Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
May 2019
M T W T F S S
     
 12345
6789101112
13141516171819
20212223242526
2728293031  

ସାଧାରଣ ନିର୍ବାଚନ ତାରିଖ ଘୋଷଣା: ଦୁଇଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ

Date : March 5th, 2014
Share : | More

ରାଉରକେଲା: ଭାରତର ମୁଖ୍ୟ ନିର୍ବାଚନ କମିଶନ ଆଜି ୨୦୧୪ ସାଧାରଣ ନିର୍ବାଚନ ବାବଦରେ ଘୋଷଣା କରିଛନ୍ତି୤ ଏହି ଘୋଷଣା ମୁତାବକ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ଆସନ୍ତା ଅପ୍ରେଲ୍‌ ୧୦ ଓ ୧୭ ତାରିଖ ଦିନ ଭୋଟ ଗ୍ରହଣ ହେବ୤ ଏକାସାଙ୍ଗରେ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ରାଜ୍ୟର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୂବର୍ଣ୍ଣପୁର, କନ୍ଧମାଳ, ବୌଦ୍ଧ, ନୟାଗଡ଼, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୁଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାର ୧୦ଟି ଲୋକସଭା ନିର୍ବାଚନମଣ୍ଡଳୀ ଓ ୭୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ୧୦ ଅପ୍ରେଲ୍‌ ଦିନ ଅନୁଷ୍ଠିତ ହେବ୤ ସେହିପରି କେଉଁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ସହିତ ଅନୁଗୁଳ ଓ ନୟାଗଡ଼ ଜିଲ୍ଲାର ଅବଶିଷ୍ଟ ଅଞ୍ଚଳରେ ଥିବା ୧୧ଟି ଲୋକସଭା ଓ ୭୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ୧୭ ଅପ୍ରେଲ୍‌ ଦିନ ଅନୁଷ୍ଠିତ ହେବ୤

ଉକ୍ତ ନିର୍ବାଚନ ପାଇଁ ଆବଶ୍ୟକ ପ୍ରସ୍ତୁତି ଆଜିଠାରୁ ଆରମ୍ଭ ହୋଇଛି୤ ସେହିପରି ଆସନ୍ତା ମାର୍ଚ୍ଚ ୯ ତାରିଖ ଦିନ ଦେଶର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ନୂତନ ଭୋଟର ପଞ୍ଜୀକରଣ କାର୍ଯ୍ୟ ସ୍ବତନ୍ତ୍ର ଭାବେ କରାଯିବ ବୋଲି ଘୋଷଣା ହୋଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg