Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ରାଉରକେଲା ବନ୍ଦ ର ଆଂଶିକ ପ୍ରଭାବ

Date : August 26th, 2015
Share : | More

ରାଉରକେଲା: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲାରେ ଆଜି ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ୍ର ଆଂଶିକ ପ୍ରଭାବ ରାଉରକେଲା ଓ ସୁନ୍ଦରଗଡ଼ ସହରରେ ପରିଲକ୍ଷିତ ହୋଇଛି୤ ଏଥିପାଇଁ ରାଉରକେଲାର କେତେକ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ୍ ଟାଙ୍କି ଓ ଯାତ୍ରୀବାହୀ ବସ୍ ଚଳାଚଳ ସମେତ କେତେକ ଦୋକାନ ବଜାର ବନ୍ଦ ରହିଥିଲା। ଅନ୍ୟ ପକ୍ଷରେ ରାଉରକେଲା ଇସ୍ପାତ କାରଖାନା ସମେତ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ସ୍ବାଭାବିକଭାବେ କାର୍ଯ୍ୟ କରୁଥିଲା୤ ଏହି ବନ୍ଦ ସମୟରେ କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନଥିବାର ପୋଲିସ୍ ସୂତ୍ରରୁ ସୂଚନା ମିଳିଛି୤ ସେହିପରି ସୁନ୍ଦରଗଡ଼ ସହରରେ ଅଧିକାଂଶ ଦୋକାନ ବଜାର, ବ୍ୟାଙ୍କ, ବିଦ୍ୟାଳୟ ଆଦି ବନ୍ଦ ରହିଥିବା ସୂଚନା ମିଳିଛି। ମୋଟାମୋଟିଭାବେ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ହୋଇଥିବା ୧୨ ଘଣ୍ଟିଆ ବନ୍ଦ ର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg