Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
February 2017
M T W T F S S
« Dec    
 12345
6789101112
13141516171819
20212223242526
2728  

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ

Date : April 29th, 2014
Share : | More

ରାଉରକେଲା: ଆସନ୍ତା କାଲି ଅର୍ଥାତ୍‌ ଅପ୍ରେଲ୍‌ ୩୦ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଅନୁଷ୍ଠିତ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି୤ ସୂଚନା ମୁତାବକ ମୋଟ ୮ଟି ୱେବ୍‌ସାଇଟ୍‌ ମାଧ୍ୟମରେ ଆସନ୍ତା କାଲି ସକାଳ ୮ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ସହିତ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିବାର ବ୍ୟବସ୍ଥା ହୋଇଛି୤

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରୀ ୨୫ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ତାରିଖରେ ସମାପ୍ତ ହୋଇଥିଲା୤ ରାଜ୍ୟର ମୋଟ ୬ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନୂତନ ପଦ୍ଧତିରେ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ୤ ଏହା ସହିତ ନୂତନ ପଦ୍ଧତିରେ ମାଟ୍ରିକ୍‌ ପରୀକ୍ଷା କରାଯିବା ସହ ନୂତନ ପଦ୍ଧତିରେ ମୂଲ୍ୟାୟନ ମଧ୍ୟ ହୋଇଥିଲା୤ ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ଏ,ବି,ସି,ଡି ଆଦି ଗ୍ରେଡ୍‌ ମାଧ୍ୟମରେ ଫଳାଫଳ ପ୍ରକାଶ ପାଇବ୤

 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg