Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
August 2018
M T W T F S S
« Jul    
 12345
6789101112
13141516171819
20212223242526
2728293031  

ରାଉରକେଲା ରାଜ୍ୟ ସରକାରଙ୍କ ସାବତ ପୁଅ: ବିକାଶ ଓ ଉନ୍ନୟନ ପାଇଁ କାହାରି ଚିନ୍ତା ନାହିଁ

Date : May 8th, 2014
Share : | More

ରାଉରକେଲା: ୧୯୫୯ ମସିହାରେ ଦେଶର ପ୍ରଥମ ରାଷ୍ଟ୍ରାୟତ ଉଦ୍ୟୋଗ ଅଧିନସ୍ଥ ଇସ୍ପାତ କାରଖାନା ରାଉରକେଲାରେ ସ୍ଥାପିତ ହୋଇଥିଲା୤ ଏହାପରେ ଏହି ସହର ଓଡ଼ିଶା ସମେତ ଦେଶରେ ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତି ଲାଭ କଲା୤ କିନ୍ତୁ ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏଠାରୁ ପ୍ରତିନିଧିତ୍ବ କରିଥିଲେ ମଧ୍ୟ ବିଗତ ୫୫ବର୍ଷ ମଧ୍ୟରେ ଏହି ସହର ଓ ଏହାର ଆଖପାଖ ଅଞ୍ଚଳର ବିକାଶ ପ୍ରତି ସମସ୍ତେ ଅଣହେଳା କରିଆସିଛନ୍ତି୤ ବିଶେଷ କରି ବିଗତ ୧୦ବର୍ଷ ଧରି ଏହି ସହରକୁ ପ୍ରତିନିଧିତ୍ବ କରୁଥିବା ଶାସକ ବିଜେଡି ଦଳର ପ୍ରତିନିଧିଙ୍କ ଏହି ଅଞ୍ଚଳର ବିକାଶ ଓ ଉନ୍ନୟନ ପ୍ରତି ଅବହେଳା ସମସ୍ତ ରେକର୍ଡ ଅତିକ୍ରମ କରିଛି୤ ଗୋଟିଏ ପରେ ବିଗତ ୧୦ବର୍ଷ ମଧ୍ୟରେ ଏହି ସହର ତଥା ଆଖପାଖ ଅଞ୍ଚଳରେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ବ୍ୟାପକ ବିକାଶ ହୋଇଛି ବୋଲି ବର୍ତ୍ତମାନର ବିଧାୟକ କହିଆସୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଓଲଟା୤

ଏହାର ପ୍ରଥମ ଉଦାହରଣ ଭାବେ ସହରର ମୁଖ୍ୟରାସ୍ତାକୁ ନିଆଯାଇପାରେ୤ ୨୦୦୮ ମସିହାରୁ ଏହି ମୁଖ୍ୟରାସ୍ତାର ଉନ୍ନତିକରଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତାହା କେବେ ସରିବ କାହାକୁ ଜଣାନାହିଁ୤ ସେହିପରି ୨୦୦୮ ମସିହାରୁ ଏଠାରେ ଥିବା ବିର୍ସା ଷ୍ଟାଡିୟମ୍‌ ନିର୍ମାଣ ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ଗୋଦରା କୋଡ଼େ ଯେତେ, ମାଡ଼େ ସେତେ ଢାଞ୍ଚାରେ ରହିଛି୤ ଅର୍ଥାତ୍‌ କିଛିବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମ୍‌ର କିଛି ଅଂଶ ଏବେ ଭାଙ୍ଗିବା ଆରମ୍ଭ କରିଥିଲାବେଳେ ଅନ୍ୟକିଛି ସ୍ଥାନରେ ନୂତନ ନିର୍ମାଣ ହେଉଛି୤ ସେହିପରି ସହରର ଏକାମାତ୍ର ଫ୍ଲାୟଓଭର ସେତୁ ପ୍ରାୟ ନିର୍ମାଣ ଆରମ୍ଭ ହେବାର ପ୍ରାୟ ୬ବର୍ଷ ପରେ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଏହା ଉପର ଦେଇ ଏବେ ମଧ୍ୟ ସମସ୍ତ ପ୍ରକାରର ଯାନବାହାନ ଚଳାଚଳ କରୁନାହିଁ୤ ଅନ୍ୟ ଏକ ଉଦାହରଣଭାବେ ବସ୍‌ଷ୍ଟାଣ୍ଡ୍‌କୁ ନିଆଯାଇପାରେ୤ ୧୯୯୪ ମସିହାରେ ନୂତନଭାବେ ନିର୍ମିତ ଏହି ବସ୍‌ଷ୍ଟାଣ୍ଡ୍‌ ସେ ସମୟର ସବୁଠାରୁ ରାଜ୍ୟର ଏକ ଆଧୁନିକ ଓ ଉନ୍ନତମାନର ବସ୍‌ଷ୍ଟାଣ୍ଡ୍‌ର ମାନ୍ୟତା ପାଇଥିଲା୤ କିନ୍ତୁ ବିଗତ କିଛିବର୍ଷ ଧରି ଏହି ବସ୍‌ଷ୍ଟାଣ୍ଡ୍‌ରେ ଏକାଧିକ ସମସ୍ୟା ରହିଥିଲେ ମଧ୍ୟ ଏହାର ସମାଧାନ ହେଉନାହିଁ୤ ରାଜ୍ୟର କେତେକ ସ୍ଥାନରେ କେନ୍ଦ୍ର ସରକାରଙ୍କ ସହଯୋଗରେ ସିଟିବସ୍‌ ସେବା ଆରମ୍ଭ ହୋଇଛି୤ ଏହି କ୍ରମରେ ଗତ କିଛିମାସ ତଳେ ଏଠାରେ ମଧ୍ୟ ସିଟିବସ୍‌ ସେବା ଆରମ୍ଭ ହେବ ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଫଳ ଶୂନ୍‌୤

ସେହିପରି ଅନେକ ଆନ୍ଦୋଳନ ଓ ବିକ୍ଷୋଭ ତଥା ଯୁକ୍ତିଯୁକ୍ତ ଦାବି ଥିବା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ଇଏସ୍‌ଆଇସି ପକ୍ଷରୁ ପ୍ରସ୍ତାବିତ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌କୁ ଏଠାରେ ସ୍ଥାପନା ନକରି ଭୁବନେଶ୍ବରରେ କରାଯିବା ପାଇଁ ଶିଳାନ୍ୟାସ ହୋଇଛି୤ ଏହା ସତ୍ତ୍ବେ ମଧ୍ୟ ଏଠାକାର କୌଣସି ମୁଖ୍ୟ ରାଜନୈତିକ ଦଳ ଏହା ବିରୋଧରେ ମୁହଁ ଖୋଲିବା ଉଚିତ୍‌ ମଣିନାହାଁନ୍ତି୤ ଗତ ନଭେମ୍ବର ମାସରେ ପୂର୍ବରୁ ହୋଇଥିବା ଅନେକ ବିକ୍ଷୋଭ ଓ ଆନ୍ଦୋଳନ ଯୋଗୁଁ ରାଉରକେଲାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ସୁଦ୍ଧା ଏ ନେଇ ବିଶେଷ କିଛି ଅଗ୍ରଗତି ହୋଇନାହିଁ୤

ଅନ୍ୟ ଏକ ଘଟଣା କ୍ରମରେ ୧୮୯୧ ମସିହାରେ ଏହି ସହର ଦେଇ ଦେଶର ଏକ ପ୍ରମୁଖ ରେଳପଥ ଭାବେ ପରିଚିତ ମୁମ୍ବାଇ-ହାଓଡ଼ା ରେଳରାସ୍ତା ଆରମ୍ଭ ହୋଇଥିଲା୤ ଏହା ମଧ୍ୟରେ ଦୀର୍ଘ ୧୨୩ବର୍ଷ ବିତିଯାଇଥିଲେ ମଧ୍ୟ ରାଉରକେଲା ଓ ଆଖପାଖ ଅଞ୍ଚଳର ବିଭିନ୍ନ ରେଳ ସୁବିଧା ପ୍ରତି ଏଠିକାର ନିର୍ବାଚିତ ଲୋକ ପ୍ରତିନିଧି ନିଦାବିଷ୍ଣୁ ସାଜିଛନ୍ତି୤ ରାଉରକେଲାଠାରୁ ଅନେକ ପଛରେ ହୋଇଥିବା ରେଳଷ୍ଟେସନ୍‌ର ଅଧିକ ବିକାଶ ହୋଇଥିଲେ ସୁଦ୍ଧା ଭିନ୍ନ ଭିନ୍ନ କାରଣରୁ ଏହି ରେଳଷ୍ଟେସନ୍‌ର ଉନ୍ନୟନ ହୋଇପାରିନାହିଁ୤ ସେହିପରି ପ୍ରାୟ ୬୦ବର୍ଷ ତଳୁ ଏଠାରେ ଏକ ପୂର୍ଣ୍ଣକାଳିନ ଓ ବ୍ୟବହାରଯୋଗ୍ୟ ବିମାନକ୍ଷେତ୍ର ରହିବା ସହିତ ଆବଶ୍ୟକତା ଥାଇ ସୁଦ୍ଧା ଏଠାରୁ ବ୍ୟବସାୟିକ ବିମାନସେବା ଆରମ୍ଭ ହେବା ସମ୍ଭବ ହୋଇନାହିଁ୤ ସେଥିପାଇଁ ବିଗତ ଦିନରେ ଅନେକ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଅସହଯୋଗରୁ ଏଠାରେ ଥିବା ବିମାନ ବନ୍ଦରକୁ ସବୁଦିନିଆ ବିମାନ ବନ୍ଦରରେ ପରିଣତ କରାଯାଇ ପାରୁନାହିଁ୤

ଉପରୋକ୍ତ ଉଦାହରଣ ବ୍ୟତୀତ ଆହୁରି ଅନେକ ପ୍ରକାରର ଭିତ୍ତିଭୂମିର ବିକାଶ ଦିଗରେ ରାଉରକେଲା ଅନେକ ପଛରେ ରହିଛି୤ ଏହା ମଧ୍ୟରେ ଅଛି କେନ୍ଦ୍ର ଆଇଟି ବିଭାଗ ଅଧିନସ୍ଥ ସଫ୍ଟୱେର୍‌ ଟେକ୍ନୋଲୋଜି ପାର୍କ, ରାଜ୍ୟ ଶିଳ୍ପ ବିଭାଗ ଅଧିନରେ ଥିବା ଇଡ୍‌କୋ ଟାୱାର୍‌ ଆଦି ଅନେକ୤ ଏହି ସମସ୍ତ ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ସୁବିଧା ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଅନେକ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ବା ଅସମ୍ପୂର୍ଣ୍ଣ ହୋଇ ରହିଛି୤

ଦିନକୁ ଦିନ ରାଉରକେଲା ଓ ଆଖପାଖ ଅଞ୍ଚଳର ଜନସଂଖ୍ୟା ଆଖିଦୃଶିଆଭାବେ ବୃଦ୍ଧି ପାଉଥିଲେ ସୁଦ୍ଧା ସେମାନଙ୍କର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ କୌଣସି ସଠିକ ପଦକ୍ଷେପ ନିଆଯାଇନାହିଁ୤ ତେଣୁ ରାଜ୍ୟର ଏକ ପ୍ରମୁଖ ସହରର ପରିଚିତି ଲାଭ କରି ମଧ୍ୟ ରାଜ୍ୟ ସରକାର ଏହି ଅଞ୍ଚଳକୁ ସାବତ ପୁଅ ଭଳି ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହେଉଛି୤

Recently Published :
 

19 Responses

  1. biswa says:

    superb… well said… Govt is doing nothing for rkl… and busy in shifting everything frm rkl to bbsr…

  2. alok says:

    Is Dilip Ray winning from Rourkela ? Anyone having any update.Last update ..he was leading against BJD.

  3. alok says:

    Ok..here is good news..Dilip Ray has won From Rourkela !

    http://odishasuntimes.com/54260/odisha-polls-winners-losers/

  4. situn says:

    patnaik babu is thinking that he himself is a bhagwan..aye bhagwan kun tanka chamcha mane election jitila pare 5 barsa lucheiki rakhanti…aye socalled bhagwan kaan guts nain camera ku face kariba kahinkina yanku bbsr bahare kichi jana nain.aye bhagwan 4 and 1/2 barsa bbsr re aram re khaipiki ruhanti..tapare election asile non capitalcity katha manepade ….tapare non capital city re nadia dhariki manemane bhagwan bhalya prakat huanti……chamcha manankara sankha dhola awaz re rasta kampi uthe..bada chamcha mane tanku lucheiki rakhanti.SURJAMUKHI phula hasa/english lekha odiya script/fav dialg–kendra dayi kendra dayi .. re sarabi mananku sarab piyeyi mana mohana karidiya jaye bhasan deba tym re experienced buddha bada chamcha mane tanku khali phone dhareiki au bibhina trick dekheiki lucheiki rakhanti so that public saha interaction na heu…kale kie pacharideba ki esic rourkela ru bbsr hijack bele apana kara karuthile etc…tapara dina paper re bahare je socalled bhagwan prakat heiki drain,tubewell,paikhana etc silanyas kale…ame highest revenue deuchu kana aei sabu sasta rajenti dekhiba paain????sethipain kahili aye capital centric bjd govt ku kichi jana nain bbsr re..naven patnaik bbsr bahare kichi bhabi paribeni…bjd heuchi gote party bbsr zamina mafia kaan devlopment paain….bjd wala 60 000 koti mines durniti kale ,rourkela ru bhubaneswar esic medical college hospital chori kariki nele….bput chori kariki nebe kahiki jagi basichanti..

  5. situn says:

    BJD katkia and bhubaneswaria are new species of animal,they doesn’t even come under human category,even if you help them they will backstabb you,they are even dangerous than pakistani terrorists,they simply don’t deserve to live in this beautiful planet,instead of worshiping god they should worship demon because they are simply evil species of breed,

  6. Barna Baibhaba Panda says:

    Many of the comments and insinuations have no basis. Some of the statements are simply abusive. REC was established here in the sixties. BPUT is headquartered here. Rourkela has a private medical college now. Hockey centre was shifted to Rourkela from Cuttack a year back. Rourkela is the only steel city where state govt. has such a big presence as compared to Durgapur, Bhilai, Bokaro). People of Sundargarh often accuse of favouritism towards Rourkela. ESIC medical college and hospital issue should not be used to hurl abuses at others especially a whole lot of people who have no role in it and are struggling day in and day out to make both ends meet. Is this the way to conduct debate and politics? Is this the purpose for which websites are meant for?

  7. situn says:

    Randha ghare kie achi ??

    na mu amul khaini ta mo sanga mane bhi kehi nahanti jharka pachare

    hahahahahahaha @ upare dekha samaste..perfect example

  8. Pradyumna says:

    do you belong to coastal belt?
    we have struggled a lot for esi movement …. i think u dont know the truth….. ame bhikari na kan esi mediccl college

  9. MIHIR KUAMR SWAIN says:

    mr panda babu why you are so jealous for rourkela. same question why you are not ask for other cities ? better if you are ask why bput construction has not been completed last 13 years ? why state govt allotted govt hospital land to a pvt medical college and who is benefit by setup this pvt medical college ? we know state govt is income highest revenue from sundergarh then why state govt has negelected sundergarh last 15 years ? most of internation hocky player is created from sundergarh. but state govt has set up national hocky stadium at bbsr ? r u ask this question to state govt ?
    we know that you don’t ask this question to state govt because you are a great chamcha for bjd and costal areas.

  10. alok says:

    Request to all members to focus on IIM as well.There are chances that the state govt will again try to set it up at BBSR .We dont want another ESIC trouble.

  11. situn says:

    alredy everything is completed
    it will be @ rourkela only

  12. alok says:

    I am expecting Mr Dilip Ray and Mr Jual Oram are also aware about this.These two people need to put an extra effort to make this happen.Wishing to see IIM Rourkela very soon .

  13. situn says:

    bjd spokes person chitta baral is diluting the demand by putting jharsugda into the picture via his so called bbsr growth facebook page.(by using the name odisha)

  14. MIHIR KUAMR SWAIN says:

    iim must be setup at Rourkela only. no alternative location for this.

  15. alok says:

    I believe they are again creating a confusion here.I have one question if the govt was concerned for equivalent development in all parts of Odisha then why they put all the institutes at BBSR. Now coming to JSG they give a reason that the airport is coming up so IIM at JSG will be the best location.We already have an airport and we all know its already been declared by the central govt as low cost airport.On top of that Rourkela is in the list of smart cities.Are these reasons are not enough to setup IIM at Rourkela ? As usual we have to put a solid demand through petition and we need support from Mr Jual Oram and Mr Dilip Ray.

  16. alok says:

    We can start an online petition for this.

  17. Biswajit says:

    Rourkela is best place for IIM because (1) it is well connected by RAIL & AIRPORT. In Jharsuguda AIRPORT operation has not started yet (2) Rourkela is the Education Hub of Odisha after BBSR nit Jharsugusa with NIT & BPUT (3) The climatic condiction of Rourkela is more suitable for education than Jharsuguda & also BBSR. (4) We think more Odia students in various IIM are mostly from Rourkela. (5) We also demand for IAS Study Centre by Govt of Odisha at Rourkela. (6) Our CM should review judicioulsy about location of Rourkela for IIM as comparative to other cities of Odisha except BBSR.

    Please go for online petion and let us Band of Rourkela by all parties including MLA-RPALI MLA-RKL, MLA-Biramitrapur,MLA_Bonai, MLA-Rajgangpur alonwith MP-Sundergarh for locating IIM at Rourkela.

  18. situn says:

    professor chitta baral is trying to dilute the demand of IIM Rourkela,he is a perfect example of bhubneswarya gaunlya,he has been constantly trying to change the area to berampur or bbsr

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg