Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ସରକାରୀ ଡାକ୍ତରଖାନା ପରିସରରେ ଆଇନ ସେବା ସହାୟତା କେନ୍ଦ୍ର ଆରମ୍ଭ

Date : August 24th, 2015
Share : | More

ରାଉରକେଲା: ସ୍ଥାନୀୟ ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌) ପରିସରରେ ଆଜି ଏକ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟନ ହୋଇଯାଇଛି। ପାନପୋଷ ତାଲୁକ ଆଇନ ସେବା କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଏହି କେନ୍ଦ୍ରକୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବିରଞ୍ଚି ନାରାୟଣ ମିଶ୍ର ଉଦ୍‌ଘାଟନ କରିଥିଲେ। ସୂଚନା ମୁତାବକ ଏହି କେନ୍ଦ୍ର ମାଧ୍ୟମରେ କୌଣସି ରୋଗୀ କିମ୍ବା ତାଙ୍କର ସମ୍ପର୍କୀୟଙ୍କ ଉପରେ କୌଣସି ଅପରାଧିକ ଆଚରଣ, ଡାକ୍ତରଖାନାରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସଠିକଭାବେ ନ ମିଳିବା, କୌଣସି ପ୍ରକାର ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ଆବଶ୍ୟକ ଆଇନ ସେବା ବ୍ୟବସ୍ଥା, ଗରିବଲୋକମାନଙ୍କ ପାଇଁ ଉପଲବ୍ଧ ମାଗଣା ଚିକିତ୍ସା ଓ ଔଷଧ ବ୍ୟବସ୍ଥା ସହିତ ଅନ୍ୟ କୌଣସି ପ୍ରକାରର ସମସ୍ୟା ଉପରେ ଆଇନ ସେବା ବାବଦରେ ଅଭିଯୋଗ ଗ୍ରହଣ କରାଯିବା ସହ ଏଥିପାଇଁ ଆବଶ୍ୟକ ଆଇନ ସହାୟତା ପ୍ରଦାନ କରାଯିବ। ଏହି କେନ୍ଦ୍ରରେ ଦୁଇଜଣ ଆଇନ୍‌ ସେବା ଅଭିଜ୍ଞ ସ୍ୱେଚ୍ଛାସେବୀ ପ୍ରତ୍ୟହ ଦିନ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ଆଇନ ସହାୟତା ଯୋଗାଇବା ପାଇଁ ସାହାଯ୍ୟ କରିବେ। ଏହି କେନ୍ଦ୍ର ଆରମ୍ଭ ଅବସରରେ ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବାରିସ କୁମାର ଦାସ, ଉପମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁବାଷ ଚନ୍ଦ୍ର କବିଙ୍କ ସମେତ ସ୍ଥାନୀୟ ବିଚାରାଳୟର ବିଚାର ବିଭାଗୀୟ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg