Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
March 2019
M T W T F S S
     
 123
45678910
11121314151617
18192021222324
25262728293031

୬୦ତମ ରାଜ୍ୟ ପୋଲିସ୍‌ ହକି ସମ୍ପନ୍ନ: ଚତୁର୍ଥ ବାଟାଲିଅନ୍‌ର ଚମ୍ପିଆନ୍‌

Date : December 18th, 2013
Share : | More

ରାଉରକେଲା: ଏଠାରେ ଅନୁଷ୍ଠିତ ରାଜ୍ୟ ପୋଲିସ୍‌ ହକି ଚମ୍ପିଆନ୍‌ସିପ୍‌ରେ ରାଉରକେଲାସ୍ଥିତ ଚତୁର୍ଥ ବାଟାଲିଅନ୍‌ ଚାମ୍ପିଅନ୍‌ ହୋଇଛି୤ ମ୍ୟାଚ୍‌ ସାରା ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିବା ଏହି ଦଳ ୨-୦ ଗୋଲ୍‌ରେ କଟକର ଷଷ୍ଠ ବାଟାଲିଅନ୍‌କୁ ହରାଇଛି୤ ସୁଶିଲ କୁଜୁର ଓ ପ୍ରମୋଦ ଏକ୍କା ଚାମ୍ପିଅନ୍‌ ଦଳ ପକ୍ଷରୁ ଗୋଲ୍‌ ସ୍କୋର୍‌ କରିଥିଲେ୤ ଅନ୍ୟପକ୍ଷରେ ରାଉରକେଲା ଜିଲ୍ଲା ପୋଲିସ୍‌ ଦଳ ୭-୨ ଗୋଲ୍‌ରେ କମିଶନରେଟ୍‌ ବି’ ଦଳକୁ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲା୤ ରାଜୁକାନ୍ତ ସାଇନି ଓ ଶରତ କୁଜୁର ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିଥିଲେ୤ ଚାମ୍ପିଅନ୍‌ ଚତୁର୍ଥ ବାଟାଲିଅନ୍‌ ଦଳର ଏ. କୁଲୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲାବେଳେ, ଏ.ଖାଲ୍‌କୋ (ଷଷ୍ଠ ବାଟାଲିଅନ୍‌) ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି, ଏମ୍‌. ଟପ୍ପୋ (ଷଷ୍ଠ ବାଟାଲିଅନ୍‌) ସର୍ବାଧିକ ଗୋଲ୍‌ ସ୍କୋରର୍‌, ପି. ଜାନୀ ଶ୍ରେଷ୍ଠ ଗୋଲ୍‌ ରକ୍ଷକ, ସାଜନ ଟେଟେ (ଗଞ୍ଜାମ ଜିଲ୍ଳା ପୋଲିସ୍‌) ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି ଭାବେ ବିବେଚିତ ହୋଇଥିଲେ୤ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ପୋଲିସ୍‌ ମୁଖ୍ୟାଳୟର ଅତିରିକ୍ତ ପୋଲିସ୍‌ ମହାନିର୍ଦ୍ଦେଶକ ବିଜୟାନନ୍ଦ ଝା, ଆନ୍ତର୍ଜାତୀୟ ହକି ତାରକା ଇଗ୍ନେସ୍‌ ତିର୍କି, ପଶ୍ଚିମାଞ୍ଚଳ ଆଇଜି ରାଧାକୃଷ୍ଣ ଶର୍ମା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମିତେନ୍ଦ୍ରନାଥ ସିହ୍ନା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ୤ ଆୟୋଜକ କମିଟି ସମ୍ପାଦକ ତଥା ଚତୁର୍ଥ ବାଟାଲିଅନ୍‌ କମାଣ୍ଡାଣ୍ଟ୍‌ ସମ୍ପାଦକ ବିଭୂତି ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg