Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

୧୫ କୋଟି ଟଙ୍କାରେ ନିର୍ମିତ ହେବ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଜ୍ଞାନକୌଶଳ ସଂସ୍ଥା

Date : November 15th, 2010
Share : | More

କଟକ : କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଞ୍ଜିନିୟରିଂ ଏଣ୍ଡ ଟେକ୍‌ନୋଲୋଜି (ସିପେଟ୍‌) ଦ୍ବାରା ସ୍ଥାପିତ ଅତ୍ୟାଧୁନିକ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ଜ୍ଞାନକୌଶଳ କେନ୍ଦ୍ର ବାଲେଶ୍ବର ଜିଲ୍ଲାର ବାମପଦାଠାରେ କାର୍ଯ୍ୟ ଆରମ୍ଭ କରିଛି୤ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗତ ରବିବାର ଦିନ ଏହି କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି୤ ଏକ ଅସ୍ଥାୟୀ ଭଡାଘରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ପ୍ରାୟ ଆଠ ଏକର ଜମିରେ ୧୫କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି୤ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମାନଭାବେ ଖର୍ଚ୍ଚ ବହନ କରିବେ୤ ସଂପ୍ରତି ପ୍ଲାଷ୍ଟିକର ଚାହିଦା ବହୁତ ବଢିଯାଇଥିବାରୁ ପ୍ଲାଷ୍ଟିକ ପ୍ରକ୍ରିୟା କରଣ ଜ୍ଞାନକୌଶଳର ଗୁରୁତ୍ବ ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି୤ ଏହା କାର୍ଯ୍ୟକାରୀ ହେଲେ ପ୍ଲାଷ୍ଟିକ ଶିଳ୍ପାନୁଷ୍ଠାନ ଗୁଡିକରେ ମାନବସମ୍ବଳର ଚାହିଦା ମେଣ୍ଟିପାରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରକାଶ କରିଛନ୍ତି୤୨୦୧୫ ମସିହା ସୁଦ୍ଧା ଏହି ଶିଳ୍ପରେ ବହୁପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg