Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ତୃପ୍ତି ଯୋଜନାରେ ୮୩୬୯ଟି ଗ୍ରାମର ୧୨ ଲକ୍ଷ ପରିବାରକୁ ସାମିଲ କରାଯିବ

Date : November 15th, 2010
Share : | More

ଭୁବନେଶ୍ବର : ଆମ ରାଜ୍ୟରେ ବିଶ୍ବବ୍ୟାଙ୍କ ସହାୟତାରେ ୧୦ଟି ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାରେ ତୃପ୍ତି ଯୋଜନା କାର୍ଯ୍ୟକାରୀ ହେଉଛି୤ ଏହି ଯୋଜନା ମାଧ୍ୟମରେ ପଶୁପାଳନ, ଘାସଚାଷ, ଟୀକାକରଣ, ଦୁଗ୍ଧ ବିକାଶ, ଛାଗ ବିକାଶ, କୁକୁଡା ପାଳନ ଇତ୍ୟାଦି ଉପରେ ନାମମାତ୍ର ଓ ଅତିଗରିବ ଶ୍ରେଣୀର ଲୋକମାନଙ୍କୁ ବ୍ୟାପକ ପ୍ରୋତ୍ସାହନ ଯୋଗାଇଦିଆଯିବ୤ପ୍ରତ୍ୟେକ ଜିଲ୍ଲାରୁ ୪ଟି ଲେଖାଏଁ ବ୍ଲକ୍‌କୁ ଏଥିରେ ସାମିଲ କରାଯାଇ ଏହି ପ୍ରକଳ୍ପ ଜରିଆରେ ୮୩୬୯ଟି ଗ୍ରାମର ୧୨ ଲକ୍ଷ ୫୪ ହଜାର ୬୦୭ଟି ପରିବାରକୁ ସାମିଲ କରାଯିବ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି୤ ଏହି ଯୋଜନା ଓଡ଼ିଶାରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ୤ ଏଥିପାଇଁ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ୤ ପ୍ରତିବର୍ଷ ୮୦ କୋଟି ଟଙ୍କା ଏବାବଦକୁ ଖର୍ଚ୍ଚ ହୋଇ ଗ୍ରାମାଞ୍ଚଳର ଗରିବ ଓ ଅତିଗରିବ ଶ୍ରେଣୀର ମହିଳାମାନଙ୍କୁ ସାମିଲ କରାଯାଇ ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଘଟାଯାଇ ପାରିବ୤ଏହି କାର୍ଯ୍ୟକ୍ରମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg