Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

୫୦ କୋଟି ଟଙ୍କା ବ୍ୟୟରେ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଘୋଷଣା

Date : November 11th, 2010
Share : | More

ବରଗଡ : ରାଜ୍ୟ ସରକାର କୃଷି ଓ କୃଷକମାନଙ୍କର ସର୍ବବିଧ ଉନ୍ନତି ଲାଗି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି୤ କେବଳ ଶିଳ୍ପାୟନ ନୁହେଁ କୃଷିକୁ ମଧ୍ୟ ସରକାର ସମାନ ଗୁରୁତ୍ବ ପ୍ରଦାନ କରୁଛନ୍ତି୤ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି ବୋଲି ବରଗଡ ଜିଲ୍ଲା ପାଇକମାଳଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି୤ କେବଳ ବରଗଡ ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶାର କୃଷିଜୀବୀମାନଙ୍କର ବିକାଶ ଦିଗରେ ସରକାର ଯତ୍ନର ସହ କାର୍ଯ୍ୟ କରୁଛନ୍ତି୤ ବରଗଡ ଜିଲ୍ଲାରେ ମରୁଡି ପରିସ୍ଥିତିର ମୁକାବିଲା ପାଇଁ ସରକାର ବହୁଯୋଜନା ହାତକୁ ନେଇଛନ୍ତି୤ ବରଗଡ ଜିଲ୍ଲାର ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ୤ ନାବାର୍ଡ ସହାୟତାରେ ଏ ବାବଦରେ ୫୦ କୋଟି ଟଙ୍କା ବ୍ୟୟ କରାଯିବ୤ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଜିଲ୍ଲାର କୃଷକମାନେ ବେଶ୍ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg