Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Partly Cloudy, 43 C

Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27

Full Forecast at Yahoo! Weather
ARCHIVE
May 2012
M T W T F S S
« Apr    
 123456
78910111213
14151617181920
21222324252627
28293031  

ରାଉରକେଲା ଦେଇ ଆଉ ଦୁଇଟି ନୂତନ ଟ୍ରେନର ଚଳାଚଳ ଆରମ୍ଭ

Date : February 22nd, 2012
Share : | More

ରାଉରକେଲା: କେନ୍ଦ୍ର ରେଳମନ୍ତ୍ରୀଙ୍କ ଦ୍ବାରା ୨୦୧୧-୧୨ ବର୍ଷ ପାଇଁ ଘୋଷିତ ରେଳ ବଜେଟ୍‌ର ସୂଚନା ମୁତାବକ ରାଉରକେଲା ଦେଇ ଆଉ ଦୁଇଟି ନୂତନ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି୤ ଏହି ଘୋଷଣା ମୁତାବକ ତଥା ଗତ ଜୁଲାଇ ମାସରେ ଘୋଷିତ ନୂତନ ରେଳବାଇ ସମୟସାରଣୀ ମୁତାବକ ରାଉରକେଲା ଦେଇ ଶନ୍ତରାଗାଛି-ପୋର୍‌ବନ୍ଦର କବିଗୁରୁ ଏକ୍ସପ୍ରେସ୍, ହାଟିଆ-ପୁନେ ଦ୍ବି-ସାପ୍ତାହିକ ଏକ୍ସପ୍ରେସ୍, ଦରଭଙ୍ଗା-ହାଇଦ୍ରାବାଦ୍ ସାପ୍ତାହିକ ଏକ୍ସପ୍ରେସ୍ ଇତିମଧ୍ୟରେ ଚଳାଚଳ ଆରମ୍ଭ କରିସାରିଛି୤ ଏହା ବ୍ୟତୀତ ଚଳିତ ମାସ ୨୦ ତାରିଖରୁ ଶାଲିମାର୍‌-ଉଦୟପୁର ସାପ୍ତାହିକ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଥିଲାବେଳେ ଆଜି ଠାରୁ ଶନ୍ତରାଗାଛି-ହଜୁରସାହେବ ନାଣ୍ଡେଡ୍ ସାପ୍ତାହିକ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିବ ବୋଲି ସ୍ଥାନୀୟ ରେଳଷ୍ଟେସନ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି୤ ଏହି ଦୁଇଟି ନୂତନ ଟ୍ରେନ୍‌ର ପ୍ରଚଳନ ଫଳରେ ଉତ୍ତର ଭାରତ ସହିତ ଦକ୍ଷିଣ ଓ ମଧ୍ୟଭାରତର ବିଭିନ୍ନ ସ୍ଥାନକୁ ଯାତ୍ରାକରିବା ନିମନ୍ତେ ରାଉରକେଲାବାସୀଙ୍କୁ ଏକ ବିକଳ୍ପ ବ୍ୟବସ୍ଥା ସୃଷ୍ଟି ହୋଇଛି୤ ଆସନ୍ତା ରେଳ ବଜେଟ୍‌ରେ ଆଉ କିଛି ଅଧିକ ଟ୍ରେନ୍‌ ରାଉରକେଲା ଦେଇ ଚଳାଚଳ କରିବ ବୋଲି ଆଶା ମଧ୍ୟ ରହିଛି୤

 

3 Responses

  1. Prashant K Sahoo says:

    This is a good news. However, the struggle to have Rourkela Division must continue.

  2. situn says:

    we are busy n this month upto 28th

    after that me and dilip will focus on rourkela railway divison and bput issue

    very shortly all will get the agitation and memorandum news

    we are not silent,bakgrnd process is continuing for divison and bput

  3. Dillip says:

    We have to alter a little. Now the focus is going to be Rourkela Division only and Not East Coast Railways as we have seen the result in the state’s demand list

Leave a Reply

What Readers Say ?
  • A welcome step.But what to do with the pilferage of water by encroachers and slum dwellers.
    Bijay | More
  • A welcome step by RDA and Municipality but as rightly stated in the report where do the concerned authorities do ...
    Bijay | More
  • In my view demolition of mandirs and temples are not a big problem. But why administration and local public representatives ...
    Biswajit | More
  • This is a very important step taken by RDA and Rourkela administration. It is definitely appreciated. In the name of ...
    Prashant K Sahoo | More
  • illegal basty uuched aga darkar mandir ta bada samasya nuhein
    situn | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg