ୍ଷରୁ ପ୍ରଥମେ ଏକ ସାମ୍ବାଦିକ ସମ୍ମିଳନୀ ଏବଂ ପରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି୤

0 comments | Continued
ପୋଲିସ୍‌ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ନେଇ ଏସ୍‌ପିଙ୍କ ଗୁରୁତ୍ବ

ପୋଲିସ୍‌ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ନେଇ ଏସ୍‌ପିଙ୍କ ଗୁରୁତ୍ବ

Date : 29 Mar, 2012

ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ୍‌ର ରନଗାଁ ପଞ୍ଚାୟତ ସ୍ଥିତ ସିଙ୍ଗାରମୁଣ୍ଡାରେ ଦୁଇଦିନିଆ ଜିଲ୍ଲା ପୋଲିସ୍‌ ପକ୍ଷରୁ ଆୟୋଜିତ ଜନସମ୍ପର୍କ ଶିବିର ଉଦ୍‌ଯାପିତ ହୋଇଯାଇଛି୤

0 comments | Continued

ସିଆରପିଏଫ୍‌ ୧୯ତମ ବାଟାଲିଅନ ପକ୍ଷରୁ ଜନସମ୍ପର୍କ ଅଭିଯାନ

Date : 29 Mar, 2012

ସିଆରପିଏଫ୍‌ର ୧୯ ବାଟାଲିଅନ ପକ୍ଷରୁ ଗତକାଲି ସେକ୍ଟର-୫ ସ୍ଥିତ କାର୍ଯ୍ୟାଳୟ ପରିସରରେ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି୤

0 comments | Continued
ମ୍ୟୁଜିକ୍‌ ସର୍କଲ ପକ୍ଷରୁ ୩୫ତମ ବସନ୍ତ ଉତ୍ସବ ସମାରୋହ ସମ୍ପନ୍ନ

ମ୍ୟୁଜିକ୍‌ ସର୍କଲ ପକ୍ଷରୁ ୩୫ତମ ବସନ୍ତ ଉତ୍ସବ ସମାରୋହ ସମ୍ପନ୍ନ

Date : 26 Mar, 2012

ଇସ୍ପାତ ସହରର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବେ ପ୍ରତିଷ୍ଠାଲାଭ କରିଥିବା ଅନୁଷ୍ଠାନ ମ୍ୟୁଜିକ୍‌ ସର୍କଲ ପକ୍ଷରୁ ଗତ ୨୨ ତାରିଖରେ ଆରମ୍ଭ ହୋଇଥିବା ୩୫ତମ ବସନ୍ତ ଉତ୍ସବ ସମାରୋହ ଗତକାଲି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି୤

0 comments | Continued
Pages: Prev 1 2 ...3 4 5 ...129 130 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg