Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
June 2019
M T W T F S S
     
 12
3456789
10111213141516
17181920212223
24252627282930

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଅଧ୍ୟକ୍ଷା ଭାବେ ସୁନ୍ଦରଗଡ଼ ରାଣୀ ପଦ୍ମିନୀ ଶେଖର ଦେଓଙ୍କ ନିଯୁକ୍ତି

Date : October 18th, 2011
Share : | More

ଭୁବନେଶ୍ବର : ସୁନ୍ଦରଗଡ଼ର ରାଣୀ ତଥା ବରିଷ୍ଠ ଶାସକଦଳର ନେତ୍ରୀ ଶ୍ରୀମତୀ ପଦ୍ମିନୀ ଶେଖର ଦେଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଅଧ୍ୟକ୍ଷା ଭାବରେ ନିଯୁକ୍ତି ହୋଇଛନ୍ତି୤ ଶ୍ରୀମତୀ ଦେଓଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି୤ ସୂଚନାଯୋଗ୍ୟ ଯେ, ଶ୍ରୀମତୀ ଦେଓ ପୂର୍ବରୁ ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ଥିଲେ୤

ଦୀର୍ଘ ଦୁଇମାସ ଧରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲାବେଳେ ଶ୍ରୀମତୀ ଦେଓଙ୍କ ନିଯୁକ୍ତି ପରେ ପରିଷଦର କାର୍ଯ୍ୟକଳାପ ଚଳଚଞ୍ଚଳ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି୤ ୧୯୯୯ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯଇଥିଲାବେଳେ ଏ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି୤ ତେଣୁ ଶ୍ରୀମତୀ ଦେଓଙ୍କ ପରି ଜଣେ ଅଭିଜ୍ଞ ବ୍ୟକ୍ତି ଏହି ପରବୀରେ ନିଯୁକ୍ତି ପାଇବା ପରେ ପରିଷଦର କାର୍ଯ୍ୟ ଅଧିକ ବିକଶିତ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg