Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2019
M T W T F S S
     
 1
2345678
9101112131415
16171819202122
23242526272829
3031  

୬୧ତମ ରାଜ୍ୟ କବାଡ଼ି ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ

Date : November 8th, 2013
Share : | More

ରାଉରକେଲା: ଆଜି ସ୍ଥାନୀୟ ସେକ୍ଟର-୨୦ସ୍ଥିତ ଇଣ୍ଡୋର୍‌ ଷ୍ଟାଡିୟମ୍‌ଠାରେ ୬୧ତମ ରାଜ୍ୟ କବାଡ଼ି ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ ହୋଇଛି୤ ଆର୍‌ଏସ୍‌ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରୀ ଶଙ୍କର ପ୍ରସାଦ ଏହାକୁ ଉଦ୍‌ଘାଟନ କରି ଅଳ୍ପ ଖର୍ଚ୍ଚରେ ଖେଳାଯାଇପାରୁଥିବା କବାଡି ଖେଳ ଉଭୟ ଶରୀର ଓ ମନକୁ ସତେଜ ରଖିବାରେ ସହାୟକ ହୋଇଥାଏ ବୋଲି କହିଥିଲେ୤ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟର ମୋଟ ୩୬ ଦଳ ଉଭୟ ମହିଳା ଓ ପୁରୁଷ ବିଭାଗରେ ଯୋଗଦେଇଛନ୍ତି୤ ଆଜି ଅନୁଷ୍ଠିତ ପୁରୁଷ ବିଭାଗର ଉଦ୍‌ଘାଟନୀ ଖେଳରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଦଳ ବାଲେଶ୍ବର ଦଳକୁ ୩୯-୨୬ ବ୍ୟବଧାନରେ ହରାଇଛି୤ ସେହିପରି ମହିଳା ବିଭାଗରେ ହୋଇଥିବା ପ୍ରଥମ ଖେଳରେ ଆର୍‌ଏସ୍‌ପି ଦଳ ନୁଆପଡ଼ା ଜିଲ୍ଲାକୁ ୩୨-୧୭ ବ୍ୟବଧାନରେ ହରାଇ ବିଜୟୀ ହୋଇଛି୤

ସ୍ପୋର୍ଟସ୍‌ ଫେଡେରେସନ୍‌ ଅଫ୍‌ ରାଉରକେଲା ଓ ରାଜ୍ୟ କବାଡ଼ି ମହାସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ଶେଷରେ ଜାତୀୟ କବାଡ଼ି ଚମ୍ପିଆନ୍‌ସିପ୍‌ ପାଇଁ ଖେଳାଳି ଚୟନ କରାଯିବ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg