Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

Top News - Rourkela News

Pages: Prev 1 2 ...4 5 6 ...191 192 Next
ଇସ୍ପାତ ସହରରେ ସାହିତ୍ୟ, ସଙ୍ଗୀତ ଓ କଳାର ସମାହାରରେ ମେଘ ଉତ୍ସବ ଉଦ୍‌ଘାଟିତ

ଇସ୍ପାତ ସହରରେ ସାହିତ୍ୟ, ସଙ୍ଗୀତ ଓ କଳାର ସମାହାରରେ ମେଘ ଉତ୍ସବ ଉଦ୍‌ଘାଟିତ

Date : 25 Aug, 2015

ସ୍ଥାନୀୟ ସିଭିକ୍‌ ସେଣ୍ଟର୍‌ଠାରେ ଗତକାଲି ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ୱାରା ‘ମେଘ ଉତ୍ସବ’ ଉଦ୍‌ଘାଟିତ ହୋଇଯାଇଛି।

0 comments | Continued
ସରକାରୀ ଡାକ୍ତରଖାନା ପରିସରରେ ଆଇନ ସେବା ସହାୟତା କେନ୍ଦ୍ର ଆରମ୍ଭ

ସରକାରୀ ଡାକ୍ତରଖାନା ପରିସରରେ ଆଇନ ସେବା ସହାୟତା କେନ୍ଦ୍ର ଆରମ୍ଭ

Date : 24 Aug, 2015

ସ୍ଥାନୀୟ ସରକାରୀ ଡାକ୍ତରଖାନା( ଆର୍‌ଜିଏଚ୍‌) ପରିସରରେ ଆଜି ଏକ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟନ ହୋଇଯାଇଛି। ପାନପୋଷ ତାଲୁକ ଆଇନ ସେବା କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ରକୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବିରଞ୍ଚି ନାରାୟଣ ମିଶ୍ର ଉଦ୍‌ଘାଟନ କରିଥିଲେ।

0 comments | Continued

ଭାଷା ହେଉଛି ଏକ ଜାତିର ପରିଚୟ – ସାଂସଦ ବୈଷ୍ଣବ ପରିଡ଼ା

Date : 22 Aug, 2015

ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ୨ ଦିନିଆ ଜାତୀୟ ପାଠଚକ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି।

0 comments | Continued

ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଙ୍ଗଠନ ପକ୍ଷରୁ ଆଲୋଚନା ଚକ୍ର

Date : 12 Aug, 2015

ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ସଙ୍ଗଠନ(ଓଏଏସ୍‌ଏମ୍‌ଇ) ପକ୍ଷରୁ ୨୯ତମ ରାଜ୍ୟସ୍ତରୀୟ ବୈଠକ ଓ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋୟ ବିଭାଗର ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଯୋଗଦେଇ ରାଜ୍ୟର ଶିଳ୍ପ ବିକାଶରେ ଅଣୁ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାମାନଙ୍କର ଗୁରୁତ୍ୱ ଉପରେ କହିଥିଲେ।

0 comments | Continued

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ

Date : 7 Aug, 2015

ଅଗଷ୍ଟ ମାସ ୭ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାଉରକେଲା ଗସ୍ତରେ ଆସି ସ୍ଥାନୀୟ ସରକାରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଏହି ଅବସରରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ଆଲୋଚନା କରିବା ସହିତ ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ।

0 comments | Continued

ରାଉରକେଲା ମହାନଗର ନିଗମ ଗଠନ କାର୍ଯ୍ୟକାରୀ ପାଇଁ ରାଜନୈତିକ ଇଚ୍ଛାଶକ୍ତି ଅଭାବ

Date : 6 Aug, 2015

ଅନେକ ଆନ୍ଦୋଳନ, ବିକ୍ଷୋଭ ଓ ଦାବି ଆଦି ପରେ ରାଜ୍ୟ ସରକାର ୨୦୧୩ ମସିହା ନଭେମ୍ବର ୧୫ ତାରିଖ ଦିନ ରାଉରକେଲାକୁ ମହାନଗର ନିଗମ ଗଠନ କରାଯିବା ପାଇଁ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କଲେ। ପରେ ଏ ନେଇ ଆପତ୍ତି ଅଭିଯୋଗ ଶୁଣାଣି ହେଲା। ଶେଷରେ ୨୦୧୪ ମସିହା ନଭେମ୍ବର ୧୪ ତାରିଖ ଦିନ ରାଉରକେଲା ମହାନଗର ନିଗମ ଗଠନ ନେଇ ଚୁଡ଼ାନ୍ତ ବିଜ୍ଞପ୍ତି ପ୍ରକାଶିତ ହେଲା। ଏହି ବିଜ୍ଞପ୍ତି ମୁତାବକ ମୋଟ ୪୦ଟି ୱାର୍ଡକୁ ନେଇ ମହାନଗର ନିଗମ ଗଠନ ହେବ ବୋଲି ପରବର୍ତ୍ତୀ ସମୟରେ ସୂଚନା ଦିଆଗଲା।

0 comments | Continued

ରାଉରକେଲା ବିମାନ କ୍ଷେତ୍ର ନିୟମିତ ବିମାନ ବନ୍ଦରରେ ପରିଣତ ହେବ କେବେ ?

Date : 4 Aug, 2015

ଓଡ଼ିଶାରେ ବର୍ତ୍ତମାନ ଏକାଧିକ ବିମାନ କ୍ଷେତ୍ର ରହିଥିଲାବେଳେ ତାହା ମଧ୍ୟରୁ ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ବିମାନ ବନ୍ଦର ହେଉଛି ଏକମାତ୍ର ସବୁଦିନିଆ ବିମାନ ବନ୍ଦର। ଏହାପରେ ସମଗ୍ର ରାଜ୍ୟରେ ବ୍ୟବହୃତ ଅବସ୍ଥାରେ ଥିବା ଦ୍ୱିତୀୟ ବିମାନ କ୍ଷେତ୍ର ହେଉଛି ରାଉରକେଲା। ସମ୍ପ୍ରତି ଏହି ବିମାନ କ୍ଷେତ୍ର ଘରୋଇ ଲାଇସେନ୍ସ ଅଧିନରେ ରହିଛି ଏବଂ ଏହାର ପରିଚାଳନା ତଥା ଦେଖାରେଖା ସେଲ୍‌ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ହେଉଛି। ବେଶ୍‌ କିଛିବର୍ଷ ହେଲା ଏହି ବିମାନ କ୍ଷେତ୍ର ମାଧ୍ୟମରେ ଏକାଧିକ ଘରୋଇ ଓ ସରକାରୀ ବିମାନ ଚଳାଚଳ କରୁଛି। କିନ୍ତୁ ସମସ୍ତ ସୁବିଧା ସୁଯୋଗ ଥାଇ ସୁଦ୍ଧା ଏହି ବିମାନ କ୍ଷେତ୍ରକୁ ଏକ ସବୁଦିନିଆ ବିମାନ କ୍ଷେତ୍ରରେ ପରିଣତ କରାଯାଇପାରିନାହିଁ।

0 comments | Continued
ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ମିଳିତ ସହଯୋଗ ଉପରେ ବିପିୟୁଟି ପକ୍ଷରୁ ସ୍ୱତନ୍ତ୍ର କର୍ମଶାଳା

ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ମିଳିତ ସହଯୋଗ ଉପରେ ବିପିୟୁଟି ପକ୍ଷରୁ ସ୍ୱତନ୍ତ୍ର କର୍ମଶାଳା

Date : 26 Jun, 2015

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ପକ୍ଷରୁ ଶିଳ୍ପସଂସ୍ଥା ସହିତ ଶିକ୍ଷାନୁଷ୍ଠାନର ମିଳିତ ସହଯୋଗ ଉପରେ ଏକ ଦିନିକିଆ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି।

0 comments | Continued

ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ମିଳିତ ସହଯୋଗ ପାଇଁ ବିପିୟୁଟିର ପ୍ରସ୍ତୁତି

Date : 24 Jun, 2015

ରାଜ୍ୟର ଏକମାତ୍ର ବୈଷୟିକ ବିଶ୍ୱବିଦ୍ୟାଳୟଭାବେ ପ୍ରତିଷ୍ଠିତ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ପକ୍ଷରୁ ଶିଳ୍ପସଂସ୍ଥା ସହିତ ଶିକ୍ଷାନୁଷ୍ଠାନର ମିଳିତ ସହଯୋଗ ପାଇଁ ଏକ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

0 comments | Continued
ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ  ସଞ୍ଜୀବ ମାରିକ୍‌ଙ୍କ ପ୍ରଥମ ରାଉରକେଲା ଗସ୍ତ

ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ୍‌ଙ୍କ ପ୍ରଥମ ରାଉରକେଲା ଗସ୍ତ

Date : 20 Jun, 2015

ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ୍‌ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ରାଉରକେଲା ପୋଲିସ୍‌ ମୁଖ୍ୟାଳୟଠାରେ ପଶ୍ଚିମାଞ୍ଚଳ ପୋଲିସ୍‌ ରେଞ୍ଜ୍‌ର ସୁନ୍ଦରଗଡ଼, କେଉଁଝର ଏବଂ ରାଉରକେଲା ଜିଲ୍ଲା ପୋଲିସ୍‌ର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି।

0 comments | Continued
Pages: Prev 1 2 ...4 5 6 ...191 192 Next
Back to Top
POWERED AT
Join us at
  • facebook
  • twitter
  • Myspace
  • Digg