Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2021
M T W T F S S
     
 123
45678910
11121314151617
18192021222324
25262728293031

୨୩ତମ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ

Date : February 2nd, 2016
Share : | More

ରାଉରକେଲାର ଭଞ୍ଜଭବନଠାରେ ୨୩ତମ ରାଉରକେଲା ପୁସ୍ତକ ମେଳା ଗତକାଲି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ରାଉରକେଲାର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ଏହି ମେଳାକୁ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ମଞ୍ଜୁଷକାନ୍ତି ଦାଶ ମୁଖ୍ୟଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଏହିଭଳି ମେଳା ଆୟୋଜନ ଦ୍ୱାରା ଗୋଟିଏ ସ୍ଥାନରେ ଉଭୟ ପୁସ୍ତକ ବିକ୍ରେତା ଓ କ୍ରେତା ଏକାଠି ହେବା ସହ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରୁଛି ବୋଲି କହିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଆଦି ଭାଷାରେ ବିଭିନ୍ନ ପ୍ରକାରର ପୁସ୍ତକ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଆଦି ସଂସ୍ଥା ପକ୍ଷରୁ ଏହି ପୁସ୍ତକମେଳାରେ ବିଭିନ୍ନ ପ୍ରକାରର ପୁସ୍ତକ ଓ ପାଠ୍ୟଉପକରଣ ଆଦିର ପ୍ରଦର୍ଶନୀ ଓ ବିକ୍ରୟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳା ପରିସରରେ ପ୍ରତିଦିନ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାହିତ୍ୟ ଆଲୋଚନା ଆଦି ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକପ୍ରିୟ ପୁସ୍ତକ ପ୍ରକାଶକ ଓ ବିକ୍ରେତା ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ, ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ବିକ୍ରୟ ସଂସ୍ଥା, ବିଦ୍ୟାପୁରୀ, ଗ୍ରନ୍ଥମନ୍ଦିର, ଗୋରଖପୁରର ଗୀତା ପ୍ରେସ୍‌ ଆଦି ଅନ୍ୟତମ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg