Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2477 Started: October 1, 2010 Back to Vote Screen
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ବିରଳ ପ୍ରଜାତିର ଏଣ୍ଡୁଅ ବେଆଇନ କାରବାର ଘଟଣା ଧରାପଡ଼ିଲା: ୪ଗିରଫ

Date : October 14th, 2015
Share : | More

ରାଉରକେଲା: ରାଉରକେଲା ବନବିଭଗ ପକ୍ଷରୁ ବେଇଆନଭାବେ ବିରଳ ପ୍ରଜାତିର ଏଣ୍ଡୁଅ ରଖିବା ଏବଂ ବିକ୍ରୟ କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ରାଉରକେଲା ସହରର ଏକ ବାସଗୃହ ଓ ସହରର ଉପଖଣ୍ଡରେ ଥିବା ଜଲଦା ଅଞ୍ଚଳର ଏକ ବାସଗୃହରେ ଚଢ଼ାଉ କରାଯାଇ ଦୁଇଟି ବିରଳ ପ୍ରଜାତିର ଏଣ୍ଡୁଅକୁ ପ୍ରାଥମିକ ପର୍ଯ୍ୟୟରେ ଜବତ କରାଯାଇଥିବା ନେଇ ବନବିଭାଗ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ଧଳ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ଏହି ଏଣ୍ଡୁଅ ଗୁଡ଼ିକୁ ପ୍ରଥମେ ବାଲେଶ୍ୱର, ରାଜନଗର ଓ ପାରାଦ୍ୱୀପ ଅଞ୍ଚଳରୁ ପ୍ରାୟ ୩୦ରୁ ୪୦ହଜାର ଟଙ୍କାରେ ଏଜେଣ୍ଟମାନଙ୍କ ମାଧ୍ୟମରେ କିଣିବା ପରେ ସେଗୁଡ଼ିକୁ ପୁଣି ଅନ୍ୟ ଏଜେଣ୍ଟମାନଙ୍କ ସହାୟତାରେ ଟାଟା, ରାଞ୍ଚି ଓ କୋଲକାତା ଆଦି ସ୍ଥାନକୁ ଲକ୍ଷାଧିକ ଟଙ୍କା ମୂଲ୍ୟରେ ବିକ୍ରୟ କରାଯାଉଥିଲା। ଏଥିପାଇଁ ବିଧିବଦ୍ଧ ଏକ ଅପରାଧି ଗୋଷ୍ଠୀ କାର୍ଯ୍ୟ କରୁଛି। ଆସନ୍ତା ଦିନରେ ଏହି ଗୋଷ୍ଠୀର ଅନ୍ୟ ସଦସ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ ପାଇଁ ତଦନ୍ତ ଜାରି ରହିଛି ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତି। ଗିରଫ ୪ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଏକ ମହାବିଦ୍ୟାଳୟର ଛାତ୍ର ଥିଲାବେଳେ ଅନ୍ୟ ତିନିଜଣ ରାଉରକେଲାର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଯୁବକମାନଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଏହି କାରବାରର ଚେର ଦେଶର ଅନ୍ୟରାଜ୍ୟରେ ରହିଥିବା ଜଣାପଡ଼ିଛି। ରାଉରକେଲା ପରି ସହରରେ ଏହିପରି ଘଟଣା ପ୍ରଥମ ହୋଇଥିବାରୁ ଏହି ଘଟଣା ଏବେ ସହରରେ ଆଲୋଚନାର ବିଷୟ ପାଲଟିଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg