Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ରାଉରକେଲାରେ ଆରମ୍ଭ ହେବ ଆଉ ଦୁଇଟି ଘରୋଇ ଏଫ୍‌ଏମ୍‌ ରେଡ଼ିଓ ଚେନାଲ୍‌

Date : September 24th, 2015
Share : | More

ରାଉରକେଲା: ସମ୍ପ୍ରତି ରାଉରକେଲା ସହରରେ ଗୋତିଏ ସରକାରୀ ଏଫ୍‌ ଏମ୍‌ ରେଡ଼ିଓ ଚେନାଲ୍‌ – ୧୦୨.୬ ଏବଂ ଦୁଇଟି ଘରୋଇ ଏଫ୍‌ ଏମ୍‌ ରେଡ଼ିଓ ଚେନାଲ୍‌ – ୧୦୪.୦(ରେଡ଼ିଓ ଚକୋଲେଟ୍‌) ଓ ୯୨.୭( ବିଗ୍‌ ଏଫ୍‌ ଏମ୍‌) ଚେନାଲ୍‌ କାର୍ଯ୍ୟ କରୁଛି। ଆସନ୍ତା ଅଳ୍ପଦିନ ମଧ୍ୟରେ ଏଠାରେ ଆଉ ଦୁଇଟି ଘରୋଇ ଏଫ୍‌ ଏମ୍‌ ରେଡ଼ିଓ ଚେନାଲ୍‌ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ନିକଟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ମୁତାବକ ରାଉରକେଲାରେ ସାର୍ଥକ ଫିଲ୍ମସ ପକ୍ଷରୁ ୯୧.୯ ଏବଂ ଓଡ଼ିଶା ଟେଲିଭିଜନ୍‌ ଲିମିଟେଡ୍‌ ପକ୍ଷରୁ ୯୮.୩ ନାମକ ଦୁଇଟି ଚେନାଲ୍‌ ପ୍ରସାରଣ ଆରମ୍ଭ କରିବା ପାଇଁ ପ୍ରାଥମିକ ପ୍ରସ୍ତୁତି ସରିଛି। ଏହି ଦୁଇଟି ସଂସ୍ଥା ସେମାନଙ୍କ କାର୍ଯ୍ୟ ଆରମ୍ଭ କଲାପରେ ରାଉରକେଲା ସହରରୁ ମୋଟ ୫ଟି ଏଫ୍‌ ଏମ୍‌ ରେଡିଓ ଚେନାଲ୍‌ କାର୍ଯ୍ୟକରିବ। ଏହା ଫଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଏଫ୍‌ ଏମ୍‌ ରେଡିଓ ଚେନାଲ୍‌ର ଲୋକପ୍ରିୟତାର ସୁବିଧା ରାଉରକେଲାବାସୀ ପାଇପାରିବେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg